ଓଡ଼ିଆ ଅଭିନେତା ମିହିରି ଦାସଙ୍କ ସାନ ପୁଅର ମୃ-ତ୍ୟୁରେ ମୁଖାଗ୍ନି ଦେଲେ ଆମ୍ଳାନ l

Amlan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରୀ ପାଇଁ ଆସିଛି ବଡ ଦୁଖଃଦ ଖବର । ଗତ ବର୍ଷ ଦିବଙ୍ଗତ ଅଭିନେତା ମୀହିର ଦାସ ଙ୍କ ପରଲୋକ ଘଟିଥିଲା । ଏହା ମଧ୍ୟରେ ମୀହିର ଦାସ ଙ୍କ ପରିବାର କୁ ମାଡି ଆସିଛି ଆଉ ଏକ ବଡ ଦୁଖଃଦ ଖବର । ମୀହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ଙ୍କ ପରଲୋକ ଘଟିଛି ।

ଲିଭର ଜନିତ ସମସ୍ୟା କାରଣ ରୁ ସେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ । ଗତ କାଲି ରାତିରେ ଚିକିତ୍ସା ଧୀନ ଅବସ୍ଥା ରେ ଅକ୍ଲାନ୍ତ ଙ୍କ ପରଲୋକ ଘଟିଥିବାର ଦେଖିବା ପାଇଁ ମିଳିଛି । ମୀହିର ଦାସ ଙ୍କ ପରିବାର ରେ ଦୁଖଃର ଲହରୀ ଖେଳିଜାଇଛି । ଅକ୍ଲାନ୍ତ ଙ୍କ ଅଚାନକ ମୃ-ତ୍ୟୁ ତାଙ୍କ ପରିବାର ପାଇଁ ଆଣି ଦେଇଛି ଦାରୁଣ ଦୁଖଃ ।

son

ମୀହିର ଦାସ ଙ୍କ ବଡ ପୁଅ ଓଡିଆ ଫିଲ୍ମ ଜଗତ ରେ ଜଣେ ଆଗ ଧାଡିର ଅଭିନେତା । ତେବେ ସାନ ଭାଇ ଙ୍କୁ ହରେଇ ସଂମ୍ପର୍ଣ୍ଣ ଭାଙ୍ଗି ପଡିଛନ୍ତି ଅମ୍ଲାନ । କଟକ ର ସତି ଚୈରା ରେ ସାନ ଭାଇ ର ଅନ୍ତିମ ସଂସ୍କାର କରାଜାଇ ଥିବା ଜଣା ପଡିଛି ତେବେ ସାନ ଭାଇ ର ଅନ୍ତିମ ସଂସ୍କାର ରେ ଅମ୍ଲାନ ମୂଖାଗ୍ନୀ ଦେଇଛନ୍ତି । 1996 ମସିହା ଅଗଷ୍ଟ 18 ରେ ଜନ୍ମ ଗ୍ରହଣ କରିଥିବା ଅକ୍ଲାନ୍ତ କଟକ ସ୍ଥିତ DAV ସ୍କୁଲ ରୁ ପାଠ ପଢା ସାରିଥିଲେ ।

ତେବେ ମିହିର ଦାସ ଙ୍କ ପୁଅ ଅକ୍ଲାନ୍ତ ବାପା ମିହିର ଦାସ ଙ୍କ ଅତି ନିକଟ ତର ଥିଲେ 2021 ରେ ମୀହିର ଦାସ ଙ୍କ ମୃତ୍ୟୁ ପରେ ତାଙ୍କର ସାନ ପୁଅ ସଂମ୍ପର୍ଣ୍ଣ ଭାଙ୍ଗି ପଡିଥିଲେ । ବୃକକ ଜନିତ ସମସ୍ୟା ଯୋଗୁଁ ସେ ଚିକିତ୍ସା ଧୀନ ଥିଲେ । ତେବେ ଗତ କାଲି ରାତିରେ ଚିକିତ୍ସା ଧୀନ ଅବସ୍ଥାରେ ଅକ୍ଲାନ୍ତ ଙ୍କ ମୃ-ତ୍ୟୁ ଘଟିଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ