😭ହେ ପ୍ରଭୁ,ହଠାତ ଏ କ’ଣ ଘଟିଗଲା- ପୁଣି ଆଉ ଜଣେ ଅଭିନେତା ଗୁରୁତର

satyaki

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଦେଶ ଗୋଟିଏ କଳା ସଂକୃତି ର ଦେଶ ଅଟେ । ଆଉ ଏହି କଳାକାର ମାନେ ନିଜର ଅଭିନୟ ରେ ସାରା ଭାରତ ବାସୀ ଙ୍କୁ ନିଜର ଫେନ୍ ବନେଇ ଦେଉଛନ୍ତି , ହେଲେ ସେମାନେ ଏହି ଦିନ ରେ ବିଭିନ୍ନ ରୋଗାକ୍ରାନ୍ତ ରେ ପଡିତ ହେଉଛନ୍ତି । ଏବଂ ପ୍ରତ୍ୟେକ ସମୟ ରେ ଏମିତି କଳାକାର ମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ସବୁଠି ଦୁଃଖର ଲହରୀ ଖେଳେଇ ଦେଇଥାଏ ।

ତେବେ ବନ୍ଧୁଗଣ ପୁଣି ସେମିତି ଗୋଟିଏ ବଡ ଦୁଃଖ ଦାୟକ ଖବର ଆସି ପହଁଚିଛି ବର୍ତମାନ ସମୟ ରେ ଆପଣ ମାନଙ୍କର ଆପଣ ମାନଙ୍କର ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଓଡିଆ ସିରିଏଲ ଜଗତ ରେ ଆପଣ ମାନଙ୍କର ପ୍ରିୟ ଅଭିନେତ ସ୍ୱାତିକ ସେ ବର୍ତମାନ ସମୟ ରେ ଗୁରୁତ୍ୱର ଅବସ୍ଥା ରେ ଡାକ୍ତର ଖାନା ରେ ଆଡମିଡ ହୋଇଛନ୍ତି । ତେବେ ହଠାତ ଏମିତି ତାଙ୍କର କଣ ହେଲା ଯେ ସେ ଗୁରୁତ୍ୱର ହୋଇ ଡାକ୍ତର ଖାନା ରେ ଆଡମିଟ ହେଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣେଇବୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

satyaki

ହାଲେ ବନ୍ଧୁଗଣ ସାତ୍ୱକି ମିଶ୍ର ଙ୍କୁ ହୋଇଛି କ୍ୟନସର ରୋଗ ତାଙ୍କର ମାଉଥ କ୍ୟ-ନସର କାରଣ ରୁ ସେ ଏବେ ଦିଲ୍ଲୀର ଏକ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ଆଉ ଏବେ ତାଙ୍କର ମାଉଥ କ୍ୟନସର ର ଅପରେସନ ବି ମଧ୍ୟ ସରି ଜାଇଛି । ତାହାଲେ ଗୁରୁତ୍ୱର ଅବସ୍ଥା ରେ ହସ୍ପିଟାଲ ରେ ରହିଛନ୍ତି ସାତ୍ୱକି ମିଶ୍ର । ତେବେ ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କରେ ପିଣ୍ଟୁ ନନ୍ଦ ଙ୍କ ଲିଭର ଖରାପ ହେବା କାରଣ ରୁ ସେ ଏବେ ଉତ୍ତମ ଚିକିତ୍ସା ପାଇଁ ଦିଲ୍ଲୀ ଯାଉଛନ୍ତି । ଆଉ ସାହାଯ୍ୟ ର କରିବା ପାଇଁ ଅନୁରୋଧ କରିଛନ୍ତି ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ।

ତାହାଲେ ପିଣ୍ଟୁ ନନ୍ଦ ଙ୍କ ପରେ ଏବେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଆହୁରି ଗୋଟେ ବଡ ଝଟ୍କା ଲାଗିଛି । ତେବେ ସାତ୍ୱକି ମିଶ୍ର ଦିର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରି ଆସିଛନ୍ତି । ତାହାଲେ ମାଉଥ କ୍ୟ-ନସର କାରଣ ରୁ ସେ ଏବେ ଦିଲ୍ଲୀର ଏକ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ତାହାଲେ ଅତି ଗୁରୁତ୍ୱର ଅବସ୍ଥା ରେ ରହିଛନ୍ତି ଦିଲ୍ଲୀର ହସ୍ପିଟାଲ ରେ ଏହି ଓଡିଆ ଅଭିନେତା ।

ତେବେ ବନ୍ଧୁଗଣ ଆପଣ ମାନେ ସାତ୍ୱକି ମିଶ୍ର ଙ୍କୁ ବହୁତ ଭଲ ଭାବେ ଜାଣିଥିବେ ତାଙ୍କର ଅଭିନୟ କୁ ବି ଆପଣ ମାନେ ବହୁତ ଭଲ ଭାବେ ଦେଖିଥିବେ । ଆପଣ ମାନଙ୍କୁ ସାତ୍ୱକି ମିଶ୍ର ଙ୍କ ଅଭିନୟ କମେତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ