ଫୁଟବଲ ପଡିଆରେ ଡ୍ରେସ ଖୋଲିବେ ନୋରା – ବଡ ଖବର

Nora Fatehi

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଫିଫାରେ ଚମକିବେ ନୋରା । ସାରା ବିଶ୍ୱ ଦେଖିବ ନୋରାଙ୍କ ଜଲୱା । ଏକମାତ୍ର ବାରତୀୟ ଭାବେ କରିବେ ଲାଇଭ ପ୍ରଦର୍ଶନ । ଏକମାତ୍ର ଭାରତୀୟ ଭାବେ ଫିଫା ବିଶ୍ୱକପ୍ ରେ ଚମକିବେ ନୋରା । ନୋରା ଙ୍କ ଡ୍ୟାନ୍ସ ର ଡଲୱା ଦେଖିବ ଏବେ ପୁରା ବିଶ୍ୱ ।

ଭାରତରେ ଏକ ଜଣା ଶୁଣା ଚେହେରା ହେଉଛି ନୋରା ଫତେଇ ସେ ଦେଖିବା କୁ ଯେତିକି ସୁନ୍ଦର ତାଙ୍କର ନୃତ୍ୟ ମଧ୍ୟ ସେତିକି ଆକର୍ଷଣୀୟ । ନୋରା ଅଭିନୟ ଓ ନୃତ୍ୟ ରେ ନିଜର ପ୍ରତିଭା ପ୍ରଦର୍ସନ କରିସାରିଛନ୍ତି ବର୍ତ୍ତମାନ ସେ ନିଜର ଯାଦୁ ଏବେ ସାରା ବିଶ୍ୱ କୁ ଦେଖାଇବାକୁ ଯାଉଛନ୍ତି । ସାକିରା ଓ ଜେନିଫୋର ଙ୍କ ଭଳି ଅନ୍ତର୍ଜାତିୟ କ୍ଷ୍ୟାତି ସମ୍ପନ କଳାକାର ଙ୍କ ପାଖରେ ପହଞ୍ଚି ଫିଫା ବିଶ୍ୱକପ 2022 ରେ ନୃତ୍ୟ ପ୍ରଦର୍ଶନ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଓ ନୃତ୍ୟାଙ୍ଗନା ନୋରା ଫତେଇ ।

Nora Fatehi

କେବଳ ସେତିକି ନୁହେଁ ବିଶ୍ୱ ପ୍ରସିଦ୍ଧ ରାପୋର୍ ନିକିମିନା ଙ୍କ ସହ ଫିଫା ଆଲମ୍ବ ସଙ୍ଗୀତ ରେ ନୋରା ଙ୍କୁ ସ୍ଥାନ ମିଳିଥିବା ନେଇ ଏବେ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଗତ ଅକ୍ଟୋବର 7 ରେ ୟୁଟ୍ୟବ ରେ ମୁକ୍ତି ଲାଭ କରିଥିଲା ଲାଇଟ ସ୍କାଇ ରେ ନୋରା ଙ୍କୁ ଦେଖିବାକୁ ମିଳିଥିଲା ଏହା ହେଉଛି ଫିଫା ବିଶ୍ୱକପ୍ ର 2022 ର ଲାଇଟ ସ୍କାଇ ର ଆନୁଷ୍ଟାନିକ ଆଲମ୍ବର ଅଂଶ ବିଶେଷ ।

ଉଲ୍ଲେଖ ଯୋଗ୍ୟ ଯେ ଲାଇଟ ସ୍କାଇ ଗୀତ ଟିକୁ ରେଡ ୱାନ ନାମିନି କଳାକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ଯିଏ ଅତିତ ରେ ସକିରା ଙ୍କ ସହ ୱାକାବା ଉଲାଲା ଗୀତ ର ସଂଯୋଜନା କରିଥିଲେ । ଆଉ ମାତ୍ର ଦୁଇ ସପ୍ତାହ ରୁ କମ୍ ସମୟ ପରେ କତାର ରେ ଫୁଟବଲ ର ଏହି ପ୍ରତିଯୋଗିତା ଆରମ୍ଭ ହେବ ।

Nora

ଆସନ୍ତା 20 ତାରିଖ ରେ ଅଲ ଖୋର୍ଡ ସ୍ଥିତ ଅୱବେଦ ଷ୍ଟାଡିୟମ ରେ ଏକ ଫତ୍ସବ ପରେ ମ୍ୟାଚ୍ଚ ଆରମ୍ଭ ହେବ । ଫିଫା ବିଶ୍ୱ କପ୍ ର ଏହି ଉଦ୍ଦଘାଟନୀ ଉତ୍ସବ ରେ ନୋରା ଏକ ମାତ୍ର ଭାରତୀୟ ଭାବେ ଆମ ଦେଶକୁ ପ୍ରତିନିଧି କରିବେ ଏବଂ ଲାଇଭ ନୃତ୍ୟ ଗୀତ ପ୍ରଦର୍ସନ କରିବେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ