
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶ୍ରୀ ମନ୍ଦିର ରୁ ଖସିଲା ପଥର ତେବେ ଶ୍ରୀ ମନ୍ଦିର ର ଚର୍ଚ୍ଚା ଘରୁ ଖସିଛି ପଥର କେବେ ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁପଥର ଖସିଥିବାର ସୂଚନା ମିଳିିଛି । ତେବେ ଗତ କାଲି ସଂନ୍ଧ୍ୟା ସମୟ ରେ ଜେଟିପି ବାହାର ପାର୍ଶ୍ୱରୁ ଗୋଟିଏ ଛୋଟ ପଥର ଖସିଥିଲା ଏହିନେଇ ଏସ୍ ଆଇ ଙ୍କୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଜାଇ ଥିଲା ।
ତେବେ ପଥରଟି ର ଓଜନ କେତେ ପରିମାଣ ରେ ହେବେ ସେହି ବିଷୟ ରେ ଏ ଏସ ଆଇ ଙ୍କ ପକ୍ଷରୁ କୈଣସି ବି ସୂଚନା ଦିଆଜାଇ ନାହିଁ । ତେବେ ଏହି ପଥରଟିର ଓଜନ ପାଖା ପାଖି 2 ରୁ 3 କିଲୋ ହେବ ବୋଲି ଅନୁମାନ କରାଜାଉ ଥିବା ବେଳେ ଏ ଏସ ଆଇ ଅଧିକାରୀ ଙ୍କ କହିବା ଅନୁସାରେ ଗତ କାଲି ଯେଉଁ ସ୍ଥାନରେ ପଥର ଖସିଥିଲା ସେହି ସ୍ଥାନରେ ବହୁତ ମାଙ୍କଡ ଡିଆଁ ଡେଇଁ କରନ୍ତି । ସେହି କାରଣ ରୁ ଏହି ପଥର ଖସି ଥାଇ ପାରେ ବୋଲି ସଂନ୍ଧେହ କରାଜାଉଛି ।
ହେଲେ ବର୍ତମାନ ସମୟ ରେ ବି ପ୍ରକୃତ କାରଣ ଜଣା ପଡିନାହିଁ । ତେବେ ଅଗଷ୍ଟ ମାସରେ ଶ୍ରୀ ମନ୍ଦିର ର ଗର୍ଭ ଗୃହରୁ ପ୍ରାୟ 1.5 କିଲୋଗ୍ରାମ ଓଜନ ର କେମିକାଲ ଯୁକ୍ତ ପ୍ଲାଷ୍ଟର ଖସିଥିବା ବେଳେ ତେବେ ଏହି ପ୍ଲାଷ୍ଟର ଟିକୁ ଶ୍ରୀ ବଡ ଠାକୁର ଶ୍ରୀ ବଳଭଦ୍ର ପଛପଟ ପରିକ୍ରମା ରୁ ଠାବ କରାଜାଇ ଥିଲା । ତେବେ ଏହି ପ୍ଲାଷ୍ଟର ଖସିବା ପରେ ସଂମ୍ପର୍ଣ୍ଣ ଗୁଣ୍ଡ ହୋଇଜାଇ ଥିବା ବେଳେ ହେଲେ ତାହା ବର୍ତମାନ ସମୟ ରେ ମରାମତି କାର୍ଯ୍ୟ ହୋଇନାହିଁ ।
ତେବେ ବର୍ତମା ନ ସମୟ ରେ ପୁଣି ଥରେ ଶ୍ରୀ ମନ୍ଦିର ରୁ ପଥର ଖସିବା ପରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଏହି ନେଇ ସେବାୟତ ମହଲ ରେ ମଧ୍ୟ ଅସୋନ୍ତୋଷ ପ୍ରକାଶ ପାଇଛି ତେବେ ଶ୍ରୀ ମନ୍ଦିର ରୁ ପଥର ଖସିବା ଏହାକୁ କେହି କେହି ଏକ ଅଘଟଣ ବୋଲି କହୁଥିବାର ଦେଖିବା ପାଇଁ ମିଳିଛି ।
ତେବେ ଏହା କଣ ପ୍ରଭୁ ଜଗନ୍ନାଥ ଙ୍କର କୈଣସି ଏକ ସଂଙ୍କେତ ଅଟେ କି କିଛି ବିପଦ ଆସିଛି ଜାହାକୁ ସଂଙ୍କେତ କରି ମନ୍ଦିର ରୁ ପ୍ରଭୁଙ୍କ ଚର୍ଚ୍ଚା ଘରୁ ପଥର ଖସିଛି ବୋଲି କୁହାଯାଉଛି ତେବେ ଆପଣ ମାନଙ୍କ ମତରେ ପ୍ରଭୁ ଙ୍କର ଏହା ଏକ ସଂଙ୍କେତ କି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।