ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଆସିଲା ନୂଆ ଲିଷ୍ଟ । ଘର ପାଇବାକୁ ଚହୁଁଥିଲେ କରି ଦିଅନ୍ତୁ ଏହି କାମ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନ ରେ ଆସିଜାଇଛି ବଡ ଖୁସୀ ଖବର । ଗତ କାଲି ବଜେଟ ରେ ଅନ୍ତର୍ଭୁକ୍ତି ଯୁକ୍ତ ବିକାଶ । ଭିତ୍ତି ଭୂମି ନିର୍ମାଣ ନିବେଶ ବୃଦ୍ଧି। ନିଯୁକ୍ତି , ଯୁବକ ଙ୍କ ସହିତ ସମୃଦ୍ଧି ଆଦି ଉପରେ ଗୁୁରୁତ୍ୱ ରୋପ କରାଜାଇଛି । ଏହି ମଧ୍ୟରେ PM ଆୱାସ ଯୋଜନା ଅଧିନରେ ବଡ ଘୋଷଣା ମଧ୍ୟ ଜାରି ହୋଇଛି । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ର ଅଟକଳ ବହୁତ ବୃଦ୍ଧି ପାଇଛି । ପୂର୍ବ ତୁଳନା ରେ ଏହି ଯୋଜନା ପାଇଁ ଅଧିକ 66 ପ୍ରତିଶତ ବେୟ ବରାତ କରାଜାଇଛି । ଆଗକୁ ନିର୍ବାଚନ ଥିବାରୁ କେବଳ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ପାଇଁ 79 ହଜାର କୋଟି ଟଙ୍କା ବେୟ ବରାତ ହୋଇଛି । ଏପଟେ କୃଷି ଭିତ୍ତିକ ଷ୍ଟାଟସ କୁ ପ୍ରସାହିତ କରିବା ପାଇଁ ଏଗ୍ରି କଲ୍ଚର ପାଣ୍ଠି ପ୍ରତିଷ୍ଟା କରିବା ଲାଗି ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ମଧ୍ୟ ଘୋଷଣା କରିଛନ୍ତି ।

pm

ସେହି ପରି ବିଭିନ୍ନ ମୂଖ୍ୟ ସ୍ଥାନରେ 157 ଟି ନୋର୍ସିଂ କଲେଜ ସ୍ଥାପନା ପାଇଁ ମଧ୍ୟ ଲକ୍ଷ ରଖିଛନ୍ତି । ଆଗାମୀ 3 ବର୍ଷ ମଧ୍ୟରେ 740 ଏକ ଲବ୍ୟ ମୋଡେଲ ସ୍କୁଲ ରେ 38 ହଜାର 8 ଶହ ଶିକ୍ଷକ ନିଯୁକ୍ତି ପାଇଁ ସରକାର ଲକ୍ଷ ଧାର୍ଯ୍ୟ କରିଛନ୍ତି । ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ର ଅଟକଣ 66 ପ୍ରତିଶତ କୁ ବୃଦ୍ଧି ପାଇଛି ।

ଆଉ ଏହି ଯୋଜନା ରେ 79 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ସୂଚନା ଦେଇଛନ୍ତି । ତେବେ ଯଦି ଆପଣ ମାନେ ଏହାର ଲିଙ୍କ୍ ଦେଖିବା ପାଇଁ ଚାହୁଁଥିବେ ତେବେ ଆମେ ଏଠାରେ ଆପଣ ମାନଙ୍କୁ ଲିଙ୍କ୍ ମିଳିଯିବ । ତେବେ ଆପଣ ମାନେ ଜାଇ ମଧ୍ୟ ଲିଷ୍ଟ ଚେକ୍ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ