ଦେଶି କୁକୁଡା ଓ ସୁନ୍ଦର ପ୍ରକୃତି ମୋର ଭାରି ପସନ୍ଦ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମତେ ଦେଶୀ କୁକୁଡା ଦେଲେ ମୁଁ ବାରମ୍ବାର ଆସିବି । ବନ୍ଧୁଗଣ ଏବେ ଖାଲି ଓଡିଶା ନୁେହେଁ ସାରା ଭାରତରେ ଦମନ ଫିଲ୍ମକୁ ନେଇ ଚର୍ଚ୍ଚା କମିବାରେ ନାଁ ନେଉ ନାହିଁ । ଦୀର୍ଘ ବହୁତ ବର୍ଷ ପରେ ଓଡିଆ ଇଣ୍ଡଷ୍ଟ୍ରି ଏପରି ଏକ କଣ୍ନଟେଣ୍ଟ ଫିଲ୍ମ ବନେଇଛି ଯାହାକୁ ଲୋକମାନେ ଦେଖି ପ୍ରଶଂସା ମଧ୍ୟ କରୁଛନ୍ତି । ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଦମନ ଫିଲ୍ମ ହେଉଛି ଏପରି ଏକ ଫିଲ୍ମ ଯାହା ଆଗାମୀ ଦିନରେ ହିନ୍ଦୀରେ ରିଲିଜ ହେବାକୁ ମଧ୍ୟ ଯାଉଛି ।

ଏହି ଫିଲ୍ମ ର ମୁଖ୍ୟ ଭୂମିକାରେ ବାବୁସାନ ମହାନ୍ତି ନଜର ଆସିଛନ୍ତି । ଆଶ୍ଚର୍ଯ୍ୟ ର କଥା ଏହା ହେଉଛି କି ଏହି ଫିଲ୍ମ ରେ ନାଁ କେହି ହିରୋଇନ ଅଛନ୍ତି ନା କୌଣସି ଆକସ୍ସନ ସିନ୍ ଅଛି । ଏହି ଫିଲ୍ମଟି ସତ ଘଟଣା ଉପରେ ଆଧାରିତ । ଆଉ ଏହି ଫିଲ୍ମଟି ସମସ୍ତଙ୍କୁ ଅଧିକ ପସନ୍ଦ ଆସିଛି । ଓଡିଶା ସରକାର ଏହି ଫିଲ୍ମକୁ ଦେଖିବା ପାଇଁ ମଧ୍ୟ କରମୁକ୍ତ ମଧ୍ୟ କରିଦେଇଛନ୍ତି ।

babusan

ଏହାରି ମଧ୍ୟରେ ବାବୁସାନ ମହାନ୍ତି ସୋସିଆଲ ମିଡିଆରେ ବାବୁସାନ ମହାନ୍ତିଙ୍କ ର ଏକ ଷ୍ଟେଜ୍ ପଗ୍ରାମ ର ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ବାବୁସାନ ନିଜର ଦମନ ଫିଲ୍ମ ର କିଛି ଅଭିନୟ କରୁଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ସୂଚନା ଦେବୁ କି ଏହି ଦିନରେ ବାବୁସାନ ମହାନ୍ତି କେଉଁଝର ଜାଇଥିଲେ ଏବଂ ସେଠାରେ ଷ୍ଟେଜ ପଗ୍ରାମ ମାଧ୍ୟମରେ ଲୋକଙ୍କୁ ଦମନ ଫିଲ୍ମ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ ।

ସେମିତି ବେଳେ ଦର୍ଶକ ମାନେ ବାବୁସାନ ମହାନ୍ତି ଙ୍କୁ ଆଉ କେବେ କେଉଁଝର ଆସିବେ ବୋଲି ପଚାରିଥିଲେ । ଓ ଏହି ପରି ବେଳେ ବାବୁସାନ ମହାନ୍ତି ଉତ୍ତର ଦେଇ କହିଥିଲେ କି ମତେ ମତେ ଦେଶୀ କୁକୁଡା ଦେଲେ ମୁଁ ବାରମ୍ବାର ଆସିବି । ଜାହାର ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ଏବଂ ଏହି ଭିଡିଓ କୁ ବାବୁସାନ ଙ୍କ ଫ୍ୟାନ ମାନେ ବି ଅତି ପସନ୍ଦ କରିଥିବା ବେଳେ ଏବେ ସୋସିଆଲ ମିଡିଆ ରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଦମନ ଫିଲ୍ମ କେମିତି ଲାଗିଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ