ଏବେ ପ୍ରେମୀ ଯୁଗଳଙ୍କ ପାଇଁ ପାଲଟିଛି ଲଭର୍ସ ପଏଣ୍ଟ ଐତିହାସିକ ଫାଟକ ଷ୍ଟେସନ ବନ୍ଦ। ସଂନ୍ଧ୍ୟା ହେଉଛି ଏମିତି କାଣ୍ଡ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଐତିହାସିକ ଫାଟକ ଷ୍ଟେସନ ବର୍ତମାନ ସମୟ ରେ ଲଭର୍ସ ପୟେଣ୍ଟ ପାଲଟିଥିବାର ଜଣା ପଡିଛି । ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଏହି ଷ୍ଟେସନ ଟି ସମ୍ବଲପୁର ଠାରେ ଅବସ୍ଥିତ ଅଟେ । ତେବେ ସେମିତି ରେ ଏହି ଷ୍ଟେସନ କୁ ବର୍ତମାନ ସମୟ ରେ ଗୋଟିଏ ପ୍ରକାରର ବନ୍ଦ କରାଜାଇ ଥିବା ବେଳେ ବର୍ତମାନ ସମୟ ରେ ଷ୍ଟେସନ ରେ ସେମିତି ଭାବେ ଷ୍ଟେସନ ରହଣୀ ଗହଣୀ ହେଉ ନଥିବା ବେଳେ ବୈଶହିକ ସମସ୍ୟା ଦେଖେଇ ଏବେ ଏହି ଷ୍ଟେସନ କୁ ସଂମ୍ପର୍ଣ୍ଣ ଭାବେ ବନ୍ଦ କରାଜାଇଛି ।

ତେବେ ସେଠାରେ ସ୍ଥିତି ଅସହାୟ ହୋଇ ପଡିଥିବାରୁ ସମ୍ବଲପୁର ରୋଳ ଷ୍ଟେସନ ରେ ଏବେ ପ୍ରେମ ବିକଳିଆ ଙ୍କ ଭୀଡ ଜମୁଥିବାର ଦେଖିବା ପାଇଁ ମିଳିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ସଂନ୍ଧ୍ୟା ହେଲେ ଏଠାରେ ମାଳ ମାଳ ପ୍ରେମି ଯୁଗଳ ମାନେ ଷ୍ଟେସନ ବ୍ରେଞ୍ଚ କୁ ଅଗତିଆର କରି ନେଉଛନ୍ତି । ସେହି ପରି ଷ୍ଟେସନ ଫୁଡ୍ ଅଫର ବ୍ରିଜ୍ ର ପାହାଚରେ ମଧ୍ୟ ପ୍ରେମି ଯୁଗଳ ଙ୍କୁ ବହୁତ ସମୟ ରେ ବସୁଥିବାର ଦେଖିବା ପାଇଁ ମିଳୁଛି ।

Station

ତେବେ ସେମିତି ରେ ପାଖା ପାଖି ରେ କୈଣସି ପାର୍କ ଆଦି ନଥିବାରୁ ଏହି ଷ୍ଟେସନ ଟି ପ୍ରେମିକ ପ୍ରେମିକା ମାନଙ୍କ ପାଇଁ ଏକୁଟିଆ ମିଳୁଥିବାରୁ ସେମାନେ ଏଠାରେ ଭିଡ ଜମାଉଛନ୍ତି । ତେବେ ବନ୍ଧୁଗଣ ଗତ କାଲି ଏହିଠାରେ ପ୍ରେମି ଯୁଗଳ ମାନେ ଏକାଠି ବସିଥିବା ବେଳେ ସେମାନେ ଅସଞୀତ ଅବସ୍ଥା ରେ ବସିଥିବାର ସ୍ଥାନିୟ ଲୋକ ମାନେ ଦେଖିବା ପାଇଁ ପାଇଥିଲେ ।

କିଛି ମହିଳା ମାନେ ଉକ୍ତ ବ୍ରେଞ୍ଚ ପାଖରେ ପହଁଚି ପ୍ରେମି ଯୁଗଳ ଙ୍କୁ ଧରିବା ସହିତ ଉତ୍ତର ମଧ୍ୟମ ଦେଇ ଛାଡି ଦେଇଥିଲେ । ଏମିତି ରେ ଏଠାରେ ପ୍ରେମ ପାଇଁ ସେମିତି କିଛି ସ୍ଥାନ ନଥିବାରୁ ପ୍ରେମ ବିକଳିଆ ମାନେ ଅନ୍ୟ କୈଣସି ସ୍ଥାନକୁ ଯିବା ପାଇଁ ସ୍ଥାନ ପାଉନାହାଁନ୍ତି । ଜାହା ଫଳ ରେ ଏମିତି ସବୁ ଘଟଣା ମାନ ଘଟୁଥିବାର ଦେଖିବା ପାଇଁ ମିଳିଛି ।

ସେହି ପରି ସେପଟେ ଷ୍ଟେସନ ଫାଟକ ବନ୍ଧ ହୋଇଥିବା ବେଳେ ସଞ୍ଜ ହେଲେ ଏଠାର ଅସଞ୍ଜତ ଲୋକ ମାନଙ୍କର ଭିଡ ଜମୁଛି । ତେବେ ଏଠାରେ କୈଣସି ବଡ ଧରଣ ର ଅଘଟଣ ହେବା କେବଳ ଅପେକ୍ଷା ରେ ରହିଛି ପୋଲିସ ବୋଲି ଜନସାଧାରଣ ମାନେ କହୁଥିବାର ଜଣାପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ