ନିଶା ମହାରଣା ନୁହନ୍ତି ଝିଲି ମଲିକ ଦେଖନ୍ତୁ ସାମ୍ନାକୁ ଆସିଲା ନିଶା ଙ୍କ ପୁରା ଷ୍ଟୋରି…

Jhilli Malik

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତ ବହୁତ ଚର୍ଚ୍ଚିତ ନିଶା ମହାରଣା ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଏବେ ନିଶା ମହାରଣା ସୋସିଆଲ ମିଡିଆ ରେ ବହୁ ଚର୍ଚ୍ଚିତ ଚେହେରା ପାଲଟିଜାଇଛ । ତେବେ ସେ ନିଜର ଅ-ଶ୍ଲୀ-ଳ ମନ୍ତବ୍ୟ ନିଜେ ଦେଇ ଆଜିର ଦିନ ରେ ଏତେ ପରିମାଣ ରେ ବିବାଦ କ୍ଷେତ୍ର ରେ ରହିଛନ୍ତି । ନିଜକୁ ନିଜେ ଓଡିଶା ର ସନିଲିୟନି ବୋଲି ପ୍ରମାଣିତ କରି ଆଜିର ଦିନରେ ଏତେ ପରିମାଣ ରେ ଚର୍ଚ୍ଚା ର ବିଷୟ ପାଲଟିଜାଇଛନ୍ତି ।

ଏହି ବିବାଦ ମଧ୍ୟରେ ଅନେକ ତାଙ୍କ ବିରୋଦ୍ଧ ରେ ଅଭିଯୋଗ ଆଣିଥିଲେ । ଏବଂ ପରେ ପରେ ଏହାର ପରବର୍ତି ସମୟ ରେ ନିଶା ମହାରଣା ନିଜେ ଏକ ଭଲ କାମ କରି ଲୋକ ମାନଙ୍କ ମନ କିଣିବାରେ ଚେଷ୍ଟା କରିଥିଲେ । ତେବେ ନିଶା ମହାରଣା ଗୋଟିଏ ପରିବାର ର ଆର୍ଥିକ ଅନଟନ କୁ ଦେଖି ସାହାୟତା ମଧ୍ୟ କରିଥିଲେ । ଜାହା ପରେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଥିଲା । ଏହା ପରେ ନିଶା ମହାରଣା ଜଣେ କୋମଳ ହୃଦୟ ର ମଣିଷ ବୋଲି ଜଣା ପଡିଥିଲା ।

nisa

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ବାସ୍ତବିକ ଭାବେ ନିଶା ମହାରଣା ଙ୍କ ନାମ ନିଶା ମହାରଣା ନୁହେଁ । ବାସ୍ତବ ରେ ତାଙ୍କର ନାମ ହେଲା ଝିଲ୍ଲୀ ମଲ୍ଲୀକ , ହେଲେ ସେ ସୋସିଆଲ ମିଡିଆ ଏବଂ ଅନ୍ୟନ୍ନ ସ୍ଥାନରେ ନିଜକୁ ନିଶା ମହାରଣା ଭାବେ ପରିଚିତ କରେଇଛନ୍ତି । ତେବେ ବନ୍ଧୁଗଣ ନିଶା ମହାରଣା ଭାବେ ପରିଚିତ ଏହି ଅଭିନେତ୍ରୀ ଝିଲ୍ଲୀ ମଲ୍ଲୀକ ଏବେ ସୋସିଆଲ ମିଡିଆ ରେ ବହୁତ ପରିଚିତ ଅଟନ୍ତି ।

ବର୍ତମାନ ସମୟ ରେ ତାଙ୍କର ରିୟଲ ନାମକୁ ନେଇ ସେ ବହୁତ ପରିମାଣ ରେ ଚର୍ଚ୍ଚ ରେ ରହିଛନ୍ତି । ଏବଂ ବର୍ତମାନ ସମୟ ରେ ତାଙ୍କର ସବୁ ସତ ମଧ୍ୟ ପଦାକୁ ଆସି ସାରିଛି । ଏବଂ ସେ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣା ପଡିଛି । ଏବଂ ନିକଟ ରେ ପାରାଦ୍ୱୀପ ଠାରେ ଏକ ବ୍ୟାଚ ଫିଷ୍ଟ ର ଆୟୋଜନ ହୋଇଥିବା ବେଳେ ସେ ସ୍ଥାନିୟ ଲୋକ ମାନଙ୍କ ସହିତ ମଧ୍ୟ ପାଟିତୁଣ୍ଡ କରୁଥିବାର ଦେଖିବା ପାଇଁ ମିଳିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ