ଝିଲି ମହାରଣା ରୁ ନିଶା ମହାରଣା ହେଲି ରାଜଧାନୀରେ ରାଜ୍ କରୁଥିଲେ ।।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବୋଧହୁଏ ବିବାଦୀୟ ଅଭିନେତ୍ରୀ କୁ ତାଙ୍କ ନାମଟି ପସନ୍ଦ ଆସୁନଥିଲା । ଝିଲି ମଳିକରୁ କରି ଦେଇଥିଲେ ନିଶା ମହାରଣା । ଆଉ ନିଶା ମହାରଣା ନାଁ ରେ ରାଜ୍ କରୁଥିଲେ ରାଜଧାନୀରେ । ଆପଣମାନେ ଯାହାକୁ ଜାଣିଛନ୍ତି ନିଶା ମହାରଣା ଯିଏ କି ବୋଲ୍ଡ ଷ୍ଟାର ନିଜକୁ କହୁଥିଲେ ତେବେ ତାଙ୍କର ପ୍ରକୃତ ପରିଚୟ ଆସିଯାଇଛି । ଆଉ ତାଙ୍କର ପ୍ରକୃତ ନାଁ ହେଉଛି ଝିଲି ମଳିକ । ଆଉ ତାଙ୍କର ପ୍ରକୃତ ଘର ହେଉଛି କେନ୍ଦ୍ରାପଡ଼ା ।

ହରଡଘୋଡାରେ ଆଲବମ୍ ଅଭିନେତ୍ରୀ ନିଶା ମହାରଣା । ଗତ କିଛିଦିନ ତଳେ ଗଣ ମାଧ୍ୟମ ରେ ବାରମ୍ବାର ଅଶୀଳ ଟିପଣୀ ଦେଇ ଚର୍ଚ୍ଚା ରେ ଆସିଥିଲେ । ସଂସ୍ଥା ଲୋକ ପ୍ରିୟତା ପାଇଁବା ପାଇଁ ଲିଶା ଏପରି କରୁଥିବା ନେଇ ପୂର୍ବରୁ ମଧ୍ୟ ଏକ ଫାଉଣ୍ଡେସନ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା । ହେଲେ ଏବେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ୍ ହେଉଛି । ବାସ୍ତବରେ ନିଶା ମହାରଣାଙ୍କ ନାଁ ନିଶା ମଳିକ ଥିଲା । କିନ୍ତୁ ନିଶା ନୁହେଁ ତାଙ୍କ ନାଁ ହେଉଛି ଝିଲି ମଳିକ ।

କେନ୍ଦ୍ରାପଡ଼ା ବ୍ଲକ ଅସ୍ତପୁର ଗ୍ରାମ ପଞ୍ଚାୟତ ର ନାଗପୁର ମଳିକ ସାହି ଗ୍ରାମରେ ତାଙ୍କର ଘର ବୋଲି ଏବେ ଚର୍ଚ୍ଚା ହେଉଛି । ନିଶା ହେଉଛନ୍ତି ତାଙ୍କ ପରିବାରର ସବୁଠାରୁ ସାନ । ମାଟ୍ରିକ ପାସ୍ ପରେ ସେ ଆଲବମ୍ ଦୁନିଆରେ ପାଦ ଦେଇଥିଲେ । ମାଟ୍ରିକ ପାସ୍ ପରେ ସେ ଆଲବମ୍ ଦୁନିଆରେ ପାଦ ଥାପିଥିଲେ ବୋଲି କୁହାଯାଉଛି । ତେବେ ସେ ଆଲବମ୍ କରୁଥିବା ସମୟରେ ସେ କେତେକ ଟିଭି ଧାରାବାହିକ ରେ ମଧ୍ୟ ସୁଯୋଗ ପାଇଁଥିଲେ ।

nisa

ବାପା ଦିନ ମଜୁରିଆ । ଘରେ ଥିବା ସମୟରେ ବାପାଙ୍କୁ କାମରେ ସହଯୋଗ କରୁଥିଲେ ଝିଲି । ପିଲାଟି ବେଳୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିଲା । ଓ ସିଏ ବହୁତ ଉଚ୍ଚ ଅଭିଳାଷି ମଧ୍ୟ ଥିଲେ । ପରେ ସେ ପଡିବା ପାଇଁ ବାଲେଶ୍ଵର କୁ ଯାଇ ସେ ଆଲବମ୍ ଦୁନିଆରେ ଜଡିତ ହୋଇଥିଲେ । ଟେଲିଭିଜନ ରେ କାମ କରିବା ପରେ ନିଶାଙ୍କ ପରିବାର ସହ ପରିଜନ ମଧ୍ୟ ଖୁସି ହେଲେ । ହେଲେ କିଛିଦିନ ହେବ ଗଣ ମାଧ୍ୟମ ସାମ୍ନା ରେ ନିଜକୁ ବୋଲ୍ଡ ଷ୍ଟାର ବୋଲି କହୁଛନ୍ତି ନିଶା ।

ବଲିଉଡ ର ସଲିଲିଅନ ସହ ନିଜକୁ ତୁଳନା କରିବା ତାଙ୍କୁ ଅନୁସରଣ କରିବା ଓ ବାରମ୍ବାର ଅଶୀଳ ଟିପଣୀ ଦେଇଥିଲେ ନିଶା । ଜୌ-ନ୍ୟ ସ-ମ୍ପର୍କ କଦର୍ଯ୍ୟ କଥା କହିଥିଲେ ମଧ୍ୟ ନିଶା । ଖୋଲମ ଖୋଲାମ ଗଣ ମାଧ୍ୟମ ସାମ୍ନା ରେ ସବୁକିଛି କହିଥିଲେ ନିଶା । ଅନେକ ସମୟରେ ମଧ୍ୟ ବିରୋଧ କରାଯାଇଥିଲା । ହେଲେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ।

କୁହା ଯାଉଛି ଯେ ନିଶାଙ୍କ ଏଭଳି ଆଚରଣ ପାଇଁ ଘର ଲୋକ ଲଜ୍ଜା ରେ ତାଙ୍କ ଘର ମଧ୍ୟ ଛାଡି ଅନ୍ୟ କୁଆଡେ ଯାଇ ରହୁଛନ୍ତି । ଏପଟେ ମଧ୍ୟ ତାଙ୍କର ପ୍ରକୃତ ପରିଚୟ ଆସି ଯାଇଛି ଆଉ ପ୍ରକୃତ ନାମ କ’ଣ ତାହା ମଧ୍ୟ ସାମ୍ନାକୁ ଆସି ଯାଇଛି । ନିଶାଙ୍କ ର ପ୍ରକୃତ ନାମ ହେଉଛି ଝିଲି ଆଉ ତାଙ୍କର ସାଜ୍ଞା ହେଉଛି ମଳିକ । ସେ ନିଶା ମହାରଣା କହି ଭୁବନେଶ୍ୱର ରେ ସମସ୍ତଙ୍କ ସାଙ୍ଗରେ ରାଜ କରୁଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *