ନିଶାକୁ ବାରଣ ରିୟାଙ୍କୁ ନିମନ୍ତ୍ରଣ I ଲଭ ମାଷ୍ଟର ଗୀତାରେ ଦୁଲୁକିଲା ମଞ୍ଚ,ଝୁମିଲେ ଦର୍ଶକ

nisha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ମଞ୍ଚରୁ ବିଦାୟ ନେଲେ ନିଶା ମହାରଣା ସେହି ମଞ୍ଚ ଉପର କୁ ଉଠିଲେ ଓଡିଆ ଅଭିନେତ୍ରୀ ରିଆ ଦେ । ଯେଉଁ ମଞ୍ଚରେ ନିସା ମହାରଣା କୁ ନାଚିବାକୁ ମନା କରାଗଲା ସେହି ମଞ୍ଚରେ ଜଲ୍ୱା ଦେଖେଇଲେ ରିଆ ଦେ । ଅତିଥି କଳାକାର ଆସନ୍ତୁ ଦର୍ଶକ ବି ଖୁସୀ ହୁଅନ୍ତୁ । ତେବେ ଆଉ ଯାତ୍ରା ମଞ୍ଚ ଉପରେ ଆଉ ଅଶ୍ଲୀଳତା କୁ ପ୍ରସୟ ଦିଆଯିବ ନାହିଁ ବୋଲି କହି ମଞ୍ଚ ଉପର କୁ ମନା କରାଜାଇ ଥିଲା ।

ହଁ ବନ୍ଧୁଗଣ କାଲି ରାତି ରେ ରାଜଧାନୀ ଅପେରା ର ମଞ୍ଚ ଉପରେ ଯଲ୍ବା ଦେଖେଇ ଥାନ୍ତେ ନିଶା ମହାରଣା ମଞ୍ଚ ଉପରେ ପାଳି ପଡିଥାନ୍ତା ଏବଂ ଟିପି ଟିପି ବର୍ଷା ପାଣି ରେ ଜଲ୍ବା ଦେଖେଇ ଥାନ୍ତେ ନିଶା ମହାରଣା । ହେଲେ ଏହା ପୂର୍ବରୁ ବିବାଦ ଉପୁଜିଲା । କେନ୍ଦ୍ରାପଡା ବଲ୍କ ପଟାମୁଣ୍ଡେଇ ବ୍ଲକ୍ ବଳ ଗୁଡ ବସନ୍ତ ପଡିଆ ରେ ଯାତ୍ରା ଚାଲି ଥିବା ବେଳେ ନିଶା ଙ୍କୁ ନେଇ ବିବାଦ ଉପୁଜିଲା ମଞ୍ଚ ଉପର କୁ ଯଦି ନିଶା ଉଠିବେ ତେବେ ଉଠିବେ ନାହିଁ ମଞ୍ଚ ଉପର କୁ କମେଡିଆଲ ଦୟା ଙ୍କ ସହିତ ସେମାନଙ୍କ ସାଥି କଳାକାର ମାନେ ଯାହାକୁ ନେଇ ପ୍ରବଳ ବିରୋଧ କରାଗଲା ।

riya

ଶେଷକୁ ଯେତେ ବେଳେ ଯାତ୍ରା ହେଲା ଠିକ୍ ସେତିକି ବେଳେ ମଞ୍ଚ ଉପର କୁ ଉଠିଲେ ନାହିଁ ନିଶା ମହାରଣା । ଆଉ ଜଲ୍ଦା ଦେଖେଇଲେ ଓଡିଆ ଅଭିନେତ୍ରୀ ରିଆ ଦେ । ରିଆ ଦେ ବି ନାଚିଲେ ଆଉ ଗୀତ ଗାଇଲେ ହେଲେ ସେହିଥିରେ ନଥିଲା ଅଶ୍ଲୀଳତା ସେହିଥି ପାଇଁ ତ ତାଙ୍କୁ ମିଳିଲା ସୁଯୋଗ ଆଉ ଜଣଙ୍କୁ କରାଗଲା ବିଦା । ଶେଷରେ ଯାତ୍ରା ହେଲା ଆଉ ଯାତ୍ରା ବି ସୁରୁଖୁର ରେ ସରିଲା ।

ତେବେ ଆପଣ ମାନଙ୍କୁ ଏଠାରେ କହି ରଖିବାକୁ ଚାହିଁବୁ ଯଦି ନିଶା ଯାତ୍ରା ମଞ୍ଚ ଉପର କୁ ଉଠନ୍ତି ତେବେ ଯାତ୍ରା ହେବନି ବୋଲି ସାଥି କଳାକାର ମାନେ ସିଧା ମନା କରି ଦେଇଥିଲେ । ଆଉ ସେହିଥି ପାଇଁ ମଞ୍ଚ ଉପର କୁ ଉଠିବାକୁ ଦିଆଗଲା ନାହିଁ ନିଶା ମହାରଣା ଙ୍କୁ ।

ସେମାନେ ଅଭିଯୋଗ କରିଥିଲେ ନିଶା ଅଭିନୟ ନୁହେଁ କେବଳ ଅ-ଶ୍ଲୀ-ଳ ନୃତ୍ୟ କରି ଲୋକ ମାନଙ୍କୁ ମନୋରଂଞୀନ କରାଉଛନ୍ତି । ଅନ୍ୟ ପଟେ ନିଶା ମଧ୍ୟ ସାଥି କଳାକାର ମାନଙ୍କୁ ସୋସିଆଲ ମିଡିଆ ରେ କଡା ଭାଷା ରେ ଗାଳି ଗୁଳଜ କରିଛନ୍ତି । ସେହିଥି ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *