ପୂର୍ବରୁ ଆପଣ ମହିଳାଙ୍କ ଏହିପରି କୁସ୍ତି ଦେଖିନଥିବେ ! ଏମାନଙ୍କ ସମ୍ମୁଖରେ WWEର ରେସଲର୍ ଫେଲ୍ ହୋଇଯିବେ ।

Spread the love

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଦୁନିଆରେ ପ୍ରତିଦିନ ଏହିପରି ଭିଡ଼ିଓ ଆସିଥାଏ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ସୋସିଆଲ ମିଡିଆରେ ବର୍ତ୍ତମାନ ଏହିପରି ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଜଣ ମହିଳା ପରସ୍ପର ସହ ମଝି ରାସ୍ତାରେ କଳି କରୁଛନ୍ତି । ପ୍ରଥମେ ଦୁଇଜଣ ମହିଳା ପରସ୍ପରକୁ ଗାଳିଗୁଲଜ କରୁଛନ୍ତି କିନ୍ତୁ ପରେ ପରେ ରାସ୍ତା ଉପରେ ହାତ ଉଥାଉଠି ଆରମ୍ଭ ହୋଇଯାଇଥାଏ । ଦୁଇ ମହିଳାଙ୍କ ଏହି କଳିର ଭିଡ଼ିଓ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଦିନ ଗୁଡିକରେ ଖୁବ୍ ଜୋରରେ ଭାଇରଲ ହେବାରେ ଲାଗିଛି । ଏଥିରେ ଦୁଇଜଣ ମହିଳା କଳିର ସମସ୍ତ ବିଷୟକୁ ପଛରେ ପକାଇ ଦେଇଛନ୍ତି । ଭିଡ଼ିଓରେ ଦୁଇଜଣ ମହିଳା ଝାଡୁ ନେଇ ସଡ଼କ ଉପରେ ମାରପିଟ କରୁଥିବାର ନଜରକୁ ଆସିଛି । ପାର୍ଶ୍ଵରେ ଠିଆ ହୋଇଥିବା ଲୋକେ ଦେଖିବା ଛଡା ଅନ୍ୟ କିଛି କରି ପାରୁନାହାନ୍ତି ।

ଏହି ଦୁଇ ମହିଳା ଲଜ୍ଜ୍ୟାର ସମସ୍ତ ସୀମା ଲଙ୍ଘି ସାରିଛନ୍ତି । ନା ହିଁ କାହାରିକୁ ଏମାନଙ୍କର ଭୟ ରହିଛି, ଉଭୟ ଉଭୟଙ୍କ ଉପରକୁ ଝାଡୁରେ ପ୍ରହାର କରିବାରେ ଲାଗି ପଡିଛନ୍ତି । ଯେତେବେଳେ ଝାଡୁ ପ୍ରହରରେ ମନ ଭରି ନଥିଲା, ଉଭୟ ଉଭୟଙ୍କ କେଶ ଟାଣିବା ଆରମ୍ଭ କରିଥିଲେ ।ପରେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଦୁହିଁଙ୍କ କଳିକୁ ରୋକିକା ପାଇଁ ସାମ୍ନାକୁ ଆସିଥିଲେ କିନ୍ତୁ ବ୍ୟକ୍ତି ଜଣଙ୍କ ଝଗଡା ତୁଟାଇବାରେ ସଫଳ ହୋଇନଥିଲେ । ଘଟଣା ଅନୁସାରେ ମହିଳା ଦୁଇଜଣ ଏକ ଚଷମା ଦୋକାନକୁ ଯାଇଥିଲେ ଯେଉଁଠାରେ ଦୁହିଁଙ୍କ ଝଗଡା ଆରମ୍ଭ ହୋଇ ଯାଇଥିଲା । ଘଟଣା ଦିନ ଗ୍ରାହକଙ୍କୁ ଦୋକାନକୁ ଡାକିବାକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ କଳି ଆରମ୍ଭ ହୋଇଥିଲା ।

ଦେଖୁ ଦେଖୁ ଦୁହିଁଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା ପରେ ପରେ ଦୁହେଁ ଦୁହିଁଙ୍କ ଉପରକୁ ହାତ ଉଠାଇବା ଆରମ୍ଭ କରି ଦେଇଥିଲେ । ଦୁହେଁ ଝାଡୁରେ ପରସ୍ପରକୁ ମାରିବା ଆରମ୍ଭ କରିଥିଲେ ପରେ ପରସ୍ପରକୁ ତଳେ ପକାଇବା ପାଇଁ ଚେଷ୍ଟା କରିଥିଲେ । ଆଖପାଖରେ ଠିଆ ହୋଇ ଅନେକ ଲୋକେ ଦେଖିବା ଛଡା ଅନ୍ୟ କିଛି କରୁନଥିଲେ । କିନ୍ତୁ ଜଣେ ବ୍ୟକ୍ତି ବ୍ୟତୀତ ଅନ୍ୟ କେହି ଏହି କଳିକୁ ଛଡ଼େଇବା ପାଇଁ ଆସିନଥିଲେ ।

ସୂଚନା ଅନୁସାରେ ପ୍ରାୟତଃ ଦୁଇଜଣ ମହିଳାଙ୍କ ମଧ୍ୟରେ ଗ୍ରାହକଙ୍କୁ ନେଇ ଗାଳି ଗୁଲଜ ହେଉଥିଲା । ମହିଳାଙ୍କ ମଧ୍ୟରେ କଳି ହେବାର ଆପଣ ଦେଖିଥିବେ କିନ୍ତୁ ଆଜିର ଏହି ମହିଳାଙ୍କ କଳି ଆପଣ ପୂର୍ବରୁ ଦେଖି ନଥିବେ । ଏହି ଭିଡ଼ିଓକୁ ବର୍ତ୍ତମାନ ସୋସିଆଲ ମିଡିଆରେ ଅପଲୋଡ଼ କରିଦିଆ ଯାଇଛି, ଯାହାପରେ ଏହି ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି ଏବଂ ଏହି ଭିଡ଼ିଓ ତଳେ ଅନେକ ଲୋକ ନିଜ ନିଜର କମେଣ୍ଟ ମଧ୍ୟ ଦେଇଛନ୍ତି । ଭିଡ଼ିଓରେ ଆପଣ ଦେଖି ପାରିବେ ମହିଳା ଦୁଇଜଣ କେଉଁଭଳି ରୂପରେ ଝଗଡ଼ାରେ ମଜ୍ଜି ଯାଇଛନ୍ତି ।

ଏହିପରି ମହିଳାଙ୍କ କଳି ହୋଇ ଥାଇପାରେ, ପୂର୍ବରୁ କେହି ଦେଖିନଥିବେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରଲ ହେବାରେ ଲାଗିଛି । କିଛି ଲୋକ ଏହି ଭିଡ଼ିଓକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, କିପରି ମହିଳାମାନେ ସଡକ ଉପରେ ଏହିପରି କେଶ ଟଣାଟାଣି ହୋଇ ଝଗଡା କରିପାରନ୍ତି । ଅନ୍ୟପକ୍ଷରେ କିଛି ଲୋକ ଏହି ଭିଡ଼ିଓକୁ ଦେଖି ଥଟ୍ଟା ଉଡାଇବାରେ ଲାଗି ପଡିଛନ୍ତି ।ଆପଣ ମଧ୍ୟ ଭିଡ଼ିଓଟିକୁ ଦେଖନ୍ତୁ କିନ୍ତୁ ଭିଡ଼ିଓଟିକୁ ଏକୁଟିଆ ଦେଖିବା ପାଇଁ ଚେଷ୍ଟା କରନ୍ତୁ । ଏହି ଦୁହିଙ୍କ ଝଗଡାର କାରଣ ଖାସ୍ ହୋଇ ନପାରେ କିନ୍ତୁ ଏହି ଦୁହିଁଙ୍କ ଝଗଡା ଖାସ ଅଟେ । ଏମାନଙ୍କ ଆଗରେ WEE ରେସଲର୍ ମାନେ ଫେଲ୍ ହୋଇଯିବେ ।

ଦେଖନ୍ତୁ ଭିଡିଓ :