ଫୁଟବଲ ପଡିଆରେ ଡ୍ରେସ ଖୋଲିବେ ନୋରା – ବଡ ଖବର

Nora Fatehi

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଫିଫାରେ ଚମକିବେ ନୋରା । ସାରା ବିଶ୍ୱ ଦେଖିବ ନୋରାଙ୍କ ଜଲୱା । ଏକମାତ୍ର ବାରତୀୟ ଭାବେ କରିବେ ଲାଇଭ ପ୍ରଦର୍ଶନ । ଏକମାତ୍ର ଭାରତୀୟ ଭାବେ ଫିଫା ବିଶ୍ୱକପ୍ ରେ ଚମକିବେ ନୋରା । ନୋରା ଙ୍କ ଡ୍ୟାନ୍ସ ର ଡଲୱା ଦେଖିବ ଏବେ ପୁରା ବିଶ୍ୱ ।

ଭାରତରେ ଏକ ଜଣା ଶୁଣା ଚେହେରା ହେଉଛି ନୋରା ଫତେଇ ସେ ଦେଖିବା କୁ ଯେତିକି ସୁନ୍ଦର ତାଙ୍କର ନୃତ୍ୟ ମଧ୍ୟ ସେତିକି ଆକର୍ଷଣୀୟ । ନୋରା ଅଭିନୟ ଓ ନୃତ୍ୟ ରେ ନିଜର ପ୍ରତିଭା ପ୍ରଦର୍ସନ କରିସାରିଛନ୍ତି ବର୍ତ୍ତମାନ ସେ ନିଜର ଯାଦୁ ଏବେ ସାରା ବିଶ୍ୱ କୁ ଦେଖାଇବାକୁ ଯାଉଛନ୍ତି । ସାକିରା ଓ ଜେନିଫୋର ଙ୍କ ଭଳି ଅନ୍ତର୍ଜାତିୟ କ୍ଷ୍ୟାତି ସମ୍ପନ କଳାକାର ଙ୍କ ପାଖରେ ପହଞ୍ଚି ଫିଫା ବିଶ୍ୱକପ 2022 ରେ ନୃତ୍ୟ ପ୍ରଦର୍ଶନ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଓ ନୃତ୍ୟାଙ୍ଗନା ନୋରା ଫତେଇ ।

Nora Fatehi

କେବଳ ସେତିକି ନୁହେଁ ବିଶ୍ୱ ପ୍ରସିଦ୍ଧ ରାପୋର୍ ନିକିମିନା ଙ୍କ ସହ ଫିଫା ଆଲମ୍ବ ସଙ୍ଗୀତ ରେ ନୋରା ଙ୍କୁ ସ୍ଥାନ ମିଳିଥିବା ନେଇ ଏବେ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଗତ ଅକ୍ଟୋବର 7 ରେ ୟୁଟ୍ୟବ ରେ ମୁକ୍ତି ଲାଭ କରିଥିଲା ଲାଇଟ ସ୍କାଇ ରେ ନୋରା ଙ୍କୁ ଦେଖିବାକୁ ମିଳିଥିଲା ଏହା ହେଉଛି ଫିଫା ବିଶ୍ୱକପ୍ ର 2022 ର ଲାଇଟ ସ୍କାଇ ର ଆନୁଷ୍ଟାନିକ ଆଲମ୍ବର ଅଂଶ ବିଶେଷ ।

ଉଲ୍ଲେଖ ଯୋଗ୍ୟ ଯେ ଲାଇଟ ସ୍କାଇ ଗୀତ ଟିକୁ ରେଡ ୱାନ ନାମିନି କଳାକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ଯିଏ ଅତିତ ରେ ସକିରା ଙ୍କ ସହ ୱାକାବା ଉଲାଲା ଗୀତ ର ସଂଯୋଜନା କରିଥିଲେ । ଆଉ ମାତ୍ର ଦୁଇ ସପ୍ତାହ ରୁ କମ୍ ସମୟ ପରେ କତାର ରେ ଫୁଟବଲ ର ଏହି ପ୍ରତିଯୋଗିତା ଆରମ୍ଭ ହେବ ।

Nora

ଆସନ୍ତା 20 ତାରିଖ ରେ ଅଲ ଖୋର୍ଡ ସ୍ଥିତ ଅୱବେଦ ଷ୍ଟାଡିୟମ ରେ ଏକ ଫତ୍ସବ ପରେ ମ୍ୟାଚ୍ଚ ଆରମ୍ଭ ହେବ । ଫିଫା ବିଶ୍ୱ କପ୍ ର ଏହି ଉଦ୍ଦଘାଟନୀ ଉତ୍ସବ ରେ ନୋରା ଏକ ମାତ୍ର ଭାରତୀୟ ଭାବେ ଆମ ଦେଶକୁ ପ୍ରତିନିଧି କରିବେ ଏବଂ ଲାଇଭ ନୃତ୍ୟ ଗୀତ ପ୍ରଦର୍ସନ କରିବେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *