ଭଣଜା ପ୍ରେମ କଲା ପା-ଗେଳୀ , ମାଇଁ ସାଜିଲା ରା-କ୍ଷସୀ , ପୁଅ ଭଳି ଭଣଜାକୁ ପ୍ରେମ କରି ହେଲା ବ-ର୍ବାଦ

bhanaja

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଆ ଭଳି ମାଆ ଟିଏ ଅଳି ଅଝଟ ବୁଝିଥାନ୍ତି । ମାମୁଁ ଘରକୁ ଗଲେ ସେ ହିଁ ଆମକୁ ଗେଲ କରିଥାନ୍ତି । ସବୁ କଥା ବୁଝିବା ପାଇଁ ଚେଷ୍ଟା କରିଥାନ୍ତି । ଆଉ ମାମୁଁ ସହିତ ବି ଲଢିଜାଇଥାନ୍ତି ହେଲେ ଆଜିର କଳଙ୍କିତ ଦୁନିଆଁରେ ଏମିତି ଅନେକ ଘଟଣା ଲୋକ ମାନଙ୍କ ସାମ୍ନାକୁ ଆସୁଛି ଯାହା ମୁଣ୍ଡ ତଳକୁ କରିଦେଉଛି । ଆଜି ବିବାହିତା ନାରୀ ଏବଂ ପୁରୁଷ ଅଧିକ ପ୍ରେମରେ ପଡୁଛନ୍ତି । ଆଉ ନିଜର ପରିବାର କୁ ଛାଡି ହୋଇଜାଉଛନ୍ତି ଆଉ କାହାର । ନିଜର ଜନ୍ମ କରିବା ଛୁଆ ପିଲାଙ୍କୁ ବି ଭୁଲିଜାଇ ସେହି ଭଲ ପାଇବା ଥିବା ମଣିଷ ହୋଇଜାଇ ନିଜର ପରିବାର କୁ ବି ଛାଡି ପଳେଇଜାଉଛନ୍ତି ।

ହେଲେ ଏହି ପରି କଥା ବାସ୍ତବ ସମାଜ ରେ ଅତି ନିନ୍ଦନିୟ ଅଟେ । ଏହି ପରି ମହିଳା ମାନେ ନା ଏ କୂଳର ହୋଇଥାନ୍ତି ନା ସେ କୂଳର ବର୍ତମାନ ସମୟ ରେ ସାମ୍ନାକୁ ଆସିଥିବା ଏହି ଘଟଣା ଉପରେ ଥରେ ନଜର ଦିଅନ୍ତୁ । ଆପଣ ମାନେ ବି ସୁଣିଲେ ଛି ଛି କରିବେ । ତେବେ ଏଠାରେ ବନ୍ଧୁଗଣ ମାଇଁ କୁ ଭଣଜା ପ୍ରେମ କରି ଦେଇଛି ବାୟାଣୀ ।

mai

ତେବେ ସେ ନିଜର ପରିବାର କୁ ଭୁଲି ନିଜର ଭଣଜା ର ହେବାର ସ୍ୱପ୍ନ ଦେଖିଥିଲେ ଆଉ ଭଣଜା ବି ମାଇଁ କୁ ଏହି ପରି କିଛି କଥା କହି ଫସେଇ ଦେଇଥିଲେ । ଜାହା ପରେ ମାଇଁ ସବୁ କିଛି ଭୁଲଜାଇ ଭଉଜା ପାଖକୁ ଧାଇଁ ପଳେଇଥିଲେ । ବନ୍ଧୁଗଣ ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ପାଟପୁର ଥାନା ରାମଚନ୍ଦ୍ରପୁର ଗାଆଁର ଅଟେ । ଗୋପାଳ ସାହୁଙ୍କ ପତ୍ନୀ ନିଜ ଭଣଜା ପ୍ରେମରେ ପଡ଼ି ଯାଇଥିଲେ ଆଉ ସ୍ଵାମୀ ଘରେ ନ ରହିବା ଫାଇଦା ଉଠାଇ ଭଣଜା ସହିତ ରଖୁଥିଲେ ଶା-ରୀ-ରିକ ସ-ମ୍ପ-ର୍କ।

ତେବେ କେବଳ ଏତିକି ନୁହେଁ ତାଙ୍କୁ ପ୍ରେମ ଏତେ ପରିମାଣ ବାୟା କରିଦେଇଥିଲା ଯେ ଘର ଏବଂ ପରିବାର ପିଲା ଛୁଆଁ ଙ୍କୁ ଛାଡି ରାଜସ୍ତାନ ନିଜର ଭଣଜା ପାଖକୁ ରହିବାକୁ ଚାଲି ଜାଇଥିଲେ । ତେବେ ଦୁଇ ବର୍ଷ ପରେ ସଂ-ମ୍ପ-ର୍କ ରେ ଫାଟ ସୃଷ୍ଟି ହେବାରୁ ଏବେ ରାଜସ୍ତାନ ରୁ ଫେରି ଆସି ନିଜର ଶାଶୁ ଘର ଆଗରେ କହୁଛନ୍ତି ଯେ ତାଙ୍କ ପରିବାର ସହିତ ରହିବେ ଏହାକୁ ନେଇ ବର୍ତମାନ ସମୟ ରେ ସମସ୍ତ ଗ୍ରାମ ବାସୀ ମାନେ ପ୍ରତିବାଦ କରୁଛନ୍ତି ।

ଆଉ ଏହିଥି ପାଇଁ ଥାନାରେ ମଧ୍ୟ ଏତଲା ଦିଆଜାଇଛି । ତେବେ ଏହି ଘଟଣା ରେ ଗୋପାଳ ସାହୁ ଙ୍କୁ ନ୍ୟାୟ ମିଳିଯାଉ ବୋଲି ଗ୍ରାମ ବାସୀ ମାନେ ଦାବି କରିଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *