ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ହେଲା ନୂଆ ସର୍ତ୍ତ Lagu, ଏହି ତାରିଖ ରୁ ମିଳିବ ଏହି ଲୋକମାନଙ୍କୁ ଘର, ଆପଣଙ୍କ ନାଁ ନାହିଁ ତ !

Pradhan Mantri Awas Yojana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ରାଜ୍ୟରେ ନୂଆ ଆର୍ଥିକ ବର୍ଷ 2022-23 ତେବେ ଖୁବ ଶୀଘ୍ର ଆବଣ୍ଟିତ ହେବାକୁ ଯାଉଛି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଅଧିନ ରେ ଘର । ତେବେ ଏହି ନିର୍ମାଣ କୁ ଜାରି ହୋଇଛି ଆଉ କିଛି ନୂଆ ସୂଚନା । ଜାହା ଆପଣ ମାନେ ସମସ୍ତେ ବନ୍ଧୁଗଣ ଜାଣି ରଖିବା ଜରୁରୀ ଅଟେ । ତେବେ ବର୍ତମାନ ସମୟ ରେ ଆପଣ ମାନେ ଭାବୁଥିଲେ କଣ ପାଇଁ ବର୍ତମାନ ସମୟ ପର୍ଯ୍ୟନ୍ତ PMAY ମାଧ୍ୟମରେ କଣ ପାଇଁ ଅର୍ଥ ଆବଣ୍ଟିତ ହୋଇନାହିଁ । ବା ୱାରକର୍ଡ କଣ ପାଇଁ ଆବଣ୍ଟିତ ହୋଇନାହିଁ ସେହି ବିଷୟ ରେ ଆସନ୍ତୁ ଜାଣିନେବା ।

ତେବେ ଡିସେମ୍ବର 31 ତାରିଖ 2024 ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା । ଏହି ଆୱାସ ଯୋଜନା ରେ ସହରାଞ୍ଚଳ ବ୍ୟପାର ମନ୍ତ୍ରାଳୟ ପ୍ରସ୍ତାବକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅଦକ୍ଷତା ରେ ଅନୁଷ୍ଟିତ କେନ୍ଦ୍ର । କେବିନେଟ ବୈଠକ ରେ ଅନୁମୋଦନ କରାଜାଇଛି ଏହି ଯୋଜନା ଅଧିନ ରେ ମାର୍ଚ୍ଚ ମାସ 31 ତାରିଖ 2022 ସୁଧା ମଞୀରୁ ହୋଇଥିବା 122 .69 ଲକ୍ଷ୍ୟ ଆୱାସ ସମ୍ପୂର୍ଣ୍ଣ କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

pm

ତେବେ PMAY ସମସ୍ତଙ୍କ ପାଇଁ ଆୱାସ ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏକ ପ୍ରମୁଖ ପ୍ଲେକ୍ସିମ୍ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ଦେଶର ସହରା ଅଞ୍ଚଳରେ ଥିବା ସବୁ ଯୋଗ୍ୟ ହିତଧିକାରୀ ମାନଙ୍କ ସହ ଋତୁ ପାଇଁ ଅନୁକୂଳ ପକ୍କା ଘର ଯୋଗାଇ ଦିଆଯାଇଛି ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ କେନ୍ଦୀୟ ନୋଡାଲ ଅଜେନ୍ସୀ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି ।

ତେବେ ଦେଶର ସବୁ ସହରାଞ୍ଚଳ କୁ ଏହି ଯୋଜନା ରେ ସାମିଲ କରାଜାଇଛି ତେବେ ବିଜ୍ଞ୍ୟାପିତ ଯୋଜନା ଏବଂ ବିକାଶ ସମେତ 2011 ଜନଗଣାନା ଅନୁସାରେ ସବୁ ବୈଧାନିକ ସହର ଏବଂ ଏହା ପରେ ବିଜ୍ଞ୍ୟାପିତ ହେଉଥିବା ସବୁ ସହର ରେ ଯୋଜନା କାର୍ଯ୍ୟକାରୀ ହେଉଛି । ତେବେ ରାଜ୍ୟରେ ଖୁବ ଶୀଘ୍ର ଅର୍ଥାତ ବିଶେଷ ସୂତ୍ରର ସୂଚନା ମୁତାବକ ଅଗଷ୍ଟ ମାସର ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ମାସ ଶେଷ ସପ୍ତାହ ସୁଧା ୱାର୍କଡ ମଧ୍ୟ ପ୍ରସ୍ତୁତ ହୋଇଯିବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ