“R”, “P” ଓ “S” ନାମରେ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାଵ ଏପରି ହୋଇଥାଏ ! ସମସ୍ତଙ୍କ ଠାରୁ ଅଲଗା ….

Spread the love

ଆମେ ସମସ୍ତେ ଜାଣିଛେ ଯେ, ସମସ୍ତଙ୍କ ନାମ ପଛରେ କିଛି ନା କିଛି ବିଶେଷ ମହତ୍ଵ ରହିଛି । ଏତିକି ହିଁ ନୁହେଁ ବହୁତ ଥର ଏମିତି ମଧ୍ୟ ହୁଏ କି ବ୍ୟକ୍ତିଙ୍କ ସ୍ଵଭାଵ ତାଙ୍କ ନାମ ଅନୁସାରେ ହୋଇଥାଏ । ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି ଜାଣି ପାରିବା ।

“R” ନାମରେ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ-

R ନାମ ହୋଇଥିବା ବ୍ୟକ୍ତି ବନ୍ଧୁମାନଙ୍କ କ୍ଷେତ୍ରରେ ବହୁତ ପକ୍କା ହୋଇଥାନ୍ତି । ଯାହା ସହିତ ବନ୍ଧୁ ବାନ୍ଧନ୍ତି ସଠିକ ରୂପେ ତୁଲାଇଥାନ୍ତି । ସମ୍ପର୍କକୁ ନେଇ ସେମାନେ ବହୁତ ତତ୍ପର ହୋଇଥାନ୍ତି । R ନାମର ବ୍ୟକ୍ତିଙ୍କ ପାଖରେ ଜ୍ଞାନ ଟିକିନିଖି ଭରପୁର ହୋଇଥାଏ ।

ଏମାନଙ୍କ ଠାରେ ବହୁତ ସହାୟତା ପ୍ରବୃତି ଗୁଣ ରହିଥାଏ । ଏମାନେ କାହାକୁ ଜାଣି ନ ଥିଲେ ମଧ୍ୟ ତାଙ୍କର ସାହାର୍ଯ୍ୟ କରିବାକୁ ଉତ୍ସାହିତ ହୁଅନ୍ତି । ଏମାନଙ୍କ ଠାରେ ଗୋଟେ ଅଲଗା ପ୍ରକାରର ଗୁଣ ଦେଖାଯାଏ । ଏମାନେ ଟିକେ ଆଳସ୍ୟ ସ୍ୱଭାବର ହୁଅନ୍ତି କିନ୍ତୁ ଏମାନେ ଯେଉଁ କ୍ଷେତ୍ରରେ ହାତ ଦିଅନ୍ତି ସେଥିରେ ସଫଳତା ପାଇଥାନ୍ତି ।

“P” ନାମର ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ-

କିଏ ପରିଚିତ ହେଉ ଅବା ଅପରିଚିତ ଏମାନେ ସମସ୍ତଙ୍କ ସହ ମିଳାମିଶା ହୋଇଯାନ୍ତି ଓ କଥାଳିଆ ହୁଅନ୍ତି । ଏମାନେ ବହୁ ମିଶ୍ରିତ ସ୍ଵଭାବର । ଏହି ଗୁଣ ପାଇଁ ଏମାନେ ଜୀବନରେ ବହୁତ ବନ୍ଧୁ ପାଇଥାନ୍ତି ।

ଏହି ନାମର ବ୍ୟକ୍ତିଙ୍କ ମନ ସଫା ହୋଇଥାଏ । ପ୍ରାୟତଃ ଏମାନେ କେବେ କାହା ବିଷୟରେ ଖରାପ କଥା କହନ୍ତି ନାହିଁ । ଏମାନେ ଦାନ ଧର୍ମରେ ବିଶ୍ୱାସ କରନ୍ତି । ଅନ୍ୟର ସାହାର୍ଯ୍ୟ କରିବାକୁ ଏମାନେ ଆଗେଇ ଆସନ୍ତି । ଯଦି କେବେ କାହାର ଭୁଲ ହେଲେ ମଧ୍ୟ ସେମାନଙ୍କୁ ଅତି ଶୀଘ୍ର କ୍ଷମା କରିଦିଅନ୍ତି ।

“S” ନାମରେ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ-

S ନାମ ଯେଉଁ ବ୍ୟକ୍ତିର ଥାଏ, ସେମାନଙ୍କର ବିଶେଷତ୍ୱ ହେଉଛି; ନିଜ କାମକୁ ପୂରାପୂରି ଅଲଗା ରୂପରେ କରନ୍ତି ଏବଂ ଆମେ ଆପଣଙ୍କୁ ଏହା ମଧ୍ୟ କହି ଦେଉଛୁ ଯେ, S ନାମର ବ୍ୟକ୍ତି ମାନେ ବହୁତ ପରିଶ୍ରମି ଅଟନ୍ତି । S ନାମଧାରୀ ବ୍ୟକ୍ତିର ନେତୃତ୍ୱ ମଧ୍ୟ ବିଶେଷ ହୋଇଥାଏ ଏବଂ ବାଲ୍ୟକାଳରୁ ଏମାନଙ୍କ ପାଖରେ ଏହି ବିଶେଷତଃ ଥାଏ ।

ଏହି ବ୍ୟକ୍ତି ସର୍ଵଦା ଆଗରେ ରହନ୍ତି, ଅବା କହିବା ଯେ, ଆଗରେ ରହିବା ଏମାନଙ୍କର ଅଭ୍ୟାସ । ସେଥିପାଇଁ ଏମାନେ ବହୁତ ପରିଶ୍ରମ କରନ୍ତି । S ନାମର ବ୍ୟକ୍ତିଙ୍କ ଆତ୍ମ ବିଶ୍ୱାସ ଥାଏ, ନିଜ ଲକ୍ଷ୍ୟକୁ ନିଜେ ପୁରାଣ କରନ୍ତି । ଏମାନେ ସମୟର ସଦୁପଯୋଗ କରନ୍ତି । ଠିକ ସମୟରେ ଠିକ କାମ କରିବାରେ ସଫଳ ଅଟନ୍ତି ।

ଏବେ ସେମାନଙ୍କର ଅନୁଭୂତି ବିଷୟରେ କହିବା ଯେ; ସେମାନେ ନିଜ ଅନୁଭୂତି ଲୁଚାଇବାରେ ଧୁରନ୍ଦର ଅଟନ୍ତି । କିନ୍ତୁ ସମ୍ପର୍କ ତୁଲାଇବାରେ ବହୁତ ଅଭିଜ୍ଞତା ଜାଣିଛନ୍ତି । S ନାମର ବ୍ୟକ୍ତି ଯାହାକୁ ଭଲ ପାଆନ୍ତି; ସେହି ସମ୍ପର୍କକୁ ଭଲଭାବରେ ନିଭେଇ ଥାଆନ୍ତି ।