😭ହେ ପ୍ରଭୁ ନମିତା ଅଗ୍ରୱାଲ୍ ସହ ଜଙ୍ଗଲରେ ଘଟିଲା ଏମିତି ଏକ ସାଙ୍ଘାତିକ ଘଟଣା…

Namitha Agarwal

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏମିତି କ’ଣ ଘଟିଥିଲା ଯେଉଁଥିପାଇଁ ତାଙ୍କ ପାଖକୁ ପୋଲିସ ଫୋର୍ସ ପହଞ୍ଚଥିଲେ । ଆପଣମାନେ ନମିତା ଅଗ୍ରୱାଲଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଯିଏକି ଅନେକ ସାରା ଗୀତରେ କଣ୍ଠଦାନ କରି ବେଶ୍ ପପୁଲାର୍ ହୋଇପାରିଛନ୍ତି । ଆଉ ଆପଣମାନେ ମଧ୍ୟ ତାଙ୍କର ପ୍ରତ୍ୟେକ ଟି ଗୀତକୁ ନିଶ୍ଚିତ ଭାବରେ ଏଞ୍ଜୟ କରିଥିବେ । ସେ ଭଜନ ହେଉ କିମ୍ବା ଆଲବମ୍ ହେଉ । ସବୁଥିରେ ପାରଙ୍ଗମ ନମିତା ଅଗ୍ରୱାଲ । ଯେଉଁଥିପାଇଁ ଶ୍ରତାମାନେ ତାଙ୍କୁ ଶୁଣିବା ପାଇଁ ବହୁତ ପସନ୍ଦ କରନ୍ତି ।

ତେବେ ଏହି କଣ୍ଠଶିଳ୍ପୀ ଜଣକ ପିକନିକ୍ କରିବା ପାଇଁ ତାଙ୍କ ଫ୍ୟାମିଲି ସହ ପାହାଡିଆ ଜଙ୍ଗଲକୁ ଯାଇଥିଲେ । ଏମିତି ରାସ୍ତାରେ କ’ଣ ଘଟିଲା ଯେଉଁଥିପାଇଁ ଆପଣ ମାନଙ୍କ ପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ପୋଲିସଙ୍କ ର ସାହାର୍ଯ୍ୟ ଲୋଡିଥିଲେ । ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

Namita

ପ୍ରକୃତରେ ସେଦିନ ନମିତା ଅଗ୍ରୱାଲ ତାଙ୍କ ସ୍ୱାମୀଙ୍କ ସହ ପିକନିକ୍ କରିବା ପାଇଁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲ ପାହାଡରେ ପିକନିକ୍ କରୁଥୁବା ସମୟରେ ତାଙ୍କ ପାଖରେ ଜନ ଗହଳି ଦେଖିବାକୁ ମିଳୁଥିଲା । ନମିତା ଅଗ୍ରୱାଲ ତାଙ୍କ ସ୍ୱାମୀ ସୀତାରାମ ଅଗ୍ରୱାଲଙ୍କ ସହ ପିକନିକ୍ କରୁଥିଲେ । ନୂଆ ନୂଆ ଜାଗା ବୁଲି ବୁଲି ଦେଖୁଛନ୍ତି ତାଙ୍କ ସହିତ ଖୁବ୍ ମଜାମସ୍ତି କରୁଛନ୍ତି । ତାଙ୍କ ସହିତ ତାଙ୍କ ପରିବାର ର ଅନ୍ୟ ସଦସ୍ୟ ମାନେ ଅଛନ୍ତି ।

ନମିତା ଅଗ୍ରୱାଲଙ୍କୁ ଦେଖି ଫ୍ୟାନ୍ସ ମାନେ ତାଙ୍କ ପାଖକୁ ଯାଇଥିଲେ । ତାଙ୍କ ପାଖରେ ଜନ ଗହଳି ଦେଖିବାକୁ ମିଳୁଥିଲା । ଯେଉଁଥି ପାଇଁ ନମିତା ଅଗ୍ରୱାଲଙ୍କୁ ସୁରକ୍ଷା ଦବା ପାଇଁ ପୋଲିସ ଫୋର୍ସ ତାଙ୍କ ନିକଟକୁ ପହଞ୍ଚି ଯାଇଥିଲା । ନମିତା ଅଗ୍ରୱାଲଙ୍କୁ ଓ ତାଙ୍କ ଫ୍ୟାମିଲିଙ୍କୁ ପୋଲିସ ସୁରକ୍ଷା ଦେଇଥିଲା । ଏହାପରେ ପିକନିକ୍ ସାରି ତାଙ୍କ ପରିବାର ଲୋକଙ୍କ ସହିତ ନମିତା ଅଗ୍ରୱାଲ ଘରକୁ ଫେରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ