କାଲି ମିଡ଼ିଆ ଉପରେ, କେବଳ ଏଇ କାରଣ ପାଇଁ ରାଗି ଯାଇଥିଲେ ହ୍ୟୁମାନ ସାଗର ।

Human Sagar b

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଲିର ବ୍ୟବହାର ପାଇଁ ଅନୁତପ୍ତ ରହିଛନ୍ତି ହ୍ୟୁମନ ସାଗର । ଥାନାରୁ ବାହାରୁ ବାହାରୁ ଘେରିଜାଇଥିଲେ ଗଣମାଧ୍ୟମ ପ୍ରତିନୀଧି ଦଳ । ଆଉ ତା ପରେ କିଛି ଏମିତି କଥା କହିବା ପରେ ଆଜି ସେ ଅନୁତପ୍ତ ବୋଲି କହିଛନ୍ତି । ଯେମିତି କି ଆପଣ ମାନେ ମୋର ଗୁରୁଜୁନ ମାନେ ତେବେ ମୁଁ ଆଜି ଅନୁଭୂତି କରୁଛି କି ମୋ ଭିରୋଧ ରେ ଏମିତି ବି ଏଲିଗେସନ ଲାଗିଛି । ତେବେ ହ୍ୟୁମନ ସାଗର ଏହାର କାରଣ ମଧ୍ୟ କହିଛନ୍ତି ଯେମିତି ଗତ କାଲି ତାଙ୍କର ପରିବାର ପକ୍ଷରୁ ମିଛ ଏଲିଗେସନ ଲଗାଜାଇଥିଲା ।

ଦାୟୁରୀ , ଭ୍ରାନ୍ତିକରଣ କୁ ନେଇ ଆଉ ତା ସହିତ ଶ୍ରୀୟା ଙ୍କୁ ଜିବନ ରୁ ମାରିଦେବାକୁ ନେଇ ଏହାକୁ ନେଇ ସେ ବିବ୍ରତ ହୋଇପଡିଥିଲେ । ଆଉ ଏଠାରେ ସେ କହିଛନ୍ତି ତାଙ୍କର କୈଣସି ଭୁଲ ନାହିଁ । ଆମେ ସମସ୍ତେ ମନୁଶ୍ୟ ଏବଂ ମନୁଶ୍ୟଙ୍କର ଏହି ସବୁ ପ୍ରବୃତି ରହିଛି । ମନୁଶ୍ୟ ଉପରେ କେହି ଯଦି ଏମିତି ଅତର୍କିତ ଭାବେ ବିଭିନ୍ନ ପ୍ରକାରର ଆଲଗେସନ ଲଗାଏ ତେବେ କୈଣସି ବି ସାଧାରଣ ମଣିଷ ଏମିତି ହିଁ ବ୍ୟବହାର କରିଥାନ୍ତେ । ଯେମିତି ଗତ କାଲି ହ୍ୟୁମନ ସାଗର କରିଥିଲେ ।

Human 3

 

ତେବେ ଏହି କଥା ସମସ୍ତେ ବୁଝି ପାରୁଛନ୍ତି । ଆଉ ସବୁଠୁ ବଡ କଥା ହେଲା ସେ ନିଜର ବ୍ୟବହାର ପାଇଁ ବେ ଅନୁତପ୍ତ ବି ରହିଛନ୍ତି । ଆଉ ସେ ଚାହୁଁଛନ୍ତି ତାଙ୍କର ସ୍ତ୍ରୀ ଏବଂ ତାଙ୍କର ଝିଅ କୁ ଆଉଥରେ ତାଙ୍କ ଜିବନ ରେ ଫେରିଆସନ୍ତି ବୋଲି । ଆଉ ଏବେବି ସେ ସେହି ସମାନ କଥାକୁ ଦୋହରେଛନ୍ତି । ଗତ କାଲି ସେ ନିଜର ମାଆ ଙ୍କ ସହିତ ମିଶି କେବଳ 5 ମିନିଟ ମଧ୍ୟରେ ଏମିତି ନିସ୍ପତି ନେଇଥିଲେ । ଆଉ ସେହି ନିସ୍ପତି ରେ ସେମାନେ ଚାହୁଁଛନ୍ତି ତାଙ୍କର ସ୍ତ୍ରୀ ଏବଂ ତାଙ୍କର ଝିଅ କୁ ଆଉଥରେ ତାଙ୍କ ଜିବନ ରେ ଫେରିଆସନ୍ତୁ ବୋଲି । ଏବଂ ସେମାନେ ସମସ୍ତେ ମିଶି ଆଉ ଥରେ ନୂଆ ସଂସାର ଗଢନ୍ତୁ ।

ସେମିତି ରେ ଆପଣ ମାନେ ଜାଣିଥିବେ ଘର କଳି ସମସ୍ତ ଙ୍କ ଜିବନ ରେ ରହିଥାଏ । ଝଗଡା କାହିଁକି ହେଲା କାହା ସକାଶେ ହେଲା ସେଦିନ କିଏ ଅଧିକ ରାଗିଥିଲା । କିଏ ଘଟଣା ବୁଝି ପାରିଲାନି କିଏ ଅବୁଝା ରହିଲା ଆଉ କିଏ ବୁଝିକି ଯୁକ୍ତିତର୍କ କଲା ଏହି ସବୁ ଜିନିଷ ର ହିସାବ କିତାବ କରିବାର ସମୟ ଇଏ ନୁହେଁ । ଏମିତି ଛୋଟ ଛୋଟ କଥାରେ ବହୁତ ସମୟ ରେ ପରିବାର ଭାଙ୍ଗିଜାଇଛି । ଏହାର ଉଦାହରଣ ଆପଣ ମାନେ ଓଡିଶା ଇଣ୍ଡଷ୍ଟ୍ରୀ ବା ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଆପଣ ମାନେ ଦେଖିବାକୁ ପାଉଥିବେ ।

human a

ସବୁଠୁ ବଡ କଥା ହେଲା କି ହ୍ୟୁମନ ସାଗର ବର୍ତମାନ ସବୁ କିଛି ଭୁଲିଜାଇ ନିଜର ସ୍ତ୍ରୀ ଏବଂ ପଲାକୁ ପୁଣି ଥରେ ନିଜ ଜିବନ ରେ ଚାହୁଁଛନ୍ତି । ଆଉ ଉଭୟ ଆଜି କହିଥିଲେ ଆମେ କୈଣସି ବାଧ୍ୟ ବାଧକତା ରେ ଝିଅକୁ ଧର୍ମାନ୍ତି କରଣ ପାଇଁ କହୁନାହୁଁ ।

ଏମିତି କି ତାଙ୍କ ଘରର ଠାକୁର ଘର ବି ଦେଖେଇଥିଲେ ଯେଉଁଠାରେ ଅନ୍ୟ ଦେବା ଦେବି ସହିତ ଜଗନ୍ନାଥ ମଧ୍ୟ ପୂଜା ପାଉଛନ୍ତି । ଜାହାକୁ ଶ୍ରେୟା ନିଜେ ପୂଜା କରିବା ସହିତ ଘରେ କାମ କରୁଥିବା ଅନ୍ୟ ଲୋକ ମାନେ ବି ପୂଜା କରିଥିଲେ । ତେବେ ହ୍ୟୁମନ ସାଗର ଙ୍କୁ ବହୁତ ଭଲ ପାଆନ୍ତି , ତେଣୁ ହ୍ୟୁମନ ସାଗର ଏବଂ ତାଙ୍କର ପରିବାର ସବୁବେଳେ ଖୁସୀରେ ରହୁ ବୋଲି ତାଙ୍କର ପ୍ରଶଂସକ ମାନେ ଚାହାଁନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *