ନିଶା ପାଇଁ ସାନେଟରୀ ପ୍ୟାଡ୍ କୁ ସିଜାଇ ପିଅନ୍ତି ଏହି ଦେଶର ଯୁବକମାନେ । ଘଟଣାଟି ପଢି ଚକିତ ହୋଇଯିବେ ଆପଣ….

Spread the love

ସମୟ ସହ ତାଳ ଦେଇ ଦୁନିଆ ମଧ୍ୟ ବଦଳି ଚାଲିଛି । ଆଜିକାର ଦୁନିଆରେ ହୂକ୍କା, ଗଞ୍ଜେଇ, ସିଗାରେଟ, ମଦ, ଅଫିମ ସାଧାରଣ ହୋଇଗଲାଣି । ନିଶା ଜନିତ ପଦାର୍ଥ ପଛରେ ପଡି ଦୁନିଆର ଯୁବକ ଯୁବତୀମାନେ ପାଗଳ ହୋଇଗଲେଣି । କହିବାକୁ ଗଲେ ଯେଉଁ ଯୁବକ ଦାମୀ ନଶା କରୁଛି ସେ ନିଜକୁ ଦୁନିଆ ଠାରୁ ନିଜକୁ ଅଲଗା ମନେ କରୁଛିନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଅଧିକ ଦାମୀ ନିଶା ନେଇ ପାରୁନାହାନ୍ତି ଏଥିପାଇଁ ସେମାନେ କିଛି ନୂଆ ନୂଆ ପନ୍ଥା ଆପଣାଇବାରେ ଲାଗିଛନ୍ତି । ବର୍ତ୍ତମାନ ଇଣ୍ଡୋନେସିଆର ଯୁବକମାନେ ସାନେଟରୀ ପ୍ୟାଡ୍ କୁ ସିଜାଇ ତାହାର ପାଣି ପିଅନ୍ତି, ଯାହା ସେମାନଙ୍କୁ ଅଧିକ ନିଶା ଦେଉଛି । କହିବାକୁ ଗଲେ ଇଣ୍ଡୋନେସିଆର ଯୁବକମାନେ ସାନେଟରୀ ପ୍ୟାଡ୍ ର ନିଶା ନେଉଞ୍ଚନ୍ତି ।

ଏହି ନିଶା ଶରୀର ପାଇଁ ବେଶୀ କ୍ଷତିକାରକ ଅଟେ । କହିବାକୁ ଚାହୁଁଛୁ ଯେ, ଆମେ କୌଣସି ନିଶାର ସପକ୍ଷରେ ନାହୁଁ କିନ୍ତୁ ଖବର ମାଧ୍ୟମରେ ଆପଣଙ୍କୁ ସଚେତନ କରିବାକୁ ଚାହୁଁଛୁ ।

Google

ମିଡିଆ ରିପୋର୍ଟ ଅନୁସାରେ ଏହି ମାରାତ୍ମକ ଜୀବନହାନୀ ନିଶାକୁ ଗ୍ରହଣ କରିବା ପାଇଁ ଇଣ୍ଡୋନେସିଆର ଯୁବକମାନେ ପ୍ରଥମେ ସନେଟରି ପ୍ୟାଡ୍ କୁ ପାଣିରେ ସିଜାନ୍ତି ଏବଂ ପରେ ସେହି ପାଣିକୁ ସେମାନେ ପିଅନ୍ତି । ରିପୋର୍ଟ ଅନୁସାରେ, ଜଣେ ଯୁବକ କହିଛନ୍ତି ଯେତେବେଳେ ସେ ଏହି ନିଶା ଗ୍ରହଣ କରନ୍ତି ସେତେବେଳେ ସେ ପୁରା ଦୁନିଆକୁ ଭୁଲିଯାନ୍ତି ।

ଇଣ୍ଡୋନେସିଆର ଯୁବକ ଖୋଜି ବାହାର କରନ୍ତି ସନେଟରି ପ୍ୟାଡ୍ :

Google

ନ୍ୟାସନାଲ ଆକ୍ରୋଷ୍ଟିକ୍ ଏଜେନ୍ସିର ସିନିୟର କମାଣ୍ଡର ଗୋଟିଏ ନ୍ୟୁଜ୍ ଚ୍ଯାନେଲକୁ କହିଛନ୍ତି, ଇଣ୍ଡୋନେସିଆର ଯୁବକମାନେ ଇଣ୍ଡୋନେସିଆର ଯୁବକ ସନେଟରି ପ୍ୟାଡ୍ ବାଛି, ସେଗୁଡିକୁ ପାଣିରେ ସିଝାଇ ଥଣ୍ଡା କରି ପିଅନ୍ତି । କହିବାକୁ ଚାହୁଁଛୁ ସନେଟରୀ ପ୍ୟାଡ୍ ରେ ସୋଡିୟମ ପାଳିକ୍ରାଇଲେଟ୍ ର ପରିମାଣ ଅଧିକ ରହିଥାଏ । ଯାହା ଗୋଟେ ତରଳ ପଦାର୍ଥକୁ ଶୁଖାଇବାରେ ସାହାଯ୍ୟ କରିଥାଏ । ତାହାକୁ (ସୋଡିୟମ ପାଳିକ୍ରାଇଲେଟ୍) ପିଇବା ଦ୍ୱାରା ଯୁବକଙ୍କ ଶରୀରକୁ କ୍ଷତି ପହଞ୍ଚାଇ ଥାଏ ।

ନିଶାଗ୍ରସ୍ତ ହେବାର ଶସ୍ତା ଉପାୟ :

Google

ସ୍ଥାନୀୟ ରିପୋର୍ଟ ଅନୁସାରେ ଇଣ୍ଡୋନେସିଆନ ଚାଇଲଡ୍ ପ୍ରୋଟେକଶନ କମିସନ୍ (KPAI)ର ସଦସ୍ୟ Sitty Hikmawattyଙ୍କ କହିବା ଅନୁସାରେ ଏହା ଇଣ୍ଡୋନେସିଆର ଯୁବକଙ୍କ ପାଇଁ ଶସ୍ତା ନିଶା ଅଟେ ଯେଉଁମାନେ ମଦ ଆଉ ଡ୍ରଗ୍ସ କିଣି ପାରିନଥାନ୍ତି ।