ନିମାପଡ଼ା କଲେଜ୍ ୪ ସିନିୟର ରାତିରେ କଲ କରି ମୋ ସାଇଜ ପଚାରୁଛନ୍ତି।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନିମାପଡା ଅଟୋନମାସ କଲେଜ୍ ରେ ରାଗିଂ ଅଭିଯୋଗ । ତେବେ ପୁଣି ଆସିଛି ରାଗିଂ ଭଳି ସାଙ୍ଘାତିକ ଅଭିଯୋଗ । ସିନିୟର ଛାତ୍ରୀ ଙ୍କ ଦ୍ୱାରା ରାଗିଂ ର ଶୀକାର ହେଉଥିବାର ଅଭିଯୋଗ ଆଣିଛନ୍ତି ଛାତ୍ରୀ । ଏବଂ ଅଭିଯୋଗ ଆଣି ତାଙ୍କୁ ଜିବନ ରୁ ମାରିଦେବାର ଅଭିଯୋଗ ବି କରିଛନ୍ତି । ସେପଟେ ଛାତ୍ରୀ ଙ୍କ ପାଇଁ ଏକାଠୀ ହୋଇଛନ୍ତି ବିଭିନ୍ନ ଛାତ୍ର ସଂଙ୍ଗଠନ ।

ତେବେ ଘଟଣା ନେଇ ମୁହଁ ଖୋଲୁନାହାଁନ୍ତି କଲେଜ କତୃପକ୍ଷ । ଆଉ ଘଟଣା କୁ ଅତି ହାଲ୍କା ଭାବେ ଗ୍ରହଣ କରୁଛନ୍ତି । ସିନିୟର ଙ୍କ ଦ୍ୱାରା ରାଗିଂ ହେଉଥିବାର ଅଭିଯୋଗ ଆଣିଛନ୍ତି ଛାତ୍ରୀ ଜଣଙ୍କ । ତେବେ ସିନିୟର ଙ୍କ ଦ୍ୱାରା ରାଗିଂ ର ଶୀକାର ହୋଇ କହିଛନ୍ତି ରାତି ଅଧରେ ହଇରାଣ କରୁଛନ୍ତି ସିନିୟର । ବିଭିନ୍ନ ଫୋନ ରୁ କଲ କରି ଅ-ଶ୍ଲୀ-ଳ ଇଂଙ୍ଗିତ ଦେଉଛନ୍ତି । ଘଟଣା ଜଣେଇଲେ ମୁହଁରେ ଏସିଡ୍ ପକେଇ ଦେବା ଭଳି ଧମକ ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ରୀ ।

College

ବାରମ୍ବର ଅଭିଯୋଗ କରିଲେ ବି ହଷ୍ଟେଲ ର ଦାୟୁତ୍ୱ ରେ ରହିଥିବା ୱାଡେନ ଅଭିଯୋଗ କୁ ଦୃଷ୍ଟି ନ ଦେବା ଭଳି ଅଭିଯୋଗ ଆଣିଛନ୍ତି ଛାତ୍ରୀ । ବିଶେଷ କରି ଜିବନ ପ୍ରତି ବିପଦ ଥିବାରୁ ହୋଷ୍ଟେଲ ଛାଡିବାର ଅଭିଯୋଗ ଆଣିଛନ୍ତି ଛାତ୍ରୀ । ସେପଟେ ତିିନି ମାସ ଧରି ରାଗିଂ ର ଶୀକାର ହେଉଥିବାରୁ କଲେଜ କତୃପକ୍ଷ ଅବଗତ ରହି ମଧ୍ୟ ଘଟଣା କୁ ହାଲ୍କା ରେ ଗ୍ରହଣ କରିଛନ୍ତି ।

ସେହି ପରି ଛାତ୍ରୀ ଙ୍କୁ ମାନଶୀକ ସ୍ଥରରେ ନିର୍ଜାତନା ଦିଆଯାଉଥିବା ଏବଂ ଘଟଣା ଚେପେଇ ଦେବାକୁ କଲେଜ କତୃପକ୍ଷ ଏବଂ ପୋଲିସ ଉଦ୍ୟମ କରୁଥିବାର ଅଭିଯୋଗ ଆଣିଛନ୍ତି । ଏହି ନେଇ ଛାତ୍ର ସଂଙ୍ଗଠନ କୁ କଲେଜ୍ ପିଲା ଙ୍କ ସହିତ ମିଳା ମିଶା କରିବା ପାଇଁ ଛାତ୍ର ସଂଙ୍ଗଠନ ଙ୍କୁ ଅନୁମତି ଦିଆଯାଉନଥିବା ଅଭିଯୋଗ ଆଣିବା ସହିତ ଖରାପ ମେସେଜ କରୁଥିବା ଛାତ୍ର ସିନିୟର ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ରାଜ୍ୟ ରେ ଏମିତି ଅନେକ ରାଗିଂ ଖବର ସାମ୍ନାକୁ ଆସୁଥିବା ବେଳେ ନିମାପଡା ଅଟୋନମାସ କଲେଜ୍ ରେ ଏମିତି ରାଗିଂ ଘଟଣା କୁ ପୋଲିସ ଏବଂ କଲେଜ କତୃପକ୍ଷ ଚାପିଦେବା ସମସ୍ତ ଙ୍କୁ ଏବେ ଚକିତ କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *