ଦଶମ ଛାତ୍ର ଛାତ୍ରୀଙ୍କ ପାଇଁ ନବୀନ ଆଣିଲେ ବଡ ଖବର – ନିଶ୍ଚୟ ଜାଣନ୍ତୁ

10th

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ମେଟ୍ରିକ ଛାତ୍ରଛାତ୍ରୀ ଙ୍କ ଲାଗି ଆସୁଛି ଆଉ କିଛି ନୂଆ ସୂଚନା । ଆପଣ ମାନେ ସମସ୍ତେ ଜାଣିଥିଲେ ଏବେ ଛାତ୍ରଛାତ୍ରୀ ମାନେ ସମେଟିଭ ୱାନ ପରିକ୍ଷା ଦେଇଥିଲେ । ଏହି ମଧ୍ୟରେ ଆସୁଛି ଆଉ କିଛି ନୂଆ ଅପଡେଟ । ଆସନ୍ତୁ ନଜର ପକେଇବା। ମାଧ୍ୟମିକ ଶିକ୍ଷା ପରିଶଦ ବୋର୍ଡ ପକ୍ଷରୁ 9 ତାରିଖ ରୁ ରାଜ୍ୟ ବ୍ୟାପି ଆରମ୍ଭ ହୋଇଥିଲା ମେଟ୍ରିକ ସମେଟିଭ ଆସୋସମେଣ୍ଟ 1 ପରିକ୍ଷା ।

ପରିକ୍ଷା ର ଖାତା ଦେଖା ଆସନ୍ତା 19 ତାରିଖ ରେ ଶେଷ ହେବ । କେବଳ 30 ମାସ ବିଶିଷ୍ଟ ସବଜେକ୍ଟିଭ ପରିକ୍ଷା ର ଖାତା ଦେଖା ଯାଉଥିବାରୁ 10 ଦିନ ମଧ୍ୟରେ ଏହି ମୂଲ୍ୟାୟନ ଶେଷ କରିବା ପାଇଁ । ସମୟ ଧାର୍ଯ୍ୟ ହୋଇଛି । ମାତ୍ର 50 ମାାର୍କ ବିଶିଷ୍ଟ ଓବଜେକ୍ଟିଭ ପରିକ୍ଷା ର OMR ସିଟ୍ କୁ କମ୍ପ୍ୟୁଟର ଦେଖା ହେବାର ବ୍ୟବସ୍ଥା ରହିଥିବାରୁ ଏହା ସବଜେକ୍ଚିଭ ଖାତା ଦେଖା ସରିବା ପୂର୍ବରୁ ଶେଷ ହୋଇଯିବ ବୋଲି ବୋର୍ଡ ର ଜଣେ ଅଧିକାରୀ କହିଛନ୍ତି ।

school

ତେବେ ଟାବୁଲେସନ ସରିବା ପରେ ଏହି ପରିକ୍ଷା ଫଳ ପ୍ରକାଶ ଦିନରେ ପରବର୍ତି ନିସ୍ପତି ନିଆଯିବ ବୋଲି କତୃପକ୍ଷ କହିଛନ୍ତି । SA 1 ପରିକ୍ଷା ଫଳ ସହିତ ମଧ୍ୟମା ଏବଂ ଟେଷ୍ଟ ଅପନ ସ୍କୁଲ ସାର୍ଟିଫିକେଟ ମଧ୍ୟ ପ୍ରକାଶ ପାଇବ ବୋଲି ଜଣା ପଡିଛି । ତେବେ ଗତ ବର୍ଷ 10 ମ ଶ୍ରେଣୀ ଛାତ୍ରଛାତ୍ରୀ SA 1 ପରିକ୍ଷା ଦେଇ ସାରିବା ପରେ ଫଳ ପ୍ରକାଶ କରାଜାଇ ନଥିଲା ।

ତେବେ ଚାରୋଟି ଫର୍ମାଟିବ ଏସୋସମେଣ୍ଟ ପରିକ୍ଷା ସହିତ SA 1 ପରିକ୍ଷା SA 2 ପରିକ୍ଷା ଶେଷ ହେବା ପରେ ସମସ୍ତ ମୂଲ୍ୟାୟନ କୁ ନେଇ ଫଳ ପ୍ରକାଶ ପାଇଥିଲା । ତେବେ ଚଳିତ ବର୍ଷ SA 1 ପରିକ୍ଷା ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *