Ollywwod Top 10 ହିରୋଙ୍କ ସୁନ୍ଦରୀ ସ୍ତ୍ରୀ, ଦେଖନ୍ତୁ କେଉଁ ହିରୋଙ୍କ ସ୍ତ୍ରୀ ସବୁଠୁ ଅଧିକ ସୁନ୍ଦର ?

Top 10 heroe

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ଅନେକ ଅଭିନେତା ମାନଙ୍କୁ ନିଶ୍ଚିତ ଭାବେ ଜାଣିଥିବେ । ହେଲେ ଆମ ଓଡିଆ ସିନେମା ରେ କାମ କରୁଥିବା ହିରୋ ମାଙ୍କ ରିୟଲ ଲାଇଫ ପତ୍ନୀ ମାନଙ୍କୁ ଜାଣିଛନ୍ତି କି । ତେବେ ସେମାନେ ବାସ୍ତବ ଜିବନ ରେ କାହାକୁ ବିବାହ କରିଛନ୍ତି ଏବଂ ସେମାନେ ଦେଖିବାକୁ କିପରି ଆସନ୍ତୁ ଏଠାରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

1.ସବ୍ୟସାଚୀ – ଏହି ଲିଷ୍ଟ ର ପ୍ରଥମ ସ୍ଥାନ ରେ ରହିଛନ୍ତି ସବ୍ୟସାଚୀ ମିଶ୍ର ତେବେ ସବ୍ୟ ନିକଟରେ ଅର୍ଚ୍ଚିତା ଙ୍କୁ ବିବାହ କରିଥିବାର ଦେଖିବା ପାଇଁ ମିଳିଥିଲେ । ଏବଂ ଅର୍ଚ୍ଚିତା ମଧ୍ୟ ଏବେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ଅଟନ୍ତି ।

sabyasachi

2.ଅରିନ୍ଦମ – ଏହି ଲିଷ୍ଟର ଦ୍ୱତିୟ ସ୍ଥାନରେ ରହିଛନ୍ତି ଅରିନ୍ଦମ ରଏ ଅରିନ୍ଦମ ଜଣେ ଅଭିନେତା ସହିତ ଜଣେ ରାଜନେତା ମଧ୍ୟ ଅଟନ୍ତି । ତେବେ ସେ ଅନୁପା ରଏ ଙ୍କୁ ବିବାହ କରିଥିବା ବେଳେ ସେ ଜଣେ ରାଜନେତା ଙ୍କ ଭଉଣୀ ଅଟନ୍ତି ।

3.ଶ୍ରୀତମ- ଏହି ଲିଷ୍ଟ ର ତୃତୀୟ ନମ୍ବର ରେ ରହିଛନ୍ତି ଶ୍ରୀତମ ଦାସ ତାଙ୍କର ପତ୍ନୀ ପୁନମ ଦାସ ଅଟନ୍ତି । ଏହି ଦମ୍ପତୀ ଙ୍କର ଜଣେ ଝିଅ ମଧ୍ୟ ରହିଛନ୍ତି ।

4. ଦେବାଶିଷ- ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତା ଦେବାଶିଷ ପାତ୍ର । ଦେବାଶିଷ ଙ୍କ ପତ୍ନୀ ଙ୍କ ନାମ ହେଉଛି ମୋନାଲିସା। ଏହି ଦମ୍ପତ୍ତି ଙ୍କ ଜଣେ ଝିଅ ଓ ଜଣେ ପୁଅ ଅଛନ୍ତି।

5. ବାବୁସାନ- ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତା ବାବୁସାନ ମହାନ୍ତି । ବାବୁସାନ ଙ୍କ ପତ୍ନୀ ଙ୍କ ନାମ ହେଉଛି ତୃପ୍ତି ଶତପଥୀ।

babu

6. ଆକାଶ- ଏହି ଲିଷ୍ଟ ର ଷଷ୍ଟ ସ୍ଥାନରେ ଅଛନ୍ତି ଅଭିନେତା ଆକାଶ ଦାସ।ଆକାଶ ଜଣେ ଅଭିନେତା ହେବା ସହିତ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି । ତାଙ୍କ ପତ୍ନୀ ମଧ୍ୟ ଜଣେ ସମାଜ ସେବୀ ଅଟନ୍ତି ।

7. ଅନୁଭବ- ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତା ଅନୁଭବ ମହାନ୍ତି । ଅନୁଭବ ରିଅଲ ଲାଇଫ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବିବାହ କରିଛନ୍ତି । ଉଭୟ ଓଲିଉଡ ଇଣ୍ଡଷ୍ଟ୍ରୀ ର କଳାକାର ଅଟନ୍ତି।

8. ହରି – ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି କମେଡିଆନ ହରିହର ମହାପାତ୍ର। ଯାହାଙ୍କୁ ସମସ୍ତେ କମେଡିଆନ ହରି ଭାବରେ ଜାଣିଥାନ୍ତି । ହରି ଙ୍କ କମେଡ଼ି କୁ ସମସ୍ତ ଦର୍ଶକ ପସନ୍ଦ କରନ୍ତି । ଆପଣ ମାନେ ହରି ଙ୍କ ସ୍ତ୍ରୀ ଙ୍କୁ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ।

9. ସିଦ୍ଧାନ୍ତ – ଏହି ଲିଷ୍ଟ ରେ ନବମ ସ୍ଥାନ ରେ ରହିଛନ୍ତି ସିଦ୍ଧାନ୍ତ ମହାପାତ୍ର ତେବେ ସିଦ୍ଧାନ୍ତ ମହାପାତ୍ର ବାସ୍ତବ ରେ ଓଲିଉଡ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ବିବାହ କରିଛନ୍ତି ।

sidhant mohapatra

10. ଅମ୍ଲାନ – ଏହି ଲିଷ୍ଟ ରେ ଦଶମ ସ୍ଥାନ ରେ ରହିଛନ୍ତି ଅଭିନେତା ଅମ୍ଲାନ ଦାସ ତେବେ ଅମ୍ଲାନ ଗତ ବର୍ଷ ଭୂମିକା ଦାସ ଙ୍କୁ ବିବାହ କରିଥିଲେ । ଏମାନଙ୍କ ଯୋଡି କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *