ଏବେ ବର୍ଷା ବଦଳରେ ଏହି ହିରୋଇନଙ୍କ ସହ କରିବେ ଅନୁଭବ ।

anubhav m

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଦେଶ ରେ ନୂଆ ହିରୋଇନ ଙ୍କ ସହିତ ରୋମାନ୍ସ କରୁଛନ୍ତି ଅନୁଭବ ମହାନ୍ତି । ଆଉ ସେଠାରେ ତାଙ୍କର ବାହାଘର ବି ମଧ୍ୟ ହୋଇଜାଇଛି । ଏହି ଭଳି ଫୋଟ ଏବଂ ଭିଡ଼ିଓ ଗୁଡିକ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଆପଣ ମାନେ ଅନୁଭବ ମହାନ୍ତି ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସୁଥିଲେ ।

ପ୍ରାୟ 150 ରୁ ଅଧିକ ଫିଲ୍ମ ରେ ସେ ଅଭିନୟ କରି ସାରିଥିବା ବେଳେ ନିଜର ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଛନ୍ତି । ହେଲେ ଅନୁଭବ ମହାନ୍ତି ପ୍ରଥମେ ଆଲବମ ଇଣ଼୍ଡଷ୍ଟ୍ରୀ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ସେ ପ୍ରାୟ ଏକ ସହର ରୁ ଅଧିକ ଆଲବମ ରେ ଅଭିନୟ କରିଛନ୍ତି । ଆଉ ଏହା ପରେ ତାଙ୍କୁ ଓଡିଆ ଫିଲ୍ମରେ ବା ଓଲିଉଡ ଇଣ୍ଡଷ୍ଟ୍ରୀରେ କାମ କରିବାର ସୁଯୋଗ ମିଳିଥିଲା । ଆଉ ତା ପର ଠାରୁ ସେ ପଛକୁ ଫେରି ଚାହିଁ ନାହାଁନ୍ତି ।

anubhav

ତେବେ ଗତ ଦିନ ମାନଙ୍କରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶନୀ ଙ୍କୁ ବିବାହ କରିଥିଲେ ଏବଂ ବିବାହ ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଛି ଏବଂ ଦୁହେଁ ଏବେ ପରସ୍ପର ଠାରୁ ଅଲଗା ହେବା ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି । ଏହାରି ମଧ୍ୟରେ ଅନୁଭବ ମହାନ୍ତି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଆଉ ଏକ ନୂଆ ହିରୋଇନ ଙ୍କ ସହିତ ଆଉ ଏହି ଖବର ଟି ସୋସିଆଲ ମିଡିଆ ରେ ନିଆଁ ପରି ବ୍ୟାପି ଜାଇ ଥିଲା । ଆଉ ଏହି ହିରୋଇନ ଙ୍କ ସହିତ ରୋମାନ୍ସ କରୁଥିବାର ବି ନଜର ଆସୁଛନ୍ତି ଅନୁଭବ ମହାନ୍ତି ।

ତେବେ ପ୍ରକୃତ ରେ ଅନୁଭବ ମହାନ୍ତି ଙ୍କ ଏକ ଫିଲ୍ମ ଆଗାମୀ ଦିନରେ ରିଲିଜ ହେବାକୁ ଯାଉଥିବା ବେଳେ ଜାହାର ନାମ ଲଭ ଇନ ଲଣ୍ଡନ ରହିଛି । ଆଉ ଏହି ଫିଲ୍ମ ର ସୁଟିଂ ରେ ବ୍ୟସ୍ତ ରହିଛନ୍ତି ଅନୁଭବ ମହାନ୍ତି ।

anubhav a

ନିଜର ରିଏଲ ଲାଇଫ ରେ ବହୁତ ସାରା ଫେମିଲି ପ୍ରବଲେମ୍ସ ରେ ରହୁଥିବା ଅନୁଭବ ଏବେ ରିଲ୍ ଲାଇଫ୍ ରେ ଏକ ନୂଆ ହିରୋଇନ ଙ୍କ ସହିତ ବହୁତ ସାରା ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁଭବ ମହାନ୍ତି କେମିତି ଲାଗନ୍ତି ନିଶ୍ଚିତ କମେଣ୍ଟ ମାଧ୍ୟମ ରେ ଜଣେଇ ଦିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *