ମୋ ଖବର ପାଇ, ଧାଇଁ ଆସିବୁ । ଯଦି ଭଲପାଉଥିବୁ ଟିକେ ଧରି କାନ୍ଦିବୁ ଲୋ….

dj

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବେଳେ ଖବର ପାଇବୁ ଡିଜେ ଆଜେକ୍ସ ତୋ ଧନ ତୋ ଜାନୁ ଆଉ ଏହି ଦୁନିଆଁ ରେ ନାହିଁ ସେତେ ବେଳେ ଟିକେ ଧାଇଁ ଆସିବୁ ମତେ କୁଣ୍ଢେଇ ପକେଇବୁ ଇଚ୍ଛା ନଥିଲେ ବି ଟିକେ କାନ୍ଦି ପକେଇବୁ । କାରଣ ସେହି କାନ୍ଦ ଟିକକ ରେ ହିଁ ମୋ ଆତ୍ମା ଶାନ୍ତି ପାଇବ । ମୁଁ ଜାଣିଛି ତୁ ମତେ ବହୁତ ଘୃଣା କରୁ ନା ପସନ୍ଦ କରୁ ହେଲେ ମନେ ରଖ । କେବେ କୋଉ ଦିନ ମତେ ଟିକେ ବି ଭଲ ପାଇଥିବୁ ନାଁ । ସେହି ଭଲ ପାଇବାକୁ ସାଥିରେ ନେଇ ଧାଇଁ ଆସିବୁ ମୋ ଘର ଆଗକୁ ।

ମତେ କୁଣ୍ଢେଇ ପକେଇବୁ ଇଚ୍ଛା ନଥିଲେ ବି ଟିକେ କାନ୍ଦି ପକେଇବୁ । ଏମିତି ଅନେକ କିଛି କଥା ମୃତ୍ୟୁ ଆଗରୁ କହି ଜାଇଛନ୍ତି ଡିଜେ ଆଜେକ୍ସ । ମୁଁ ସବୁ ଦିନ ପାଇଁ ଚାଲି ଜାଉଛି ତୁମେ ଖୁସୀରେ ରୁହ ଭଲରେ ରୁହ । ଭଲ ଟଙ୍କା ରୋଜଗାର କର ମୁଁ ହାରି ଗଲି ମରି ଜାଉଛି । ଆଉ ତମକୁ କେବେ ହଇରାଣ କରିବିନି କି ରାସ୍ତାରେ ଅଟକେଇବିନି କି ବାରମ୍ଭାର କଲ କରିବିନି କି ପିଛା କରିବିନି ।

dj

ତଥାପି ମୋ ମନ ବୁଝୁନି । ମତେ ତ ଆଉ କେବେ ଦେଖି ପାରିବନି । କି ମୋ ସ୍ୱର ବି ସୁଣି ପାରିବନି । ଜାହାକୁ ସୁଣିବା ପାଇଁ ତୁମେ ରାତି ରାତି ଅନିଦ୍ରା ରୁହଥିଲ । ତେବେ ଶେଷ ଥର ପାଇଁ ମୁଁ ମେଲ ରେ ଫୋଟ ଭିଡ଼ିଓ ଏବଂ ଅଡ଼ିଓ ପଠାଉଛି । ତାହା ପୁଣି ଭୂତ ହୋଇ ତୁମେ ସବୁ ଦିନ କହୁଥିଲ ତୁ ଭୂତ ହୋଇଯା । ଆଉ ମୁଁ ଯେତେ ବେଳେ ଭୂତ ହୋଇଜାଇଥିବି ସେତେ ବେଳେ ମେଲ ରେ ତମର ଏହି ଫୋଟ ଭିଡ଼ିଓ ଏବଂ ଅଡିଓ ପହଁଚିବ ।

ଯଦି ସେତେ ବେଳକୁ ମୋ ଅନ୍ତିମ ସଂସ୍କାର ସରି ନଥିବ ତେବେ ଦୟାକରି ଟିକେ ଧାଇଁ ଆସିବ ଆଉ ମତେ କୁଣ୍ଢେଇ ପକେଇବୁ ଇଚ୍ଛା ନଥିଲେ ବି ଟିକେ କାନ୍ଦି ପକେଇବ । ଏମିତି କିଛି କୋହ ଭରା କଣ୍ଠ ରେ ଡିଜେ ଆଜେକ୍ସ କହି କୁଆଡେ ଆତ୍ମହତ୍ୟା କରିଛନ୍ତି । ଜାହାର ମେଲ ର ସ୍କ୍ରିନ୍ ସର୍ଟ ସବୁ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *