ନିଶା କହିଲେ ତୋ ଡ୍ୟାସରେ କେତେ ପାଣି |

nisha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତ ବହୁତ ଚର୍ଚ୍ଚିତ ନିଶା ମହାରଣା ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଏବେ ନିଶା ମହାରଣା ସୋସିଆଲ ମିଡିଆ ରେ ବହୁ ଚର୍ଚ୍ଚିତ ଚେହେରା ପାଲଟିଜାଇଛ । ତେବେ ସେ ନିଜର ଅ-ଶ୍ଲୀଳ ମନ୍ତବ୍ୟ ନିଜେ ଦେଇ ଆଜିର ଦିନ ରେ ଏତେ ପରିମାଣ ରେ ବିବାଦ କ୍ଷେତ୍ର ରେ ରହିଛନ୍ତି । ନିଜକୁ ନିଜେ ଓଡିଶା ର ସନିଲିୟନି ବୋଲି ପ୍ରମାଣିତ କରି ଆଜିର ଦିନରେ ଏତେ ପରିମାଣ ରେ ଚର୍ଚ୍ଚା ର ବିଷୟ ପାଲଟିଜାଇଛନ୍ତି ।

ଏହି ବିବାଦ ମଧ୍ୟରେ ଅନେକ ତାଙ୍କ ବିରୋଦ୍ଧ ରେ ଅଭିଯୋଗ ଆଣିଥିଲେ । ଏବଂ ପରେ ପରେ ଏହାର ପରବର୍ତି ସମୟ ରେ ନିଶା ମହାରଣା ନିଜେ ଏକ ଭଲ କାମ କରି ଲୋକ ମାନଙ୍କ ମନ କିଣିବାରେ ଚେଷ୍ଟା କରିଥିଲେ । ବନ୍ଧୁଗଣ ଏବେ ନିଶା ମହାରଣା ଏକ ଭିଡ଼ିଓ ବର୍ତମାନ ସମୟରେ ଭାଇରଲ ହେବାରେ ଲାଗିଛି ଯେଉଁଥିରେ । ସେ ନିଜର ଭିଡ଼ିଓ ରେ କହିଛନ୍ତି ଯେ ନିଶା ମହାରଣା ଙ୍କୁ ପଟିକୁଲାର ଜେଲେସ୍ କରୁଛୁ ତୁ । ତୋ ତେ ତୋ ବାପା ମାଆ ଏହି ସଂସ୍କାର ସିଖେଇଛନ୍ତି ତତେ ।

nisha

ଆମେ ମାନେ ଆମ ବାପା ମାଆ ଆମକୁ ସଂସ୍କାର ସିଖେଇ ନାହାଁନ୍ତି ହେଲେ ତୋର କୋଉ ଟେଲେଣ୍ଟ ଅଛି ତୁ ପରା କିଛି ଦିନ ଆଗରୁ କହୁଥିଲୁ ଟୋକା ମାନଙ୍କୁ ହ୍ରିଷ୍ଟ୍ରିଆ ରୋଗ ହୁଏ ବୋଲି । ତୋ ଘର ଲୋକ ତୋ ବାପା ମାଆ ତୋତେ ଏହି ସଂସ୍କାର ସିଖେଇଛନ୍ତି । ଲାଜ ଲାଗୁନି ଟିକେ ଏବେ ବେଲଜ୍ୟା କଥା ବାର୍ତ୍ତା କରୁଛୁ ଛି , ଥୁ । ଆମେ ନାଚି ପାରୁନୁ ଆମେ ଅଙ୍ଗ ପଦର୍ଶନ କରୁଛୁ ତୋ ହିମତ ଅଛି ଷ୍ଟେଜ୍ ଉପରେ ଗଲୁ ଛିଡା ହୋଇ ଆସିବୁ ଯା ତେବେ ମୁଁ ଜାଣିବି ତୋ ଡେସ୍ ରେ କେତେ ପାଣି ଅଛି ବୋଲି ।

ତୋର ତ ବର୍ଡି ନାହିଁ ତୁ ହାତୀ ଭଳି ହୋଇଛୁ । ତୁ ଡ୍ରେସ୍ ପିନ୍ଧିଲେ ତୋତେ କୋଉ ଶୋଭା ପାଇବ କି । ଆଉ ପଟିକୁଲାର ରି ନିଶା ମହାରଣା କୁ ଜେଲେସ୍ କରୁଛୁ ତୁ । ଏମିତି କିଛି କହିଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ