ବାଲ ଆଧାର କାର୍ଡ ରେ ଆସିଲା ନୂଆ ନିୟମ । ଶିଘ୍ର ଦେଖନ୍ତୁ…

Baal Aadhaar Card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଆଜି ଠାରୁ ଆରମ୍ଭ ହେଲା ବାଲ ଆଧାର ବ୍ୟବସ୍ତା ଶିଶୁ ଙ୍କ ଜନ୍ମ ପରେ ଆଧାର କାର୍ଡ ସହିତ ସଂଯୁକ୍ତ ହେବ ଜନ୍ମ ପଞ୍ଜୀକରଣ ପ୍ରାମାଣ ପତ୍ର । ଏହି ନେଇ ସରକାର ଙ୍କ ତରଫ ରୁ ଜାରି ହେଲା ଆଉ କିଛି ବଡ ଘୋଷଣା । ଆଜିର ସମୟ ରେ ସମସ୍ତ ଙ୍କ ପାଖରେ ପ୍ରାୟ ଆଧାର କାର୍ଡ ରହିଥିବ । ଠିକ୍ ସେମିତି ବାଲ ଆଧାର କାର୍ଡ କୁ ନେଇ ହେଲା ନୂଆ ବ୍ୟବସ୍ତା ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଆଜି ଏହି ନେଇ I&PR ଡିପାର୍ଟମେଣ୍ଟ ଟୁଇଟ କରି ସୂଚନା ପ୍ରଦାନ କରିଛନ୍ତି । ତେବେ ବନ୍ଧୁଗଣ ରାଜ୍ୟରେ ଆଜି ଠାରୁ ବାଲ ଆଧାର ର ଶୁଭାରମ୍ଭ ହୋଇଛି । ଏହି ବ୍ୟବସ୍ଥା ମାଧ୍ୟମ ରେ ଶିଶୁ ଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହିତ ଜନ୍ମ ପଞ୍ଜୀକରଣ କରାଯିବ । ଶିଶୁ ଜନ୍ମ ହୋଇଥିବା ଡାକ୍ତର ଖାନା ସହିତ ଯୋଗାଯୋଗ କରି ବାଲ ଆଧାର ମିଳି ପାରିବ ବୋଲି ସ୍ୱାସ୍ଥ ବିଭାଗ ପକ୍ଷ ରୁ ସୂଚନା ଦିଆଜାଇଛି ।

Baal Aadhaar Card

ଆଧାର ପଞ୍ଜୀକରଣ ପାଇଁ ମାଆ କିମ୍ବା ବାପା କୈଣସି ଜଣଙ୍କର ଆଧାର ନଂ ଥିବା ଆବଶ୍ୟକ ଅଟେ । ଶିଶୁ ଜନ୍ମ ହେବାର 21 ଦିନ ମଧ୍ୟରେ ପଞୀକରଣ ସଂମ୍ପର୍ଣ୍ଣ ନିଶୁଳ୍କ ବୋଲି ସ୍ୱାସ୍ଥ ଏବଂ ପରିବାର ବିଭାଗ ପକ୍ଷରୁ କୁହାଜାଇଛି । ତେବେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଧାର କାର୍ଡ ଅପଡେଟ କରିବା ପାଇଁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତି ଏକ ଭ୍ରାମ୍ୟମାଣ ଆଧାର କାର୍ଡ ସେବା ର ଶୁଭାରମ୍ଭ କରିଛନ୍ତି ।

ତେବେ ଆପଣ ମାନେ ମଧ୍ୟ ଏହି ନେଇ ଟୁଇଟ ର ସୂଚନା ଦେଖି ପାରୁ ଥିବେ । ଯେ ଆଜି ଠାରୁ ଆମ ରାଜ୍ୟରେ ଶୁଭାରମ୍ଭ ହୋଇଛି ବାଲ ଆଧାର କାର୍ଯ୍ୟକ୍ରମ ଶିଶୁ ଙ୍କ ଜନ୍ମ ପରେ ଆଧାର କାର୍ଡ ସଂଯୁକ୍ତ ପରେ ଜନ୍ମ ପଞ୍ଜୀକରଣ କରନ୍ତୁ । ଏହି ନେଇ ଟୁଇଟ ଯୋଗେ ସୂଚନା ରହିଛି ।

ଏହା ସହିତ ଆପଣ ମାନେ ଆଧାର ରେ ଅନଲାଇନ ଜାଇ କିଛି ଅପଡେଟ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମାନଙ୍କୁ ଏହାକୁ ମାଗଣା ରେ କରିବାକୁ ଆପଣ ମାନଙ୍କୁ ଭଲ ସୁଯୋଗ ରହିଛି । ଇୟୁନିକ୍ ଆଇଡିଫିକେସନ ଅଥୁରିଟି ଅଫ ଇଣ୍ଡିଆ ଅର୍ଥାତ UIDI ନାଗରିକ ମାନଙ୍କୁ ମାଗଣା ରେ ଆପଡେଟ ପାଇଁ ଅନଲାଇନ ଡକ୍ୟୁମେଣ୍ଟ ପ୍ରଦାନ କରିବାର ସୁବିଧା ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ