ରାସନ କାର୍ଡ ରେ ନୂଆ ନିୟମ | ରାସନ କାର୍ଡ ଥିଲେ ନିଶ୍ଚୟ ପଢନ୍ତୁ

Ration card

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସନ କାର୍ଡ କୁ ନେଇ ଆସିଲା ଆଉ କିଛି ନୂଆ ନିୟମ । ଯଦି ଆପଣ ମାନଙ୍କର ରାସନ କାର୍ଡ ରହିଛି ଏବଂ ଆପଣ ମାନେ ସେହିଥିରୁ ରାସନ ସାମଗ୍ରୀ ନେଉଛନ୍ତି । ତେବେ ଜାଣି ରଖନ୍ତୁ ଏହି ସବୁ ସବୁ ଜିନିଷ ଥିଲେ ଆପଣ ମାନଙ୍କ ରାସନ ହେବ ବାତିଲ । ଏହି ନେଇ ସରକାର ଙ୍କ ପକ୍ଷ ରୁ ଜାରି ହୋଇଛି ନୂଆ ଅପଡେଟ ଆସନ୍ତୁ ସଂମ୍ପର୍ଣ୍ଣ ଖବର ଜାଣିବା । ତେବେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଯଦି ଆପଣ ମାନଙ୍କ ପାଖରେ ବି ରାସନ କାର୍ଡ ରହିଛି । ତେବେ ଏହି ଖବର ଆପଣ ମାନଙ୍କ ପାଇଁ କେନ୍ଦ୍ର ସରକାର କୋରନା ମହାମାରୀ ସମୟରେ ଫ୍ରୀ ରାସନ ଦେବାର ଯୋଜନା ଆରମ୍ଭ କରିଥିଲେ । ତେବେ ଏହି ଯୋଜନା କୁ ଏବେ 31 ଡିସେମ୍ବର 2023 ପର୍ଯ୍ୟନ୍ତ ଜାରି ରଖିବାକୁ ସରକାର ଙ୍କ ପକ୍ଷରୁ ଘୋଷଣା ହୋଇଛି । ତେବେ ସରକାର ଏହି ଯୋଜନା ରେ ଲକ୍ଷେ କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି । ତେବେ ଏହି ଯୋଜନା ଅନ୍ତର୍ଗତ ଯୋଗ୍ୟ ଲୋକଙ୍କର ରାସନ କାର୍ଡ ତିଆରି କରାଯାଏ । ଏବଂ ଶସ୍ତା ଦାମ୍ ରେ ରାସନ ଦିଆଯାଏ ।

ration

ତେବେ କୋଭିଡ ମହାମାରୀ ସମୟ ରେ ଯୋଗ୍ୟ ଲୋକ ମାନଙ୍କୁ ମାଗଣା ରାସନ ମଧ୍ୟ ସରକାର ଙ୍କ ପକ୍ଷରୁ ଦିଆଜାଇଛି । ତେବେ ରାସନ କାର୍ଡ ହୀତାଧିକାରୀ ସର୍ବପ୍ରଥମେ ଆପଣ ମାନଙ୍କୁ ଧ୍ୟନ ରଖିବାକୁ ହେବ ଯେ ଯେଉଁ ମାନଙ୍କ ପାଖରେ 4 ଚକିଆ ବାହାନ ରହିଛି ସେମାନେ ମାଗଣା ରାସନ ଠାରୁ ବଞ୍ଚିତ ହେବେ । ଯଦି ଆପଣ ମାନଙ୍କ ପାଖରେ ଫର୍ ୱିଲର ରହିଛି ହେଲେ ଆପଣ ମାଗଣା ରାସନ ର ଫାଇଦା ଉଠାଉଛନ୍ତି । ତାହାଲେ ଆପଣଙ୍କ ରାସନ କାର୍ଡ ହେବ ରଦ୍ଧ ।

ଅନ୍ୟ ନିୟମ ଅନୁସାରେ ଆପଣ ମାନଙ୍କ ପାଖରେ ନିଜର ଆୟ ଅର୍ଜିତ ନିଜର 100 ବର୍ଗ ମିଟର ର ଘର , ପ୍ଲର୍ ବା ଫ୍ଲାଟ ରହିଛି ତେବେ ବି ଆପଣ ମାନଙ୍କ ରାସନ କାର୍ଡ ରଦ୍ଧ ହେବ । ତୃତୀୟ ନିୟମ ଅନୁସାରେ ଆପଣ ମାନେ ଗାଁ ରେ ରହୁଛନ୍ତି । ଏବଂ ଆପଣ ମାନଙ୍କର ବର୍ଷିକ ଆୟ 2 ଲକ୍ଷ ଟଙ୍କାରୁ ଅଧିକ ଅଟେ ।

ତାହାଲେ ମଧ୍ୟ ଆପଣ ମାନେ ମାଗଣା ରାସନ ସେବା ପାଇ ପାରିେବେ ନାହିଁ । ଏମିତି କି ସହରାଞ୍ଚଳ ର ବାସିନ୍ଦା ମାନଙ୍କ ପାଇଁ 3 ଲକ୍ଷ ରୁ ଅଧିକ ବାର୍ଷିକ ଆୟ ଥିଲେ ସେମାନେ ବି ମଧ୍ୟ ମାଗଣା ରାସନ ରୁ ବଞ୍ଚିତ ହେବେ । ଅର୍ଥାତ ଖୁବ ଶୀଘ୍ର ଏହି ନିୟମ ଜାରି ହେବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ