ଆଜି ସନ୍ଧ୍ୟାରେ ଓଡ଼ିଆ ସିରିଏଲ ଅଭିନେତ୍ରୀ ଙ୍କ ମୃ-ତ୍ୟୁ |

8943

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର ଏହି ଦେଶ ହେଲା କଳା ସଂସ୍କୃତି ର ଦେଶ ଏହି ଦେଶରେ କଳାକାର ମାନେ ବହୁତ ପରିମାଣ ରେ ଭରି ରହିଛନ୍ତି । ଏବଂ କଳାକାର ମାନଙ୍କ ଏମିତି ଅଚାନକ ମୃ-ତ୍ୟୁ ସବୁଠି ଶୋକର ଲହରୀ ଖେଳେଇ ଦେଇଥାଏ । ଏବଂ ସେମିତି ଗୋଟିଏ ଦୁଖଃ ଦାୟକ ଖବର ଚଳଚିତ୍ର ଜଗତ ରେ ଆପଣ ମାନଙ୍କ ପାଇଁ ଆସି ପହଁଚି ଜାଇଛି । ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ତାଙ୍କର ଏମିତି ମୃ-ତ୍ୟୁରେ ସବୁଠୁ ଶୋକର ଲହରୀ ଖେଳିଜାଇଛି । ଚଳଚିତ୍ର ଅଭିନେତା ଏବଂ ଅଭିନେତ୍ରୀ ମାନେ ଏହି ନେଇ ବହୁତ ଦୁଖଃ ପ୍ରକାଶ କରିଛନ୍ତି । ଏମିତି କି ତାଙ୍କର ଶେଷ ଦର୍ଶନ ରେ ତାଙ୍କ ନିକଟରେ ପହଁଚିଛନ୍ତି ଏବଂ ତାଙ୍କୁ ଶ୍ରଦ୍ଧାଞଳୀ ଦେଇଛନ୍ତି । ମାତ୍ର 38 ବର୍ଷ ବୟସ ରେ ସେ ଦୁନିଆଁ କୁ ଅଲବିଦା କହି ଚାଲିଜାଇଛନ୍ତି । ତେବେ ହଠାତ ତାଙ୍କର ଏମିତି କଣ ଘଟିଲା ଅଚାନକ କଣ ପାଇଁ ସେ ସମସ୍ତ ଙ୍କୁ ଛାଡି ଆରପାରି କୁ ଚାଲିଗଲେ । ଅଚାନକ ଏମିତି ମୃ-ତ୍ୟୁ ପଛରେ କଣ ରହିଛି ପ୍ରକୃତ କାରଣ । ସବୁକିଛି ଆପଣ ମାନେ ଏଠାରେ ପଢିବା ପାଇଁ ପାଇବେ ।

Andrea

ତେବେ ଦର୍ଶକ ବନ୍ଧୁଗଣ ଆପଣ ମାନେ କଳାକାର ମାନଙ୍କ କଳାକୁ ଦେଖିବା ପାଇଁ ବହୁତ ପରିମାଣ ରେ ପସନ୍ଦ କରନ୍ତି । ସେ କଣ୍ଠ ଶୀଳ୍ପି ହୁଅନ୍ତୁ କିମ୍ବା ଅଭିନେତା ଅଭିନେତ୍ରୀ । ସମସ୍ତ ଙ୍କ ଅଭିନୟ କୁ ସମସ୍ତେ ଦେଖିବା ପାଇଁ ବହୁତ ପରିମାଣ ରେ ପସନ୍ଦ କରିଥାନ୍ତି । ତାଙ୍କର ପର୍ସିନାଲ ଲାଇଫ ବିଷୟ ରେ ଜାଣିବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି । ହେଲେ ସେ ଆଉ ଆମ ଗହଣ ରେ ନାହାଁନ୍ତି ଅଚାନକ ତାଙ୍କର ମୃ-ତ୍ୟୁ ଘଟିଛି ।

ରିପୋର୍ଟ ଅନୁସାରେ ଡାକ୍ତରଖାନା ରେ ଚିକିତ୍ସା ଧୀନ ଅବସ୍ତାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ICU ରେ ଭେଣ୍ଟିଲେଟର ରେ ଦିର୍ଘଦିନ ଧରି ଭର୍ତ୍ତି ହୋଇରହିଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିଲା 12 ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିବା ବେଳେ ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୁନିଆଁ କୁ ଅଲବିଦା କହି ସେ ଆରପାରି କୁ ଚାଲିଜାଇଛନ୍ତି ।

Andrea Sharma

ତେବେ ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହୁଛୁ ସେ ହେଲେ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ଆଣ୍ଡ୍ରିଆ ଶର୍ମା । ସେ ନିଜର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଥିବା ବେଳେ ନିକଟ ରେ ତାଙ୍କର ସୁସ୍ତ କାମନା ପାଇଁ ଅର୍ମାନ ମଲ୍ଲୀକ ବି ମେସେଜ୍ କରିଥିବାବେଳେ ହେଲେ ସେ କ୍ୟାନସର ରେ ଆକ୍ରାନ୍ତ ରହିଥିବା ବେଳେ ବର୍ତମାନ ସମୟ ରେ ତାଙ୍କର ପୋରଲୋକ ହୋଇଛି । ଜାହା ପାଇଁ ସାରା ଅଭିନୟ ଜଗତ ଭାଙ୍ଗି ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *