କେବଳ ସିଗାରେଟରୁ ହିଁ ନୁହେଁ ଏହି ସବୁ ଜିନିଷରୁ ମଧ୍ୟ କ୍ୟାନ୍ସର ହୋଇପାରେ, ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ ।

Spread the love

ଯେକୌଣସି କାରଣରୁ କ୍ୟାନ୍ସର ହୋଇପାରେ କିନ୍ତୁ ଆପଣ ବୋଧେ ଜାଣିଥିବେ; ଏହି ସବୁ ଜିନିଷ ଖାଇଲେ ମଧ୍ୟ କ୍ୟାନ୍ସର ହୋଇପାରେ, ତେଣୁ ଏହା ଆପଣ ନିଶ୍ଚିତ ଜାଣିବା ଦରକାର ।

ପ୍ରାୟତଃ ଆପଣ ଶୁଣିଥିବେ ଯେ, ଧୂମ୍ରପାନ କଲେ କ୍ୟାନ୍ସର ହେବାର ବିପଦ ଥାଏ । ଏହା ଉପରେ ଅବଧି ଲାଗାଇବା ପାଇଁ ଲୋକଙ୍କୁ ଜାଗ୍ରତ କରଯାଏ । ସିଗାରେଟ, ଗୁଟୁଖା ଓ ତମାଖୁ ଉପରେ ମଧ୍ୟ ଲେଖାଯାଏ କି, “ଧୂମ୍ରପାନ କଲେ କ୍ୟାନ୍ସର ହୋଇପାରେ” କିନ୍ତୁ ତଥାପି ଲୋକ ସିଗାରେଟ ପିଇବାରୁ ବଞ୍ଚିତ ହୁଅନ୍ତି ନାହିଁ ଏବଂ ନିଜ ଜୀବନ ସହ ଲଢେ଼ଇ କରି ଶେଷରେ ନିଜ ପରିବାରକୁ ଛାଡି ଚାଲିଯାନ୍ତି । ବେଳେବେଳେ କ୍ୟାନସର ହେବାର ବଡ଼ କାରଣ ଆମର ଖାଦ୍ୟପେୟ ହୋଇଥାଏ । ବିଶେଷଜ୍ଞଙ୍କ କହିବାନୁସାରେ ୧୦ ଜଣ କ୍ୟାନସର ରୋଗୀଙ୍କ ମଧ୍ୟରୁ ଜଣକୁ ଡାଇଟର କାରଣରୁ କ୍ୟାନସର ହୋଇଥାଏ । ତେଣୁ ସତର୍କ ରୁହନ୍ତୁ, ଖାଲି ସିଗାରେଟରୁ ହିଁ ନୁହେଁ ବରଂ ଏହି ସବୁରୁ ମଧ୍ୟ କ୍ୟାନସର ହୋଇଥାଏ । ତେଣୁ ଏ ସବୁ ବିଷୟରେ ଆପଣଙ୍କ ଜ୍ଞାନ ରହିବ ଆବଶ୍ୟକ ।

ଆଲକହଲ :

ଆଲକହଲ ଅଧିକ ବ୍ୟବହାର ଦ୍ୱାରା ଡାଇବେଟିସ, ମୋଟାପଣ ଏବଂ କ୍ୟାନସର ହୋଇଥାଏ । ଯେଉଁମାନେ ମଦ ପିଅନ୍ତି; ସେମାନଙ୍କ ଜିନ୍ ରେ ବଂଶାନୁଗତ କ୍ୟାନସର ଥାଏ । ମହିଳାମାନଙ୍କର ମଧ୍ୟ ଆଲକହଲର ଅଭ୍ୟାସ ରହିଥାଏ । ସେହି କାରଣରୁ ଶତକଡା ୩୦% ପ୍ରତିଶତ ମହିଳା ମାନଙ୍କ ଠାରେ ସ୍ତନ କ୍ୟାନସରର ମାତ୍ରା ବୃଦ୍ଧି ପାଇଥାଏ ।

ଲାଲ ମାଂସ :

ଲାଲ ମାଂସ ଖାଉଥିବା ବ୍ୟକ୍ତିଙ୍କ ଠାରେ ଧଳା ମାଂସ ଖାଉଥିବା ବ୍ୟକ୍ତିଙ୍କ ଅପେକ୍ଷା ଅଧିକ କ୍ୟାନସର ଦେଖାଯାଏ । ଲାଲ ମାଂସରେ ଲିନ୍-ଲିକ୍ ଏସିଡ୍ ଥାଏ, ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ବିପଦ ହୋଇଥାଏ । ଏହା ସ୍ତନ ଏବଂ ଅନ୍ତ କ୍ୟାନସର ବିପଦ ବଢାଇଥାଏ ଏବଂ ଏଥିରେ ଏହା ଶିକ୍ଷା ଦିଆଯାଏ ଯେ ସପ୍ତାହକୁ ୩୦୦ ଗ୍ରାମରୁ ଅଧିକ ଲାଲ ମାଂସ ଖାଇବା ଅନୁଚିତ ।

ଚିନି :

ଅଧିକା ଚିନି ଖାଇବା ଶରୀର ପାଇଁ ଭଲ ଅହିତକର । ମୋଟା ଏବଂ ଡାଇବେଟିସ ହେବାର ମୁଖ୍ୟ କାରଣ ଚିନି ଅଟେ । କିନ୍ତୁ ଏହା ଠାରୁ ମଧ୍ୟ ବଡ଼ କାରଣ ଚିନି ଦ୍ୱାରା କ୍ୟାନ୍ସର ହୋଇଥାଏ । ଚିନିରେ ଥିବା କେମିକାଲ ମୁଣ୍ଡବିନ୍ଧା, ସ୍ମରଣ ଶକ୍ତି କମିବ, ହଠାତ ମୁଣ୍ଡ ବୁଲେଇବା ଓ କ୍ୟାନସର ଯେମିତି ରୋଗର କାରଣ ହୋଇଥାଏ । ଏହା ଦ୍ଵାରା ବ୍ରେନ ଟ୍ୟୁମର ହେବାର ମଧ୍ୟ ସମ୍ଭାବନା ଥାଏ ।

ମଇଦା :

ମଇଦା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ଅଟେ । କାରଣ ଏଥିରେ ବହୁତ ମାତ୍ରାରେ ସେଚୁରଟେଡ୍ ଫ୍ୟାଟ୍ ଥାଏ । ସେଚୁରଟେଡ୍ ଫ୍ୟାଟ୍ ରେ ଅଧିକ କେମିକାଲ ଓ କ୍ଲୋରିନ ଗ୍ୟାସ ଥାଏ । ଯାହା କ୍ୟାନ୍ସର ହେବାର କାରଣ ହୋଇଥାଏ ଓ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଯଦି କାହାକୁ କ୍ୟାନ୍ସର ଲକ୍ଷଣ ଦେଖାଯାଏ, ତେବେ ସେ ଏହି ଖାଦ୍ୟ ପଦାର୍ଥ ମାନଙ୍କ ଠାରୁ ଦୂରରେ ରହିବା ଦରକାର ।

ମାଇକ୍ରୋୱେବରେ ପ୍ରସ୍ତୁତ ହେଉଥିବା ପୋପକର୍ଣ୍ଣ :

ଯଦି ଆପଣ ମଧ୍ୟ ମାଇକ୍ରୋୱେବରେ ପୋପକର୍ଣ୍ଣ ତିଆରି କରୁଛନ୍ତି; ତେବେ ସାବଧାନ ହୋଇଯାଅନ୍ତୁ । ନଚେତ କ୍ୟାନ୍ସର ହେବାର ଆଶଙ୍କା ହୋଇପାରେ । ଓଭନରେ ପୋପକର୍ଣ୍ଣ ତିଆରି କଲା ବେଳେ ସେଥିରେ କିଛି କେମିକାଲ ପକାଯାଏ, ଯାହା ଶରୀର ପାଇଁ ବହୁତ କ୍ଷତିକାରକ ଅଟେ । ଏହା ଖାଇବା ଦ୍ୱାରା କିଡନୀ, ମୂତ୍ରାଶୟ, ଲିଭର୍ ଓ ଅନ୍ତକୋଷରେ କ୍ୟାନ୍ସର ହେବାର ସମ୍ଭାବନା ବଢ଼ିଯାଇଥାଏ । ଜଣେ ବିଶେଷସଜ୍ଞଙ୍କ ଅନୁସାରେ ମାଇକ୍ରୋୱେବରେ ପ୍ରସ୍ତୁତ ହେଉଥିବା ପୋପକର୍ଣ୍ଣ ବ୍ୟବହାର କରିବା ଫଳରେ ଖପୁରିରେ କ୍ୟାନ୍ସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

ଡୋନଟସ :

କ୍ୟାନ୍ସର ହେବାର ବଡ଼ କାରଣ ଡୋନଟସ ମଧ୍ୟ ହୋଇପାରେ । ଡୋନଟସ ମଇଦା, ଚିନି ଓ ହାଇଡ୍ରଜେନେଟେଡ଼ ଓ ତେଲରେ ତିଆରି ହୋଇଥାଏ । ସେଥିରେ ଚିନିର ପରିମାଣ ଅଧିକ ଥିବାରୁ ଶରୀରରେ ଇନ୍ସୁଲିନର ମାତ୍ରା ବୃଦ୍ଧି ହୋଇ କ୍ୟାନ୍ସରର କୋଷଗୁଡିକ ବଢ଼ିବାରେ ସହାୟକ ହୋଇଥାଏ । ଯାହାଫଳରେ ଅଗ୍ନାଶୟରେ କ୍ୟାନ୍ସର ହୋଇପାରେ ।

ଗରମ ମାଂସ ଓ ସସ :

ଗରମ ମାଂସ ଓ ସସରେ ବହୁତ ମାତ୍ରାରେ ଲୁଣ ଏବଂ କେମିକାଲ ଥାଏ । ସେଥିରେ ସୋଡିୟମ ନାଇଟ୍ରେଟ ସ୍ମକ୍ଟୋଡ଼ ଥାଏ । ଏହା ଦ୍ୱାରା କ୍ୟାନ୍ସର ସୃଷ୍ଟି ହୋଇଥାଏ । ଜଣେ ବିଶେଷସଜ୍ଞଙ୍କ କହିବା ଅନୁସାରେ, ସାଧାରଣ ଲୋକଙ୍କ ତୁଳନାରେ ଏହାକୁ ନିୟମିତ ଖାଉଥିବା ଲୋକଙ୍କ ମଧ୍ୟରୁ ୪୩% ଲୋକଙ୍କ ମୃତ୍ୟୁ ହୋଇଥାଏ ।