ସେବନ କରିବେ ଏହି ଫଳର ମଞ୍ଜି, ଜୀବନରେ କେବେ ମଧ୍ୟ ଆସିବନି ହାର୍ଟ ଅଟେକ୍

Spread the love

ହାର୍ଟ ଅଟେକ୍ ଏହି ରୋଗ- ଚିନ୍ତା, ଦୂଷିତ ପଦାର୍ଥ ଖାଇବା, ମଧୁମେହ, ରକ୍ତଚାପ ଓ ମୋଟାପଣ କାରଣରୁ ହୋଇଥାଏ । ଆମ ଶରୀରରେ ଗୋଟିଏ ହୃଦୟ ରହିଥାଏ । ଏଥିପାଇଁ ଆମେ ଏହାର ବହୁତ ଯତ୍ନ ନେବା ଦରକାର । ହୃଦୟ ରୋଗ ବହୁତ ଘାତକ ହୋଇଥାଏ । ଲ ବ୍ଲଡ଼ ପ୍ରେସର , ହାଇ ବ୍ଲଡ଼ ପ୍ରେସର , ହୃଦୟର ଦୁର୍ବଳତା, ହୃଦୟର ବେଗ ବଢିବା ଓ ଧୀର ହୋଇଯିବା ଇତ୍ୟାଦି ହାର୍ଟ ଅଟେକ୍ ର କାରଣ ହୋଇଥାଏ । ଯାହା ଯେକୋଣସି ବ୍ୟକ୍ତିଙ୍କୁ ହୋଇପାରେ । ଏହି ରୋଗ ଦ୍ୱାରା ବ୍ୟକ୍ତି ଅକାଳ ମୃତ୍ୟୁର ଶିକାର ହୋଇପାରେ । ହୃଦୟ ରୋଗର ଚିକିତ୍ସା ପାଇଁ ବହୁତ ଭଲ ଉପଚାର ରହଛି । ଯୋଡି ଆମେ ଆରମ୍ଭ ରୁ ହୃଦୟକୁ ନେଇ ସମ୍ବେଦନଶୀଳ ରହିବ ତେବେ ଆମେ ଏହାର ଭଲ ଭାବରେ ଯତ୍ନ ନେଇ ପାରିବା । ଆମ ରୋଷେଇ ଘରରେ ଏମିତି କିଛି ପଦାର୍ଥ ରହିଛି ଯାହାର ସାହାଯ୍ୟରେ ଆମେ ଆମ ହୃଦୟର ଭଲ ଭାବରେ ଯତ୍ନ ନେଇ ପାରିବା ।

■ ହୃଦୟର ଦୁର୍ବଳତାକୁ ଦୂର କରିବା ପାଇଁ କେତୋଟି ଉପଚାର

1. ଆପଣ ସବୁଦିନ ଗୋଟିଏ ଚାମଚ ଶୁଦ୍ଧ ମହୁର ସେବନ କରନ୍ତୁ ।ଏହା ଆପଣଙ୍କ ହୃଦୟକୁ ମଜବୁତ କରିଥାଏ

2. ଅଁଳା ଓ ମିଶ୍ରି କୁ ସମାନ ମାତ୍ରାରେ ନେଇ ଗୁଣ୍ଡ କରିଦିଅନ୍ତୁ ଓ ସବୁ ଦିନ 5 ଗ୍ରାମ ଗୁଣ୍ଡକୁ ସେବନ କରନ୍ତୁ । ଏହା କରିବା ଦ୍ୱାରା ହୃଦୟ ର ବୋହୁତି ରୋଗ ଦୂର ହୋଇଯାଏ ।

3. ଯଦି ଆପଣ ଗୁଣ୍ଡକୁ ମହୁ ସହିତ ମିଶାଇ କରି ଖାଇଲେ ହୃଦୟର ଦୁର୍ବଳତା ଦୂର ହୋଇଥାଏ ।

4.ଅର୍ଜୁନ ଛାଲ ର ଗୁଣ୍ଡ 10 ଗ୍ରାମ,10 ଗ୍ରାମ ଗୁଡକୁ କ୍ଷୀରରେ ମିଶାଇ ଗରମ କରିଦିଅନ୍ତୁ । ଏହାକୁ ସେବନ କରନ୍ତୁ । ଏହା ଦ୍ୱରା ହୃଦୟର ଦୁର୍ବଳତା ଦୂର ହୋଇଥାଏ ।

5. ଦେଶୀ ଘିଅ ଓ ଗୁଡକୁ ମିଶାଇ ଖାଇବା ଦ୍ୱାରା ହୃଦୟକୁ ଶକ୍ତି ମିଳିଥାଏ ।

6. ତରୁଭୂଜ ହୃଦୟ ରୋଗରୁ ବଞ୍ଚାଇ ଥାଏ । ତରୁଭୂଜରେ 92% ପାଣି ରହିଥାଏ ଓ ସେଥିରେ ଭିଟାମିନ A, ଭିଟାମିନ C , B-6,ବିଟା କେରଟିନ ରହିଥାଏ ଓ ଏହା ହୃଦୟ ରୋଗରୁ ବଞ୍ଚାଇ ଥାଏ । 2 ଚାମଚ ତରୁଭୂଜ ମଞ୍ଜି ଓ 2 ଲିଟର ପାଣିରେ ମିଶାଇ ଏହାକୁ 15 ମିନିଟ ଗରମ କରିଦିଅନ୍ତୁ । ଏହାକୁ ସେବନ କରନ୍ତୁ ।

■ ହୃଦୟର ବ୍ୟଥା ବା ବେଦନାକୁ ଏମିତି କରନ୍ତୁ ଦୂର :

7.ଡାଳିମ୍ବ 10ମିଲି ରସରେ 10ଗ୍ରାମ ମିଶ୍ରି ମିଶାଇ ସବୁଦିନ ସକାଳୁ ସେବନ କରନ୍ତୁ । ଏଥିଦ୍ୱାରା ହୃଦୟର ବ୍ୟଥା ଦୂର ହୋଇଥାଏ ।

8.ଯଦି ଆପଣଙ୍କ ଛାତିର ବାମ ପାର୍ଶ୍ଵରେ ବା ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଝାଳ ମଧ୍ୟ ଆସୁଥାଏ ତେବେ କିଛି ଦିନ ରସୁଣ ଓ କ୍ଷୀର କୁ ଗରମ କରି ସେବନ କରନ୍ତୁ ।

9.ଲାଉକୁ ସହିତ ଅଳ୍ପ ମାତ୍ରାରେ ଲୁଣ, ଧନିଆ, ହଳଦି ଜିରା କୁ ସିଯାଇ ଦିୟନ୍ତୁ । ଏହା ସେବନ କରିବା ଦ୍ୱାରା ଆପଣ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

10. 10ମିଲି ଅଦାର ରସ ଓ ମହୁକୁ ମିଶାଇ ସେବନ କରିବା ଦ୍ୱାରା ଆରାମ ମିଳିଥାଏ ।