ନିଜ ବାହାଘରକୁ ନେଇ କଣ କହିଲେ ଅଟୋ ଡ୍ରାଇଭର Tunguru Bhola ? କଣ ହେବ ଟୁଙ୍ଗୁର-ବର୍ଷା ଲଭ ଷ୍ଟୋରୀ ଦି ଏଣ୍ଡ ?

tunga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ବହୁ ଚର୍ଚ୍ଚିତ ଘଟଣା ହେଉଛି ବିବାହିତା ମହିଳା ଏବଂ ଟୁଙ୍ଗୁରୁ ଭୋଲର କାହାଣୀ । ତେବେ ବନ୍ଧୁଗଣ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଏହି ଘଟଣାର ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀ ଙ୍କର ଇଜ୍ଜତ ମହତ୍ୱ କୁ ଭୁଲି ଏମିତି କରିଛନ୍ତି । ଯାହା ସୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ସେ ନିଜର ସ୍ୱାମୀ ଙ୍କ କଥା ଭୁଲିଜାଇ ଯୁବକ ପ୍ରେମରେ ପଡିଛନ୍ତି । ଆଉ ସେ ଯିଦ ଧରି ବସିଛନ୍ତି କି ମୁଁ ସେହି ଯୁବକ ଙ୍କୁ ବିବାହ କରିବି ।

ଆଉ ଏହି ବିଷୟ ରେ ସେହି ବିବାହିତା ଟୁଙ୍ଗୁରୁ ଭୋଳ କହିଛନ୍ତି । ମୁଁ ଅଟୋ ଚଲାଏଁ ପ୍ରଥମେ ଆମର ଏମ୍ସ ହସ୍ପିଟାର ରେ ଦେଖାହେଲା । ମତେ ସେ କହିଲେ ଭଡା ନିଅ ଆଉ ମତେ ଛାଡିଦିଅ । ମୋ ଦେହ ଅସୁସ୍ଥ ରହିଛି ବୋଲି ସେ ମତେ କହିଲେ ଆଉ ଫୋନ ନମ୍ବର ମାଗିନେଲେ ଆଉ ସେ ମତେ ଫୋନ କରନ୍ତି ନେବା ଆଣିବା କରିବାକୁ । ତା ପରେ ମୁଁ ତାଙ୍କୁ ଘରକୁ ଛାଡିବା ପାଇଁ ଘରକୁ ବି ଯାଏ । ତେବେ ଘରକୁ ଯିବା ପରେ ସେ ମୋ ସହିତ ଗୋଟେ ସେଲ୍ଫି ଉଠେଇବା ପାଇଁ କହିଲେ । ଆଉ ମୁଁ କହିଛି ମୋର କିଛି ଅସୁବିଧା ହେବନି ।

ତେବେ ତ ପରେ ମତେ କୋର୍ଟ ମ୍ୟାରେଜ କରିବାକୁ ବାଧ୍ୟ କରିଲା ମୁଁ କହିଲି ତୁମର ପୁଅ ଦୁଇଟି ରହିଛି ଶାଶୁ ଶସୁର ଘର ମୁଁ ତୁମକୁ ବାହା ହୋଇ ପାରିବି ନାହିଁ । ମୁଁ ଯେତେ ବେଳେ ମନା କରିଲି ସେତେବେଳେ ସେ ଭରତପୁର ଥାନାରେ ମୋ ନାଁରେ କେସ ଦେଲା । କେସ କରିବା ପରେ ମୁଁ ପୋଲିସ ଥାନା ଗଲି ଆଉ ଦୁଇଦିନ ଥାନାରେ ରହିଲି । ଆଉ ପୋଲିସ ମୋତେ କମ୍ପ୍ରମାଇଜ କରିବା ପାଇଁ ଡାକିଲେ । ଆଉ କହିଲେ ନହେଲେ କୋର୍ଟ ମ୍ୟାରେଜ କରିଦେବି । ସେ ଝିଅ ନା ସେଥିପାଇଁ ତା କଥା ସମସ୍ତେ ଶୁଣୁଛନ୍ତି । ଆଜିର ଦୁନିଆରେ ଝିଅଙ୍କର ଏମିତି ତ ପାୱାର ଚାଲିଛି ।

ତେବେ ଟୁଙ୍ଗୁ ବି ବର୍ଷା ଙ୍କ ଠାରୁ ବହୁତ ସାନ ଅଟେ ମାତ୍ର 21 ବର୍ଷ ବସୟ ରେ ପୁଅ ବୟସ ର ପିଲାକୁ ବିବାହ କରିବାକୁ ଜିଦ ଧରିଥିଲେ । ଏହି କଥା ଟି ଟୁଙ୍ଗୁରୁ ନିଜେ କହିଛନ୍ତି । ଟୁଙ୍ଗୁରୁ ଙ୍କୁ ଘରକୁ ଡାକି ବର୍ଷା ଏକ ବନ୍ଦୀ ବନେଇ ନେଇଥିଲେ । ତାଙ୍କ ଘରେ ଆଠ ଦିନ କାଳ ଟୁଙ୍ଗୁରୁ ଙ୍କୁ ରଖିଥିଲେ । ଏବଂ ସେହି ପରି ବେଳେ ସେ ଟୁଙ୍ଗୁରୁ ଙ୍କ ଗାମୁଛା ପିନ୍ଧେଇ ରଖିଥିଲେ ଯେମିତି କି ଟୁଙ୍ଗୁରୁ କୁଆଡେ ଜାଇ ନ ପାରନ୍ତୁ ।

ହେଲେ ପରେ ଟୁଙ୍ଗୁରୁ ସୁଯୋଗ ପାଇ ଫେରାର ହୋଇଥିଲେ । ଯାହା ପରେ ଟୁଙ୍ଗୁରୁ ଙ୍କୁ ଖୋଜି ବର୍ଷା ତାଙ୍କର ଗାଁ ଏବଂ ଭୁବନେଶ୍ୱର ରେ ରହୁଥିବା ଘରେ ଜାଇ ପାଟି ତୁଣ୍ଡ କରିଥିଲେ । ଟୁଙ୍ଗୁରୁ ପରିବାର କୁ ବଦନାମ କରିବା ପାଇଁ ସେ ଏମିତି ସବୁ କରିଥିଲେ । ତେବେ ଏହିଠାରେ ଟୁଙ୍ଗୁରୁ ଏବଂ ବର୍ଷା ଙ୍କ ସହିତ ରଖିଥିବା ଶାରୀରିକ ସଂମ୍ପର୍କ ର କଥା ବି ସଂମ୍ପର୍ଣ୍ଣ ମିଥ୍ୟା ବୋଲି ଟୁଙ୍ଗୁରୁ କହିଛନ୍ତି ।

ତେବେ ଏହା ଉପରେ ଆପଣ ମାନଙ୍କ ମତାମତ କଣ ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ