ପ୍ରକୃତି ମିଶ୍ର -ତୃପ୍ତି-ବାବୁସାନ ମାମଲାରେ ଆସିଲା ନୂଆ ଟୁଇଷ୍ଟ୍ ,ହାଇକୋର୍ଟ କହିଲେ…

prakruti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନେ ବାବୁସାନ ଏବଂ ପ୍ରକୃତି ଙ୍କୁ ନେଇ ସାରା ଓଡିଶା ଦୋହଲୁଥିଲା । ଉଭୟ ଙ୍କ ବିବାଦ କୁ ନେଇ ଓଡିଶା କେବଳ ପଡୁଥିଲା ଉଠୁଥିଲା । ଆଉ ସେହି ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କ ବିବାଦ ରେ ଆସିଛି ନୂଆ ଟୁଇଷ୍ଟ୍ । ଏମିତି ଟୁଇଷ୍ଟ ଆସିଛି ଜାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ହାଇ କୋର୍ଟ ରୁ ପ୍ରକୃତି ଙ୍କୁ ମିଳିଛି ଶକ୍ତ ଝଟ୍କା । ଏମିତି ଝଟ୍କା ମିଳିଛି ଜାହାକୁ କେବେବି ବିଶ୍ୱାସ କରି ପାରିବେ ନାହିଁ ପ୍ରକୃତି ।

ତେବେ ହାଇକୋର୍ଟ ପ୍ରକୃତି ଏବଂ ବାବୁସାନ ଙ୍କ ବିବାଦ ମଧ୍ୟରେ ପସିବେ ନାହିଁ ବୋଲି ମନା କରି ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଖବର ମୁତାବକ ପ୍ରକୃତି ଏବଂ ବାବୁସାନ ଙ୍କ ମଧ୍ୟରେ ଯେଉଁ ବିବାଦ ରହିଛି ସେହିଥିରେ ହାଇକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଉଭୟ ଙ୍କ ମଧ୍ୟରେ ଥିବା ବିବାଦ କୁ ଭୁବନେଶ୍ୱର ଡିସିପି ବୁଝିବେ । ଏବଂ ସମାଧାନ ମଧ୍ୟ କରିବେ ।

prakruti

ତେବେ ହାଇକୋର୍ଟ ଏହି ବିବାଦ ରେ ହସ୍ତକ୍ଷେପ ନକରି ଅନ୍ତ ଘଟେଇଛନ୍ତି । ଯଦି ଦେଖିବା ପ୍ରକୃତି ଙ୍କୁ ଗାଡି ଭିତରେ ମାଡ ମାରିବା ପରେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଏବଂ ଶସୁର ଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ପ୍ରକୃତି । ଭୁବନେଶ୍ୱର ଡିସିପି ଙ୍କୁ ମଧ୍ୟ ତାଙ୍କର ଅଭିଯୋଗ ସୁଣେଇ ଥିଲେ । ହେଲେ ପୋଲିସ ଠିକ୍ ଭାବେ କାର୍ଯ୍ୟାନୁଷ୍ଟାନ ନ ନେବାରୁ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ପ୍ରକୃତି ।

ହେଲେ ଏବେ ହାଇକୋର୍ଟ ଏହି ପରି କିଛି ନିଜର ରାୟ ସୁଣେଇଛନ୍ତି । ସେପଟେ ହାଇକୋର୍ଟ ରୁ ବିଫଳ ହେବା ପରେ ଏବେ ସେ ଡିସିପି ଙ୍କ ଉପରେ ପ୍ରକୃତି ନିଜର ଆଶା ବାଡିଛନ୍ତି । ତୃପ୍ତି ଏବଂ ବାବୁସାନ ଙ୍କ ଶସୁର ଙ୍କ ନାମରେ ଯେଉଁ ଏତଲା କରିଥିଲେ ସେହିଥିରେ ସେ ନ୍ୟାୟ ପାଇବେ କି ନାହିଁ ତାହାକୁ ଏବେ ସେ ଅପେକ୍ଷା କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ