ହେ ପ୍ରଭୁ ପିଣ୍ଟୁନନ୍ଦଙ୍କ ବିଷୟରେ ଆସିଲା ବଡ ଦୁଃଖ ଖବର ।

Pintu

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଯାହା ଏକ ବଡ ଦୁଖଃ ଦାୟକ ଖବର ଆସି ପହଁଚିଛି । ଓଲିଉଡ ଇଣ୍ଡଷ୍ଟ୍ରୀ ର ବରିଷ୍ଟ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହୋଇ ପଡିଛି । ହଠାତ କିଛି ଦିନ ହେଲା ସେ ଗୋଚିଏ ଘୋରଇ ହସ୍ପିଟାଲ ରେ ଟ୍ରିଟ ମେଣ୍ଟ ହୋଇ ଆସିଥିଲେ । ହେଲେ ଆଜି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ରହିଛି ।

ହଁ ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ନେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି । ଆଉ ସେ ପଟେ ଅର୍ଥ ସାଜିଛି ବାଧକ । ସେପଟେ ଚିକିତ୍ସା ଅଭାବ ରୁ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ପାଖା ପାଖି ଅଧ କୋଟି ଟଙ୍କା ଆବଶ୍ୟକ ଅଟେ । ଜାହା ପିଣ୍ଟୁ ନନ୍ଦ ଙ୍କ ସାମର୍ଥ୍ୟ ବାହାରେ ଏବଂ ଏପଟେ ଚିକିତ୍ସା ପାଇଁ ସୋସିଆଲ ମିଡିଆ ରେ କେମ୍ପେନିଂ ବି ଆରମ୍ଭ ହୋଇଛି ।

Pintu

ପିଣ୍ଟୁ ନନ୍ଦ ଭୁବନେଶ୍ୱର ରୁ ଦିଲ୍ଲୀ ଜାଇ ଚିକିତ୍ସିତ ହେବେ । ଦୃତ ଆରୋଗ୍ୟ କାମନା କରିବା ସହିତ ତାଙ୍କୁ ସହାୟତା ର ହାତ ବଢାନ୍ତୁ ବୋଲି ବର୍ତମାନ ସୋସିଆଲ ମିଡିଆ ରେ ଘୂରି ବୁଲୁଛି । ଏ ମୋବାଇଲ ରୁ ସେ ମୋବାଇଲ ଆଉ ଏତିକି ବେଳେ ପିଣ୍ଟୁ ନନ୍ଦ ଙ୍କୁ ଆର୍ଥିକ ସହାୟତା ର ହାତ ବଢାଇଛନ୍ତି ସହ ହୃଦୟ ବ୍ୟକ୍ତି ମାନେ ଆପଣ ମାନଙ୍କୁ କହି ଦେବୁ ଯେ ଏହି ନିକଟ ଅତିତ ରେ ରୁଦ୍ରାଣି ଫିଲ୍ମ ରେ ନଜର ଆସିଥିଲେ ଝିଲ୍ଲୀକ ଙ୍କ ସହିତ । ଆଉ ଏହା ପରେ ଜି ସାର୍ଥକ ର ଦିଦି ନମସ୍କାର ସିରିଏର ରେ ବି ନଜର ଆସିଥିଲେ ।

ଆଉ ଏତିକି ବେଳେ ପିଣ୍ଟୁ ନନ୍ଦ ଙଘକ ସ୍ୱାସ୍ୟ ଅବସ୍ଥା ଅଧିକ ଗୁରୁତ୍ୱର ହେଉଛି ସେତେ ବେଳେ ପିଣ୍ଟୁ ନନ୍ଦ ଙ୍କ ଫେନ୍ସ ମାନଙ୍କୁ ଗଭୀର ଆଘାତ ଲାଗୁଛି । ଏହି ସବୁ ମଧ୍ୟରେ ପିଣ୍ଟୁ ନନ୍ଦ କେମିତି ସୁସ୍ଥ ହୋଇ କଳା ଜଗତ କୁ ଫେରିବେ ତାହା ହିଁ ସମସ୍ତଙ୍କର ଇଚ୍ଛା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *