OIC ବୈଠକରେ ସୁଷମା ସ୍ଵରାଜ ମୁଖ୍ୟ ଅତିଥି ଥିବାରୁ ପାକ୍ ବୈଦେଶିକ ମନ୍ତ୍ରୀ କ୍ରୋଧରେ କରିଲେ ଏହି ପରି କାର୍ଯ୍ୟ : –

Spread the love

ନୂଆଦିଲ୍ଲୀ : ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯେଉଁ ଅଶାନ୍ତିର ବାତାବରଣ ସୃଷ୍ଟି ହେବ ପରେ ମଧ୍ୟ ଇସଲାମ ସହଯୋଗ ସମୂହ ଅର୍ଥାତ ଇସଲାମ ସହଯୋଗ ସଂଗଠନ (OIC) ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ “ମୁଖ୍ୟ ଅତିଥି” ରୂପେ ଆମନ୍ତ୍ରିତ ହୋଇଥିଲା । ବୈଦେଶିକ ମନ୍ତ୍ରୀଙ୍କ ୪୬ତମ ବୈଠକରେ ଯୋଗ ଦେବା ପାଇଁ ସୁଷମା ସ୍ଵରାଜ ଶୁକ୍ରବାର ଦିନ ଅବୁଧାବୀ ପହଞ୍ଚି ଥିଲେ । ସୂଚନାନୁସାରେ, ପାକିସ୍ଥାନର ବୈଦେଶିକ ମନ୍ତ୍ରୀ ଏହି ବୈଠକରେ ଯୋଗ ଦେବା ପାଇଁ ବହିସ୍କାର କରିଛନ୍ତି ଏବଂ ପାକ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଏହି ବୈଠକରେ ଯୋଗ ଦେବେ ନାହି ।

ଆପଣଙ୍କୁ କହିବାକୁ ଚାହୁଁଛୁ କି ପାକିସ୍ତାନ କୁ ମୁସଲମାନ ଦେଶଗୁଡ଼ିକ କୌଣସିବି ପ୍ରକାରର ସାହାଯ୍ୟ କରିବାରେ ସ୍ୱଷ୍ଟରୁପେ ମନା କରିଦେଲେ । ଏହି କଥାର ପ୍ରକାଶ ସେତେବେଳେ ହେଇଥିଲା ଯେତେବେଳେ ପାକିସ୍ତାନ ର ସୀମା ରେ ଭାରତୀୟ ସେନା ର କାର୍ଯ୍ୟ ପ୍ରକ୍ରିୟା ପରେ ପାକିସ୍ତାନ IOC ମାନେ Organization Of Islamic Co-Operationରେ ସଂଘଟନ ଅନ୍ୟ ବୈଠକରେ ଭାରତୀୟ ଙ୍କୁ ଆମନ୍ତ୍ରିତ କରିବାରୁ ଚିନ୍ତା ପ୍ରକାଶ କରିଲେ ତ ୟୁ.ଏ.ଇ ଏହା ଉପରେ କିଛି ବି ଧ୍ୟାନ ଦେଲେ ନାହିଁ ।

ପାକିସ୍ଥାନ ବୈଦେଶିକ ମନ୍ତ୍ରୀ ଶାହ ମହାମୁଦ କ୍ୟୁରେଶୀ ଏହି ଓଆଇସି ବୈଠକକୁ ଏଇ ପାକିସ୍ଥାନ ସଂସଦରେ ନିଜର ମନ୍ତବ୍ୟ ରଖିଥିଲେ ଯେ, ସେ ସୁଷମ ସ୍ଵରାଜକୁ ନିମନ୍ତ୍ରଣ ନ କରିବା ପାଇଁ ସେମାନଙ୍କୁ ପ୍ରସ୍ତାବ ଦେଇଥିଲେ କିନ୍ତୁ (OIC) ମନା କରିଥିଲା । କ୍ୟୁରେସିଙ୍କ କହିବ କଥା ଯେ, ମୁଁ (OIC)କୁ ସୁଷମ ସ୍ଵରାଜଙ୍କ ନିମତ୍ରନକୁ ପୁର୍ନବିଚାର କରିବା ପାଇଁ କହିଥିଲି, କିନ୍ତୁ UAE କହିଥିଲା, ପୁଲୱାମା ଆକ୍ରମଣ ପୂର୍ବରୁ ସେମାନେ ସୁଷମା ସ୍ଵରାଜକୁ ସେମାନ (OIC) ନିମନ୍ତ୍ରଣ କରିଥିଲେ । ତେଣୁ ସୁଷମା ସ୍ଵରଜଙ୍କ ନିମନ୍ତ୍ରଙ୍କୁ ଖାରଜ କରିବା ବର୍ତ୍ତମାନ ସମ୍ଭବ ପର ନୁହେଁ ।

ଏଏନଆଇ ଅନୁସାରେ ପାକିସ୍ଥାନର ବୈଦେଶିକ ମନ୍ତ୍ରୀ ଶହ ମହାମୁଦ କ୍ୟୁରେଶୀ କହିଲେ, ସୁଷମା ସ୍ଵରାଜଙ୍କୁ ମୁଖ୍ୟ ଅତିଥି ଭାବରେ ସମ୍ମାନିତ କରିଥିବାର ଜାଣିବା ପରେ, ମୁଁ ତାତ୍ଵିକ ଭାବରେ ସେହି ବୈଠକରେ ଯୋଗ ଦେବା ପାଇଁ ମନା କରିଥିଲି । ଆପଣଙ୍କଉ ଜଣାଇଦେଉଛୁ ଯେ, ୫୭ଟି ଇସଲାମିକ ଦେଶକୁ ନେଇ OIC ଗଠିତ । ଏହା ପ୍ରଥମ ଥର ଯେଉଥିରେ ଭାରତକୁ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ପାଇଁ ନିମନ୍ତ୍ରିତ ହୋଇଥିଲା ।