ନିଶା ପୁରା ଅସମ୍ଭାଳ – କ୍ୟାମେରାରେ ସବୁ ଖୋଲିଦେଲେ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ନମସ୍କାର ମୁଁ ହେଲି ନିଶା ମହାରଣା ଫୋକସ ଚେନ୍ନାଲ ର ସୁଦାଂଶୁ କୁ ମୁଁ ଡାଇରେକ୍ଟ କହିବା ପାଇଁ ଚାହିଁବି । ଯେ ମୋର ଲିଗାଲ ଆଡଭୋକେଟ ଯିଏ ରହିଛନ୍ତି । ସୁମନ୍ତ ସ୍ୱାୟିଁ କୁ ସେ କହିଛନ୍ତି ନାଳୁଆ ବୋଲିକି । ତେବେ ମୁଁ କହିବା ପାଇଁ ଚାହିଁବି ସୁଦାଂଶୁ କୁ କି ଯଦି ଦମ୍ ଥିଲା ତେବେ ସାମ୍ନା କଲୁନୁ । ମିଛରେ ମୋ ପରିବାର କୁ ନେଇ ପ୍ରଚାର ପ୍ରସାର କଲୁ । ମୋ ପରିବାର ନାଁ ରେ ପଇସା କମେଇଲୁ ।

ଯଦି ତୋର ଏତେ ପଇସା କମେଇବାର ଇଚ୍ଛା ରହିଛି ତେବେ ତୋ ପରିବାର ନାଁ ରେ ତୋ ମାଆ ଭଉଣୀ ନାଁରେ ପଇସା କମାଉନୁ । ତତେ ଡାଇରେକ୍ଟ କହୁଛି ସୁଦାଂଶୁ ଭଡୁଆ ତୋ ଚେନ୍ନାଲ ର ମୁଁ ଯେତିକି ପତ୍ତା ଲଗେଇଛି ଖତା ଖତିଆନ ନାହିଁ । ଆଉ ବାକି ରହିଲା ତୁ ବହୁତ ଥର ଜାଇ ଜେଲ ରେ ଚକି ଫେସି କି ଆସୁଛି ଦୁତି ଚାନ୍ଦ କେଶ୍ ରେ । ଆଉ ତୁ ଅନ୍ୟ ମାନଙ୍କ ନାଁ ରେ କଣ କହିବୁ ।

nisha

ଆଉ ଏହି କଥାବି ମନେ ରଖିବୁ ସୁଦାଂଶୁ ଯେଉଁ ଝିଅ ମାନଙ୍କୁ ମାନେ ପାୟେଲ କୁ ତୁ ଟଙ୍କା ଦେଇ ମୋ ନାଁ ରେ କଳା କାର୍ଯ୍ୟ କରିଛୁ । ତାର ପର୍ଦାଫାସ୍ ମୁଁ ନିହାତି ଭାବେ ବାହାର କରିବି । ଆଉ ମୋ ଆଡଭୋକେଟ କୁ ତୁ ଯେଉଁ କହିଛୁ ସେ ଗୋଟେ ନାଳୁଆ ବୋଲିକି ତାହା ପ୍ରମାଣ ବି ତୁ ଦେଇ ପାରିବୁନି । ମୁଁ ଏତିକି କହିବା ପାଇଁ ଚାହିଁବି ସବୁ ଆଡଭୋକେଟ ଆମର ଭଗବାନ ସମାନ ସେତିକି ପରିଶ୍ରମ କରି ଆମ ପାଇଁ ସେମାନେ କେଶ ଲଢି ସେମାନେ ସେହି କେଶ ର ପର୍ଦ୍ଧାଫାସ କରିଥାନ୍ତି ।

ତେବେ ସୁଦାଂଶୁ ଭଡୁଆ ତୋର ଟିକେ କୋମନ ସେନ୍ସ ଥିବା ଦରକାର ଥିଲା ଏହି ସବୁ କହିବା ଆଗରୁ ଆଉ ଏହା ବିରୋଦ୍ଧ ରେ ନିଶ୍ଚିତ ଭାବେ ଷ୍ଟେପ୍ ନେବି । ବୋଲି ନିଶା ମହାରଣା କହିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *