ସେଦିନ OYO ରୁମ ଗୋଟେ ଖୋଜିଲେ ମିଳିବନି ,ଆଗ ହଗ ଡେ ,କିସ ଡେ ..ତାପରେ ପାଳିବେ ପେଟରେ ଛୁଆ ଦେ…

day

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଭେଲେନ ଟାଇମ୍ସ ଡେ ରେ କୋପଲ ମାନେ ଲଭର୍ସ ମାନେ ଜାଆନ୍ତି ଚୁମା ଚାଟି କରିବା ଲାଗି ଜାଆନ୍ତି । ବନ୍ଧୁଗଣ ଦେଖିବା ପାଇଁ ଗଲେ କପଲ୍ସ ମାନେ ଜାଆନ୍ତି ନାହିଁ ବନ୍ଧୁଗଣ କପଲ୍ସ ମାନେ ସବୁ ବେଳେ ନିଜ ଘରେ ହିଁ ମନାନ୍ତି । ଯେଉଁଠି ଭଡା ନେଇଥାନ୍ତୁ କି ଘରେ ସେମାନଙ୍କର ସେହି ସବୁ ହୁଏ ହଗ୍ ଟେ ଫଗ୍ ଟେ କିସ୍ ଟେ ।

କିସ୍ ଡେ ମିସ୍ ଡେ । ହେଲେ ଏହି ଯେଉଁ ଲଭର୍ସ ମାନେ ରହିଛନ୍ତି ସେମାନେ ଏହି ଭେଲେନ ଟାଇମ୍ସ ଡେ କୁ ପାଳନ୍ତି । ଭେଲେନ ଟାଇମ୍ସ ଡେ ଟା କେବଳ ନାଁ କୁ ମାତ୍ର ତାର କୈଣସି କିଛି ବି ଅର୍ଥ ନାହିଁ । ହେଲେବି ସେମାନଙ୍କୁ ଦରକାର ଏହି ଧରା ମରା ଚୁମା ଚାଟି । ଯେମିତି କି ଆପଣ ମାନେ ଜାଣିଥିବେ ଆପଣ ମାନଙ୍କର 365 ଦିନ ସେମିତି ହେଉଛି ଆପଣ ମାନଙ୍କର । ତଥାପି ଦରକାର ଭେଲେନ ଟାଇମ୍ସ ଡେ ଗୋଟେ ସ୍ପେସିଆଲ ଡେ ।

da

ସେ ପୁଣି ଆରମ୍ଭ କେବେ ନାଁ 14 ରୁ ଆରମ୍ଭ ଆଉ 22 ,28 ରେ ଶେଷ ହେବ ଆଗେ ଥିଲା ଗୋଟେ ତା ପରେ ସେମାନେ ପ୍ରୋପଜ ଡେ , କିସ୍ ଡେ , ହଗ୍ ଡେ , ଏମିତି ବହୁତ କିଛି କରି ଦେଲେ । ଏମିତି କି ଆଗକୁ ପେଟରେ ଛୁଆ ଦେ ଦିନ ବି କରିଦେବେ । ଏହି ସବୁ ଏମାନଙ୍କର କୁଣ୍ଡେଇ କାଣ୍ଡେଇ ହେବା ରିତି ନୀତି । ଏହି ଦିନ ଜଣେ ଯୁବକ ଯେ କି ଭେଲେନ ଟାଇମ୍ସ ଥିଲେ ସେହି ଦିନ କୁ ପାଳା ଯାଉଛି ହେଲେ ଭେଲେନ ଟାଇମ୍ସ ଡେ ଦିନରେ ଗୋଟେ ଦୁଃଖର ବିଷୟ ଘଟିଥିଲା ଜାହା ପାଇଁ ଆମର ବହୁତ ଜାବାନ ମାନେ ମରିଥିଲେ ।

ହେଲେ ସେହି ଜିନିଷ କୁ କେହି ପାଳୁ ନାହାଁନ୍ତି । ସମସ୍ତ ଙ୍କୁ ତ କେବଳ ନାଳ ନର୍ଦମା ଦରକାର ଆପଣ ମାନେ ଜାଣି ଥିବେ ଭୁବନେଶ୍ୱର ର ଅନେକ ଜାଗା ରେ OYO ଅଛି ଅଛି ଏହି ଦିନ ରେ ଆପଣ ମାନେ ଜାଆନ୍ତୁ ଏହି ଦିନ ଆପଣ ମାନଙ୍କୁ କୈଣସି ବି ଜାଗାରେ ରୁମ୍ ମିଳିବ ନାହିଁ । ଏହି ଦିନ ରେ ଗୋଟେ ଗୋଟେ ଗୋଲାପ ଫୁଲ ର ଦାମ୍ 30 ରୁ 60 ଟଙ୍କା ଯାଏ ବଢିଯିବ । ଏଠାରେ ଏମାନଙ୍କୁ କଣ କହିବ ଆପଣ ମାନେ ହିଁ ଜାହା ମତା ମତ ଦେଇ ଜଣେଇ ଦେଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ