ଅର୍ଚନା କେସରେ ନୁଆ ମୋଡ – ଧରା ପଡିଲା ଅସଲ ଖେଳାଳି

archana case

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାମ୍ନାକୁ ଆସିଲା ଚର୍ଚ୍ଛିତ ଲେଡି ବ୍ଲାକମେଲର କୋର୍ଟ ରେ ହାଜିର ହେଲା ହନି ଟ୍ରାପ୍ କୁଇନ ଅର୍ଚ୍ଚନା । ଏଥର ଭିସି ନୁହେଁ ବ୍ୟକ୍ତିଗତ ହାଜିରା ଅପରାହ୍ନ ପ୍ରାୟ 3 ଟା ଏହା ହେଉଛି ଗିରୋଫ ପରର ପ୍ରଥମ ଭିଜୁଆଲ ଏହିଥର ଆଉ ଭିଡ଼ିଓ କୋନଫ୍ରାନ୍ସିଂ ନୁହେଁ ସିଧା ସଳଖ ସମସ୍ତ ଙ୍କ ସାମ୍ନାରେ କୋର୍ଟରେ ହାଜର କରେଇଛି ପୋଲିସ । ଆଉ ଏହିଥି ପାଇଁ ହୋଇଥିଲା କଡା ସୁରକ୍ଷା ବନ୍ଦବସ୍ତ ।

ଝାଡପଡା ଜେଲ ରୁ ଭୁବନେଶ୍ୱର କୋର୍ଟ । ଏକଦମ୍ ଟାଇଟ ସୁକ୍ୟୁରିଟି । କୋର୍ଟ ଭ୍ୟାନ କୁ ଢାଙ୍କି ଦିଆଜାଇଥିଲା । ଘେରି ରହିଥିଲେ ମାଳ ମାଳ ମହିଳା ପୋଲିସ । କଡା ସୁରକ୍ଷା ବଳୟ ମଧ୍ୟରେ SDGM କୋର୍ଟ ରେ ହାଜର କରେଇଥିଲା ପୋଲିସ । ଭିଡ ମଧ୍ୟରେ ଗଣମାଧ୍ୟମ କୁ ଅର୍ଚ୍ଚନା କହିଥିଲା ତଥ୍ୟ ପ୍ରମାଣ ନଥାଇମିଛ ଖବର ପ୍ରସାରଣ କରନ୍ତୁ ନାହିଁ ।

archan

ତେବେ ସିନେ ପ୍ରୋଜଜକ ଅକ୍ଷୟ ପରିଜା ଙ୍କୁ ବ୍ଲାକମେଲିଂ କରି ତିନି କୋଟି ଟଙ୍କା ମାଗିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ସେହି ମାମଲା ରେ ଆଜି କୋର୍ଟ ରେ ହାଜର କରାଜାଇ ଥିଲା ଅର୍ଚ୍ଚନା ଙ୍କୁ । କୋର୍ଟ ରେ ଅର୍ଚ୍ଚନା ଙ୍କ ଓକିଲୋ କହିଥିଲେ ଅର୍ଚ୍ଚନା ନିର୍ଦ୍ଦୋଶ ବୋଲି ତାଙ୍କୁ ଜାମିନ ଦିଆଯାଉ ଏହା ଉପରେ ସୁଣାଣି କରି ରାୟ ସଂଗ୍ରହିତ ରଖିଛନ୍ତି କୋର୍ଟ । ସୁଣାଣି ସରିବା ପରେ ଅର୍ଚ୍ଚନା ଙ୍କୁ ପୁଣି ଝାଡପଡା ଜେଲ କୁ ଫେରେଇ ଦିଆଜାଇଛି ।

ଏହି ସମୟ ରେ ଅର୍ଚ୍ଚନା ଗଣମାଧ୍ୟମ କୁ କହିଥିଲେ ଅପେକ୍ଷା କରନ୍ତୁ ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ । ଏପଟେ ଆଇନ ଜିବି କହିଛନ୍ତି ଗିରୋଫ ପରେ ଅଭିଯୁକ୍ତ ଙ୍କୁ ରିମାଣ୍ଡ ରେ ଆଣି ତଥ୍ୟ ଓଗାଳିବା କଥା ପ୍ରଥମ ମାମଲା ରେ 15 ଦିନ ବିତି ଜାଇଥିବାରୁ ଏବେ ଆଉ ରିମାଣ୍ଡ ହୋଇ ପାରିବ ନାହିଁ । ତେବେ ଦ୍ୱତୀୟ ମାମଲା ରେ ପୋଲିସ ପାଖରେ ସୁଯୋଗ ରହିଛି ତଥ୍ୟ ଓଗାଳିବାକୁ ।

Archana Nag

ତେବେ ଏଠାରେ ପ୍ରଶ୍ନ ଉଠୁଛି କଣ ପାଇଁ ଅର୍ଚ୍ଚନା ଙ୍କୁ ଜାଣି ସୁଣି ରିମାଣ୍ଡ ରେ ନେଇ ତଥ୍ୟ ବାହାର କରୁନାହିଁ ପୋଲିସ । କାହିଁକି ସ୍ୱାମୀ ସ୍ତ୍ରୀ ଏବଂ ସହଯୋଗୀ ଙ୍କୁ ସାମ୍ନା ସାମ୍ନି ହେଉନାହିଁ ଜେରା ଠିକ୍ ଦିଗରେ ଆଗଉ ନାହିଁ କି ପୋଲିସ ର ତଦନ୍ତ ପକ୍ରିୟା । ନାଁ ପୋଲିସ ଉପରେ ରହିଛି ଅଦୃଶ୍ୟ ଚାପ ସେହି ବିଷୟ ରେ ସଂମ୍ପର୍ଣ୍ଣ ତଥ୍ୟ ଆଗାମୀ ସମୟ ରେ ମିଳିବା ପାଇଁ ଥିବା ବେଳେ ଏହାକୁ ନେଇ ଆପଣ ମାନଙ୍କର କଣ ମତାମତ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ