ସ୍ୱାମୀସହ ମସ୍ତି ଭିଡିଓ ଓଡିଆ ହିରୋଇନ ନିହାରିକାଙ୍କର ଭାଇରାଲ ।

Niharika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଷ୍ଟମଙ୍ଗଳା ରେ ବାପ ଘରକୁ ଫେରିଲେ ଓଡିଆ ଅଭିନେତ୍ରୀ ନିହାରିକା । ତେବେ ବନ୍ଧୁଗଣ ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ନିହାରିକା ଗତ ସପ୍ତାହ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଆଉ ଏବେ ପ୍ରଥମ ଥର ପାଇଁ ନିଜର ସ୍ୱାମୀ ଙ୍କ ସହିତ ବାପ ଘରକୁ ଆସିଛନ୍ତି ନିହାରିକା । ଯେଉଁଠାରେ ତାଙ୍କର ଜବର୍ଦୋସ୍ତ ସ୍ୱାଗତ ହୋଇଥିବାର ଦେଖା ଦେଇଥିଲା । ଆଉ ଘରେ ତାଙ୍କୁ ବହୁତ ଆଦର ସତ୍କାର ଏବଂ ବହୁତ ଭଲ ପାଇବା ମିଳିଥିବାର ଦେଖିବା ପାଇଁ ମିଳିଥିଲା ।

ତେବେ ବନ୍ଧୁଗଣ ଆପଣ ମାନେ ନିହାରକାର ବହୁତ ସାରା ସିନେମା ତ ନିଶ୍ଚିତ ଭାବେ ଦେଖିଥିବେ । ନିହାରିକା ତେବେ ସେ ବହୁତ ସାରା ସିନେମା ରେ ଅଭିନୟ କରିଛନ୍ତି ସେ ବହୁତ ସାରା ୱେବସିରିଜ ଆଲବମ୍ ରେ ବି ମଧ୍ୟ ଅଭିନୟ କରିଛନ୍ତି ନିହାରିକା । ତେବେ 28 ବର୍ଷ ବୟସ ରେ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ନିହାରିକା ।

Niharika

ଦିର୍ଘ ଦିନ ଧରି ସେ ଭଲ ପାଇଥିଲେ ହେଲେ ସେ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ତେବେ ବାହାଘ ପରେ ସେ ନିଜର ଶାଶୁ ଘରେ ଗୋଟେ ଓଡିଆ ଘରର ବୋହୁ ପରି ଚଳୁଥିବାର ନଜର ଆସିଛନ୍ତି । ତାହାଲେ ବାହାଘର ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିବେ କି ନାହିଁ ତାହାତ ଏବେ ଯାଏ ଜଣା ପଡି ନାହିଁ । ଏବଂ ନିହାରିକା ଏବେ ବିବାହ ପରେ ନିଜର ବାପ ଘରକୁ ଆସିଥିବାର ଦେଖା ଦେଇଛନ୍ତି ।

ପ୍ରଥମ ଥର ପାଇଁ ନିହାରିକା ବାହାଘର ପରେ ସ୍ୱାମୀ ସହିତ ବାପ ଘରକୁ ଆସିଛନ୍ତି । ଆଉ ସେଠାରେ ସେ ବହୁତ ଖୁସୀ ଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ଏହି ଜବର୍ଦୋସ୍ତ ଅଭିନେତ୍ରୀ କେମିତି ଲାଗନ୍ତି । ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *