କାଳି ଥିଲି ବୋଲି କେହି ପଚାରୁ ନଥିଲେ , ମୁମ୍ବାଇ ଗଲି ଗୋରୀ ହୋଇ ଆସିଲି..ଏବେ ଲମ୍ବା ଲାଇନ

archana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳୀ ଅର୍ଚ୍ଚନାକୁ ପଚାରେ କିଏ । କିଏ ବା କାହିଁକି ପଚାରିବ ଏ ସାବନୀ ରଙ୍ଗର ଝିଅକୁ । ସେଥିପାଇଁ ଭାରି ମନଉଣା କରନ୍ତି ଅର୍ଚ୍ଚନା । ଅର୍ଚ୍ଚନା କୁଆଡେ ସୁନ୍ଦର ହେବା ପାଇଁ ବହୁତ ଚେଷ୍ଟା କରୁଥିଲେ । ଦଶମରେ ପଢୁଥିବା ବେଳେ ଘରୁ ରାଗିକି ପଳାଇ ଆସିଥିଲେ । ନିଜ ଗୋଡରେ ଛିଡା ହେବା ପାଇଁ ଏକ ବିୟୁଟି ପାର୍ଲରେ କାମ କରୁଥିଲେ । ଆଉ ବିୟୁଟି ପାର୍ଲରକୁ ଆସୁଥିବା ଗୋରା ରଙ୍ଗର ଲୋକଙ୍କୁ ଦେଖି ନିଜେ ଧଳା ହବା ପାଇଁ ଭାରି ଚେ଼ଷ୍ଟା କରୁଥିଲେ । କିନ୍ତୁ ଏଥିପାଇଁ ପ୍ରବଳ ପଇସା ଦରକାର । ଆଉ ସେ ପାଇଁ ପଇସା ବା ଆଣିବେ କଉଁଠୁ ।

archan 1

ଲାଗିପାଟି ଏକ ପ୍ରଯୋଜକ କୁ ପଟାଇଲେ । ଆଉ ତାହା ସହ ମୁମ୍ବାଇ ଗଲେ । ଲେଜର ଚିକିତ୍ସା କଲେ । ଔଷଧ ଖାଇ ଗୋରୀ ହୋଇ ଓଡିଶା ଆସିଲେ । ଆଉ ଓଡିଶା ମାର୍କେଟ ରେ ଫିଟିଗଲା ତାଙ୍କ ଡିମାଣ୍ଡ । ଆଉ ଯେଉଁ ଅଫିସରେ ମାଲିକ ମାନେ ଦିନେ କାମ ଦଉନଥିଲେ ସେହି ଅଫିସର ମାଲିକମାନେ ତାଙ୍କ ଘରେ ଲାଇନ୍ ଦେଲେ । କାରଣ ଅର୍ଚ୍ଚନା ଆଉ କାଳୀ ହୋଇ ନଥିଲେ । ଗୋରୀ ହୋଇ ଯାଇଥିଲେ । ଅର୍ଚ୍ଚନା ଏକୁଟିଆ ନଥିଲେ ରାଣୀ ମହୁମାଛି ପାଲଟି ଯାଇଥିଲେ ।

ଅନେକ ଯୁବତୀଙ୍କୁ ନେଇ ସେ-କ୍ସ ରାକେଡ ଚଳାଉଥିଲେ । ଆଉ ଛୋଟ ମୋଟିଆ ସେ-କ୍ସ ରାକେଡ ନୁହଁ ମୋ ବଡ ବଡିଆ ସେ-କ୍ସ ରାକେଡ । ଯେଉଁଠି ବଡବଡ ବିଲଡର, ବଡ ବଡ ନେତା , ବଡ ବଡ ଅଫିସର, ବଡ ବଡ ପଦାଧିକାରୀ ମାନେ ଆସୁଥିଲେ । ସବୁକିଛି ବଡ ଥିଲା । ଆଉ ସବୁ ବଡ ବାବୁ ମାନେ ରାତିକୁ ରଙ୍ଗୀନ୍ କରିବାକୁ ଆସୁଥିଲେ । ଏଠି ମଦ ମିଳୁଥିଲା ଦେ-ହ ସୁଖ ବି ମିଳୁଥିଲା ।

archan

ଆଉ ରାତିକୁ ରଙ୍ଗୀନ୍ କରି ମୋଟା ଅଙ୍କର ଟଙ୍କା ଅର୍ଚ୍ଚନାଙ୍କ ହାତରେ ଧରାଇଦେଇ ବାହୁଡି ଯାଉଥିଲେ । ଆଉ ସେହି ମିଛ ଟଙ୍କାରେ ଗୋଟି ଗୋଟି ଇଟା ଯୋଡି ହୋଇ ତିଆରି ହେଲା ମିଛ ସାମ ରାଜ୍ୟ । ପାପର ସାମ ରାଜ୍ୟ । ଯେଉଁଠି ନୀତି ରାତି ପାହିଲେ ସିନେମା ସୋଟିଙ୍ଗ ହେଉଥିଲା । ଘର ଭଡାରେ ଯାଉଥିଲା ।

ଆଉ ରାତି ହେଲେ ସେହି ଘରେ ଦେ-ହ ଜୀବି ମାନଙ୍କର ସୁଅ ଛୋଟୁଥିଲା । ବଡବଡ ଗାଡି ଆସି ଲାଗୁଥିଲା । ବଡ ବଡ ନେତା ବଡ ବଡ ମନ୍ତ୍ରୀ ଆସି ସେଠାରେ ଦେ-ହ ସୁଖ ନେଇ ଯାଉଥିଲେ । ଆଉ ସେବେଠୁ ଅର୍ଚ୍ଚନା ବୁଝିଗଲେ କାଳୀ ଅର୍ଚ୍ଚନାକୁ କିଏ ବା ପଚାରେ । ଗୋରୀ ହେଲି ବୋଲି ସିନା ଏତେ ଅମାପ ଅମାପ ସମ୍ପତ୍ତିର ମାଲିକାଣି ହୋଇପାରିଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ