ମୋତେ ଯେତେ କଷ୍ଟ ହେଉ ମୁଁ ନାଚିବି ,ଆଉ ସୁକାନ୍ତଙ୍କ ପରିବାରକୁ ପୋଷିବି :ରାଣୀ ପଣ୍ଡା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ବିବାଦିୟ ଅଭିନେତ୍ରୀ ରାନୀପଣ୍ଡା , ମୁଁ ରାତି ରାତି କଷ୍ଟ କଲେ ପେଣ୍ଡେଲ ଉପରେ ନାଚିଲେ ହିଁ ମୁଁ ସୁକାନ୍ତର ପରିବାକୁ ପୋଷି ପାରିବି । ଯଦି ମୁଁ ଖଟିବିନି , ନାଚିବିନି ତେବେ ମୁଁ ଦେଇଥିବା ପ୍ରତିଶୃତି କୁ କେମିତି ପୂରଣ କରି ପାରିବି । କାହିଁକି ସୁକାନ୍ତର ଏକାଦଶ କୁ ଗଲେନି ବୋଲି ଏତେ ଆଲୋଚନା । ମୁଁ ଯଦି ସେହି ରାତିରେ ସୁକାନ୍ତଙ୍କ ପରିବାର ପାଖକୁ ଜାଇଥାନ୍ତି । ତେବେ ମୁଁ କେବେବି 500 ଲୋକଙ୍କ ପାଇଁ ଅଭଡା କେବେବି ପଠେଇ ପାରି ନଥାନ୍ତି ।

କାରଣ ମୁଁ ସୁକାନ୍ତ ପରିବାର ପାଖକୁ ଜାଇଥିଲେ ମୋ ଯାତ୍ରା ମିସ୍ ହୋଇଜାଇଥାନ୍ତା । ଆଉ ଯାତ୍ରା ମିସ୍ ହୋଇଥିଲେ ମତେ ଟଙ୍କା ମିଳିନଥାନ୍ତା । ଆଉ ଟଙ୍କା ମିଳିନଥିଲେ ମୁଁ ସୁକାନ୍ତ ଙ୍କ ପରିବାର କଥା କେମିତି ବା ବୁଝି ପାରନ୍ତି । ଏମିତି କିଛି ମନର କଥାକୁ କହିଛନ୍ତି ଅଭିନେତ୍ରୀ ରାନୀପଣ୍ଡା । ଏକାଦଶ କାର୍ଯ୍ୟରେ ସିଧା ସଳଖ ପୁରୀରୁ ଆସି 500 ଶହ ଲୋକଙ୍କ ପାଇଁ ପହଁଚିଥିଲା ଅଭଡା ।

rani 1

ହେଲେ ରାନୀପଣ୍ଡା କିନ୍ତୁ ସେଠାକୁ ଜାଇ ନଥିବା ବେଳେ ଯେଉଁଥି ପାଇଁ ଅନେକ ଲୋକ ଅନେକ କଥା କହିଥିଲେ । ରାନୀଙ୍କ ମନରେ ଗର୍ବ ହୋଇଜାଇଛି ସେ କେବଳ ଅଭଡାକୁ ପଠେଇ ନାଁ ନେବାକୁ ଚାହୁଁଛନ୍ତି । ରାନୀ ବହୁତ ଗର୍ବି ଏମିତି କିଛି ଆଲୋଚନା ହୋଇଥିଲା ସେହି ଏକାଦଶ ଦିନ ରାତିରେ ଆଉ ପରେ ରାନୀ ନିଜେ ସୋସିଆଲ ମଡିଆ ରେ ଆସି କହିଥିଲେ ସେ କଣ ପାଇଁ ଏକାଦଶରେ ଆସି ପାରି ନଥିଲେ ।

ତେବେ ଯଦି ଦେଖିବା ଗତ ମାସ 26 ତାରିଖରେ ଆଠଗଡ ଅଞ୍ଚଳରେ ରାନୀଙ୍କ ଗାଡିରେ ସୁକାନ୍ତଙ୍କ ବାଇକ୍ ଦୂର୍ଘଟଣା ହୋଇ ସୁକାନ୍ତଙ୍କ ମୃ-ତ୍ୟୁ ହୋଇଥିଲା । ଯାହା ପରେ ରାନୀ ପ୍ରତିଶୃତି ଦେଇଥିଲେ ଯେ ସେ ସୁକାନ୍ତଙ୍କ ପରିବାର କୁ ପୋଷିବେ ବୋଲି । ଏହାପରେ ସେ ରାତି ରାତି ନଥକି ଯାତ୍ରା ପେଣ୍ଡେଲ ରେ ନିଜର କର୍ମ କରିଚାଲିଛନ୍ତି । ଏହି କର୍ମରୁ ଜାହା ଟଙ୍କା ଆସିବ ସେହିଥିରେ ପଢିବେ ସୁକାନ୍ତ ଙ୍କ ଝିଅ ଏବଂ ପୁଅ ବୋଲି କହିଛନ୍ତି ରାନୀପଣ୍ଡା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ