ଦହି ଖାଇବା ପରେ ଭୁଲରେ ମଧ୍ୟ ଖାନ୍ତୁ ନାହିଁ ଏହି ତିନୋଟି ଜିନିଷ ନଚେତ ଜୀବନ ସାରା ପସ୍ତେଇବାକୁ ପଡ଼ିବ ।

Spread the love

ଆଜିକାଲିର ବ୍ୟସ୍ତମୟ ଜୀବନଶୈଳୀ, ଯାହାଦ୍ଵାରା ମନୁଷ୍ୟ ନିଜ ଖାଦ୍ୟପେୟର ମଧ୍ୟ ଠିକ ଭାବରେ ଯତ୍ନ ନେଇପରେ ନାହିଁ । ଯାହାଫଳରେ ସ୍ୱାସ୍ଥ୍ୟ ଜନିତ ଅନେକ କିଛି ଅସୁବିଧା ଦେଖିବାକୁ ମିଳେ । ଆଜିକାର ସମୟରେ କୌଣସି ବ୍ୟକ୍ତି ସୁସ୍ଥାରେ ରହିବା ଏକ କାଠିକର ପାଠ କଷ୍ଟସାଧ୍ୟ ବୋଲି ମାନେ ହେଉଛି । ଏହା ତ ଆମେ ସମସ୍ତେ ଜଣିଛୁ କି, କାମ କରିବା ପାଇଁ ଓ ରୋଜଗାର କରିବା ପାଇଁ ସ୍ୱାସ୍ଥ୍ୟ ଭଲ ରହିବା ନିହାତି ଆବଶ୍ୟକ । ଏଥିପାଇଁ ଆପଣ ଭୋଜନ କରିବା ସମୟରେ ଖାଦ୍ୟପ୍ରତି ଧ୍ୟାନ ରଖିବା ଆବଶ୍ୟକ । ଆଜିକାଲି ଋତୁର ବହୁତ ପରିବର୍ତ୍ତନ ହେଉଛି; ଯେଉଁ କାରଣରୁ ଅନେକ ରୋଗ ବ୍ୟାପିବାରେ ଲାଗୁଛି । ସମୟର ପରିବର୍ତ୍ତନ ହେବା ସହ ଲୋକମାନଙ୍କ ଖାଇବା-ପିଇବାରେ ମଧ୍ୟ ବହୁତ ପରିବର୍ତ୍ତନ ହେବାରେ ଲାଗୁଛି, ତେଣୁ ଅଧିକାଂଶ ଲୋକମାନେ ରୁଗୀର୍ଣ୍ଣ ଓ ରୋଗଗ୍ରସ୍ତରେ ପୀଡିତ ହେଉଛନ୍ତି ।

କହିବାକୁ ଗଲେ ଦହି ଖାଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ କେତେକ ସମୟରେ ଦହି ଖାଇଲେ ଆପଣଙ୍କର ଅସୁବିଧାଗୁଡ଼ିକୁ ବଢ଼େଇ ଯାଇଥାଏ । ଆମେ ଆଜି ଆପଣଙ୍କୁ ଏଭଳି ତିନୋଟି ଜିନିଷ ବିଷୟରେ କହିବାକୁ ଯାଉଛୁ; ଯାହାକି ଦହି ସହିତ ଖାଇଲେ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଆସନ୍ତୁ କେଉଁ ତିନୋଟି ଜିନିଷ ଦହି ସହିତ ଖାଇବା ଉଚିତ ନୁହଁ, ସେ ବିଷୟରେ ସମ୍ପୁର୍ଣରୂପେ ଜାଣିବା ।

● ମାଛ –

ମନେରଖିବେ ଆପଣ କେବେ ମଧ୍ୟ ମାଛ ଖାଇବା ପରେ ଦହି ଖାଇବେ ନାହିଁ । କାରଣ ଏଭଳି କରିଲେ ଶରୀରରେ ଧଳା ଦାଗ ଜନିତ ସମସ୍ୟା ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ଆମେ ସେହି ବେମାର ବିଷୟରେ କହିବାକୁ ଚାହୁଁଛୁ; ଯାହାକି ମୁହଁ, ଦେହରେ ବଡ଼ ଧଳା ଦାଗ ସୃଷ୍ଟ ହୁଏ । ଦହି ଖାଇବା ପରେ ମାଛ ଖାଇଲେ ଆପଣଙ୍କୁ ଏହି ବେମାର ହୋଇପାରେ ଯାହାର ନାମ ହେଉଛି ଲ୍ୟୁକୋଡ଼ର୍ମା ।

● କୁକୁଡ଼ା –

ଆପଣ ଯଦି ଦହି ଖାଇବାକୁ ପସନ୍ଦ କରନ୍ତି; ତେବେ ଆପଣଙ୍କୁ ଏହା ମଧ୍ୟ ଜଣା ରଖିବା ଉଚିତ କି, ଦହି ଥଣ୍ଡା ଅଟେ । ସେହିଭଳି କୁକୁଡ଼ା ମାଂସ ଓ ଛେଳି ମାଂସ ଦେହ ପାଇଁ ଗରମ ଅଟେ । ଯଦି ଆପଣ ଦହି ଖାଇବା ପରେ ମାଂସ ଖାଇବେ; ତେବେ ଏହି ଦୁହେଁ ମିଶି କିଛି ଏଭଳି ତତ୍ତ୍ୱ ନିର୍ମାଣ କରିବେ, ଯାହାକି ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ ।

● ଦହି ବରା –

ଆପଣ ଯଦି ଦହିବରା ଖାଇବାକୁ ପସନ୍ଦ କରନ୍ତି, ତେବେ ଏହି କଥାକୁ ମନେ ରଖିବେ କି, ଦହି ଖାଇବା ପରେ ଦହି ବରା ଖାଇବେ ନାହିଁ । ନଚେତ ଏହା ଆପଣଙ୍କ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏଭଳି କରିଲେ ଆପଣଙ୍କ ହୃଦୟରେ ରକ୍ତ ସଞ୍ଚାଳନ ହେବାରେ ଅସୁବିଧା ହୋଇପାରେ ଓ ହାର୍ଟ ଆଟାକ୍ ମଧ୍ୟ ହୋଇପାରେ ।