ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ପୁଣି ହସିବେ ଉଠିକି ଅଭିନୟ କରିବେ l

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଜିବନ ମୃ-ତ୍ୟୁ ସହିତ ସଂଘରଷ କରୁଛନ୍ତି । ତେବେ ପୁଣି ହସିବେ ଓଡିଆ ଅଭିନେତା ପିଣ୍ଟୁ । ଜାହାକୁ ନେଇ ଆସିଛି ଖୁସୀ ଖବର । ଓଡିଆ ଫିଲ୍ମ ଜଗତ ର ସୁପରିଚିତ କଳାକାର ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ବସ୍ଥା ଗୁରୁତ୍ୱର ରହିଛି । ତାଙ୍କୁ ଦୁଇ ଦିନ ତଳେ ଭୁବନେଶ୍ୱର ର ଏକ ଘୋରଇ ହସ୍ପିଟାଲ ରେ ଚିକିତ୍ସା କରାଯାଉଛି । ହଠାତ କିଛି ଦିନ ହେଲା ସେ ଗୋଟିଏ ଘୋରଇ ହସ୍ପିଟାଲ ରେ ଟ୍ରିଟ ମେଣ୍ଟ ହୋଇ ଆସିଥିଲେ । ହେଲେ ଆଜି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ରହିଛି ।

ହଁ ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ଆଉ ସେ ପଟେ ଅର୍ଥ ସାଜିଛି ବାଧକ । ସେପଟେ ଚିକିତ୍ସା ଅଭାବ ରୁ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ ଅଟେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆ ରେ କେମ୍ପେନିଂ ବି ହେଉଥିବାର ଦେଖିବା ପାଇଁ ମିଳିଛି ।

pintu 3

ତେବେ ବନ୍ଧୁଗଣ ଆପଣ ମାନେ ବି ଜାଣିଥିବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ବହୁତ ବର୍ଷରୁ ଓଲିଉଡ ରେ ସକ୍ରିୟ ରହିଛନ୍ତି । ଦର୍ଶକ ମାନେ ପିଣ୍ଟୁ ନନ୍ଦ ଙ୍କୁ କେତେ ବେଳେ ଖଳନାୟକ ତ ଆଉ କେତେ ବେଳେ ସହ ନାୟକ ପୁଣି କେତେ ବେଳେ କମେଡିଆନ ଚରିତ୍ର ରେ ଦେଖିଛନ୍ତି ସେହିଥି ମଧ୍ୟରୁ ତାଙ୍କର ଅଭିନିତ ଆଲବମ ଏବଂ ଏ ଗୈରା ତାଙ୍କୁ ପ୍ରାରମ୍ଭିକ ସମୟ ରେ ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା ।

ତେବେ ବର୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ରହିଛି । ଆଉ ତାହା ସହିତ ଜାହା ଜଣା ପଡିଛି କି ପିଣ୍ଟୁ ଙ୍କର ପେଟ ରେ ଚର୍ବି ଜମା ହୋଇଯିବ କାରଣରୁ ଓ ମଦ ଯୋଗୁଁ ମଧ୍ୟ ଏହିଭଳି କିଛି ଘଟଣା ଘଟିଛି ।

ଆଉ ଜାହା ଫଳରେ ପିଣ୍ଟୁ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରୁ ତାଙ୍କର ଚିକିତ୍ସା ପାଇଁ ଦିଲ୍ଲୀ କୁ ମଧ୍ୟ ସ୍ଥାନାନ୍ତରଣ କରାଯାଇଛି । ତାହା ସହିତ କୁହାଯାଉଛି କି ତାଙ୍କର ଚିକିତ୍ସା ପାଇଁ 50 ଲକ୍ଷ ରୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇ ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *