ସୋସିଆଲ ମିଡିଆରେ ନିଉଜିଲାଣ୍ଡର ଏହି ମହିଳା କନେଷ୍ଟବଳଙ୍କ Tattoos ସମସ୍ତଙ୍କୁ ପାଗଳ କରିଦେଇଛି ।

Spread the love

କୌଣସି ବି ଲୋକଙ୍କର ଶରୀରରେ ଯଦି କୌଣସି ପ୍ରକାରର ଟାଟୂ ଥାଏ, ତେବେ ସେହି ବ୍ୟକ୍ତି ଫୌଜରେ ଭର୍ତି ହୋଇ ପାରି ନଥାନ୍ତି, ନା ହିଁ ସେ ପୁଲିସରେ ଚାକିରି କରିପାରନ୍ତି । କିନ୍ତୁ ନିଉଜିଲାଣ୍ଡର ଜଣେ କନେଷ୍ଟବଳ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ଏହି କନଷ୍ଟବଳ ଜଣକ ନିଜ ଦୁଇ ହାତରେ ଏପରି ଟାଟୂ କରିଛନ୍ତି; ଯାହାକୁ ଦେଖି ଲୋକମାନେ ପାଗଳ ହୋଇ ପଡିଛନ୍ତି ।

ନିଜ Blogରେ share କରନ୍ତି ।

କନଷ୍ଟବଳ ଲାନା କ୍ରିଚଟନ୍ ନିଉଜିଲାଣ୍ଡର ଅକଲାଣ୍ଡ ପୁଲିସରେ କାର୍ଯ୍ୟରତ ଅଟନ୍ତି । ଏହି କନଷ୍ଟବଳ ଜଣକ ନିଜ ଭିଡିଓ ଶେୟାର କରି ବହୁତ ପ୍ରଖ୍ୟାତ ହୋଇ ପଡିଛନ୍ତି । ସେ ଯେଉଁ ବ୍ଲଗ୍ କରନ୍ତି ମାନେ ଭିଡିଓ ବ୍ଲଗ୍, ସେଥିରେ ସେ ନିଜ ଭିଡିଓ ଶେୟାର କରନ୍ତି ।

ଲୋକେ ନିଜକୁ ଲାନାଙ୍କ ହାତରେ ବନ୍ଧି ହେବାକୁ ଚାହାନ୍ତି :

ଆପଣ ଲାନାଙ୍କ ଭିଡିଓରେ ଦେଖିପାରିବେ ଲୋକମାନେ ନିଜ କମେନ୍ଟରେ ନିଜକୁ ଲାନାଙ୍କ ହାତରେ ବନ୍ଧି ହେବାକୁ ଚାହାନ୍ତି । କିଛି ଲୋକ ଏହା ମଧ୍ୟ ଲେଖିଛନ୍ତି; ଲାନାଙ୍କ ପାଇଁ ସେମାନେ କିଛି ବି ଅପରାଧ କରିପାରନ୍ତି ।

ଲାନାଙ୍କ ବ୍ଲଗ୍ ଭିଡିଓକୁ ଅକଲାଣ୍ଡ ପୁଲିସ ଟିଭିର ୟୁଟୁବ୍ ଚ୍ୟାନାଲରେ ଶେୟାର କରନ୍ତି :

ଲାନାଙ୍କ ଭିଡିଓ ଦେଖି ଜଣା ପଡୁଛି ଯେ, ଲାନା ପୁଲିସ ବିଭାଗରେ ଅଭିନେତ୍ରୀ ହୋଇଗଲେଣି । ସୋସିଆଲ ମିଡିଆରେ ଲାନାଙ୍କର ବହୁତ ଗୁଡିଏ ପ୍ରଶଂସକ ରହିଛନ୍ତି ।

ଲାନାଙ୍କୁ ପୁଲିସ ଦ୍ଵାରା ବହୁତ ଗୁଡିଏ ପୁରସ୍କାରରେ ପୁରସ୍କୃତ କରାଯାଇଛି ।

Source : punjabkesari