ହେ ପ୍ରଭୁ ମାଡି ଆସୁଛି ଭୟଙ୍କର ବନ୍ୟା, ଜଲଦି ଦେଖନ୍ତୁ କେଉଁ ଜିଲ୍ଲାକୁ କେତେ ବିପଦ

banya

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ଆସନ୍ତା 2 ରୁ 3 ଦିନ ପର୍ଯ୍ୟନ୍ତ ରାଜ୍ୟ ରେ ଲାଗି ରହିବ ପ୍ରବଳ ବର୍ଷା ଏ ନେଇ ସୂଚନା ଦେଲେ ପାଣି ପାଗ ବିଭାଗ । ଏହି ସବୁ ଜିଲ୍ଲା କୁ ରହିଲା ସତର୍କ ସୂଚନା । ତେବେ ଆପଣ ଙ୍କ ଅଞ୍ଚଳ ରେ ବନ୍ୟାର ପରିସ୍ଥିତି କିପରି ରହିଛି ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ତେବେ 24 ତାରିଖ ପାଇଂ 3ଟି ଜିଲ୍ଲା ବାଲେଶ୍ୱର , କେଉଁଝର , ମୟୂରଭଞ୍ଜ କୁ ପ୍ରବଳ ବର୍ଷା ନେଇ ୱେଲୋ ୱାର୍ଣ୍ଣଙ୍ଗ ଜାରି କରାଯାଇଥିବା ବେଳେ 25 ରେ ଗଜପତି , ଗଞାମ , ଢେଙ୍କାନାଳ , ଅନୁଗୁଳ ରେ ହାଲୁକା ରୁ ମଧ୍ୟମ ଧରଣ ବର୍ଷା ର ସମ୍ଭାବନା ।

rain

ରାଜ୍ୟ ରେ 25 ତାରିଖ ଯାଏଁ ବର୍ଷା ଲାଗି ରହିବ । ଆସନ୍ତା କାଲି ଉପକୂଳ ଓଡିଶା ଓ କେଉଁଝର , ମୟୂରଭଞ , ଢେଙ୍କାନାଳ ଏବଂ କନ୍ଧମାଳ ରେ ସ୍ୱଳ୍ପ ପରିମାଣ ରେ ବର୍ଷା ଲାଗି ରହିବ । ଆଜି ରାତି ସୁଧା ବର୍ଷା ର ପରିମାଣ ଅଧିକ ବଢିବ ବୋଲି ମଧ୍ୟ ଆଶଙ୍କା ରହିଛି । ତେବେ ଏହି 24 ତାରିଖ ପାଇଁ ପ୍ରବଳ ବର୍ଷା ଯୋଗୁଁ କେଉଁଝର , ମୟୂରଭଞ୍ଜ , ବାଲେଶ୍ୱର କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଉପକୂଳ ଜିଲ୍ଲା ରେ ଘଡଘଡି ଓ ବଜ୍ରପାତ ର ଆଶଙ୍କା ରହିଛି ଏ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ତେବେ 24 ରୁ 25 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରିଣ ଜିଲ୍ଲା ରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହେବ । ତେବେ ସେହି ଜିଲ୍ଲା ଗୁଡିକ ହେଉଛି ଗଜପତି , ଗଞ୍ଜାମ , ଢେଙ୍କାନାଳ , ଅନୁଗୁଳ , କନ୍ଧମାଳ , ବୌଦ୍ଧ , ସୋନପୁର , ବଳାଙ୍ଗିର , କଳାହାଣ୍ଡି , ରାୟଗଡା , କୋରାପୁଟ , ନୂଆପଡା , ନବରଙ୍ଗପୁର , ମାଲକାନଗିରି ଏ ସମସ୍ତ ଜିଲ୍ଲା ଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

rain 1

ସେପଟେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ରେ ବନ୍ୟା ପରିସ୍ଥିତି ସାଙ୍ଘାତିକ ଏଠାକାର 12 ଟି ପଞ୍ଚାୟତ ରେ 45 ଟି ଗ୍ରାମ ପ୍ରଭାବିତ ହୋଇଛି ଏହା ଫଳରେ ପ୍ରାୟ 40000 ଲୋକ ଜଳ ବନ୍ଦି ଅବସ୍ଥା ରେ ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *