ହେ ଭଗବାନ – ଆସୁଛି ଭୟଙ୍କର ବାତ୍ୟା । 24 ରେ ହେବ ମାଡ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସୁଛି ବାତ୍ୟା ପୁଣି ଡରେଇଲା ଅକ୍ଟୋବର 24 କୁ ନେଇ ବଢିଲା ଚର୍ଚ୍ଚା ବର୍ତମାନ ସମୟ ରେ ଛାନିଆ ଉପକୂଳ ବାସୀ ଅକ୍ଟୋବର ଆସିଲେ ଓଡିଶା ବାସୀ ଙ୍କ ମନରେ ପସୁଛି ବାତ୍ୟା ଛନକା । ତେବେ 24 ତାରିଖ ରେ ବାତ୍ୟା ଆସୁଥିବା ନେଇ ଖବର ପ୍ରଚାର ହେଉଥିବା ବେଳେ ବର୍ତମାନ ସମୟ ରେ ସମସ୍ତେ ଚିନ୍ତା ରେ ରହିଛନ୍ତି । କାରଣ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିଂବଳୟ ସୃଷ୍ଟି ହୋଇଛି । ଆଉ ଏହି ଘୂର୍ଣ୍ଣିବଳୟ କାଳକ୍ରମେ ଲଘୁଚାପ ରେ ସୃଷ୍ଟି ହେବ ବୋଲି ସମ୍ଭାବନା ରହିଛି ।

ତେବେ 20 ତାରିଖ ବେଳକୁ ଲଘଉଚାପ କ୍ଷେତ୍ର ସୃଷ୍ଟି ହେବା ସହିତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ପ୍ରଦାନ ହୋଇଛି । ପରେ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ଆଡକୁ ଗତି କରିବ ଏହି ଲଘୁଚାପ କ୍ଷେତ୍ର । ତେବେ ଲଘୁଚାପ ସୃଷ୍ଟି ହେବାର 48 ଘଣ୍ଟା ପରେ ଲଘୁଚାପ ଅଧିକ ଘନିଭୂତ ହେବାର ସମ୍ଭାବନା ରହିଥିବା ବେଳେ 20 ତାରିଖ ରେ ଲଘୁଚାପ ସୃଷ୍ଟି ହେବା ପରେ 23 ତାରିଖ ରେ ଏହା ଅଧିକ ଘନିଭୂତ ହେବା ସହିତ 24 ତାରିଖ ରେ ଏହା ବାତ୍ୟାର ରୂପ ନେବ ।

Cyclone

ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସମୁଦ୍ର ରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ 24 ତାରିଖ ରେ ସମୁଦ୍ର ଭିତରେ ରହିବା ସହିତ ଏକ ଚୋଟ ଧରଣ ର ବାତ୍ୟାର ପରିଣତ ହେବାର ସମ୍ଭାବନା ରହିଛି । ତେବେ ବନ୍ଧୁଗଣ ଏହି ସମୟ ରେ ପବନ ର ବେଗ ପ୍ରାୟା ଘଣ୍ଟା ପ୍ରତି 68 କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 25 ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶ ବା ସଂଲଗ୍ନ ଓଡିଶା ଉପକୂଳ ଦେଇ ଗତି କରି ପାରେ ।

ଏହାର ପ୍ରଭାବ ରେ 24 ଏବଂ 25 ତାରିଖ ଉପକୂଳ ଓଡିଶା ରେ ଅଧିକ ପରିମାଣ ରେ ବର୍ଷା ହୋବାର ସମ୍ଭାବନା ରହିଥିବା ବେଳେ 22 ତାରିଖ ରୁ ବାତ୍ୟା ସୃଷ୍ଟି ପାଇଁ ଆକଳନ ବି ହେଉଛି । ତେବେ ଆଗାମୀ 4 ଦିନ ଏହି ପରି ପାଗ ସୁଖିଲା ରହିବା ସହିତ ଆଗାମୀ ଦିନରେ ଏହି ପରି ଏକ ଘୃର୍ଣ୍ଣୁଂବଳୟ ସୃଷ୍ଟି ହେବା ନେଇ ସ୍ପଷ୍ଟିକରଣ କରିଛି ପାଣିପାଗ ବିଭାଗ ।

ତେବେ ଏହି ବାତ୍ୟା ବଙ୍ଗୋପସଗର ରେ ସୃଷ୍ଟି ହେଉଥିବା ବେଳେ ଓଡିଶା ଉପକୂଳ ଛୁଇଁବ କି ନାହିଁ ସେହିନେଇ ପାଣିପାଗ ବିଭାଗ ପକ୍ଷ ରୁ କୈଣସି ବି ସ୍ପଷ୍ଟ କରାଜାଇ ନାହିଁ । ଏଠାରେ ଆମେ ଆପଣ ମାନଙ୍କୁ ସ୍ପଷ୍ଟ ଭାବେ କହୁଛି କି ପ୍ରତ୍ୟୋକ ବର୍ଷ ଅକ୍ଟୋବର ମାସରେ ବାତ୍ୟା ସୃଷ୍ଟି ହେବା ନେଇ ଆଶଂକା ସୃଷ୍ଟି ହେଉଥିବା ବେଳେ 1999 ରୁ ଏମିତି ଅନେକ ବତ୍ୟା ଆସିସାରିଛି । ତେବେ ଏହି ବାତ୍ୟା କେତେ ପ୍ରଭାବ ଶାଳୀ ତାହା ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ