ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ଏହି 5ଟି ନାମ ସମ୍ପର୍ଣ୍ଣ ଝିଅମାନେ । ଜାଣନ୍ତୁ ଆପଣଙ୍କ ନାମ ଏହିଥିରେ ସାମିଲ ନାହିଁ ତ ?

Spread the love

ଯେପରି କୁହାଯାଏ ନାରୀ ମାୟା ନାରାୟଣଙ୍କୁ ଅଗୋଚର । ସେହିପରି ଏହି ଦୁନିଆରେ ଝିଅମାନଙ୍କ ଗୁଣକୁ ଜାଣିବା ଅସମ୍ଭବ । କେତେବେଳେ କେଉଁ ଝିଅ ମନରେ କଣ ଥାଏ, ଜାଣିବା କଷ୍ଟକର । ଯେତେବେଳେ ଭଗବାନ ନିଜେ ନାରୀ କଥା ଜାଣିପାରନ୍ତି ନାହିଁ, ଆମେ ତ ମଣିଷ ମାତ୍ର । ପ୍ରକୃତରେ କହିବାକୁ ଗଲେ ନାରୀମାନଙ୍କ ମନ ଏତେ ଚଞ୍ଚଳ ଯେ କେତେବେଳେ କେଉଁ କଥା ପାଇଁ କଣ ପ୍ରତିକ୍ରିୟା କରିଥାନ୍ତି ଜାଣିବା କଷ୍ଟକର ହୋଇଯାଇଥାଏ । ଏହି ପୃଥିବୀରେ ଏହିପରି କେତେ ନାରୀ ଅଛନ୍ତି; ଯାହାର ହୃଦୟ ଗଙ୍ଗା ଜଳ ପରି ପବିତ୍ର ଅଟେ ।

ଏହିପରି କେତେକ ଝିଅ ଅଛନ୍ତି; ଯେଉଁମାନେ ଅତି ଚତୁର କିନ୍ତୁ ସେହିମାନଙ୍କ ଉପରେ ଭରସା କରିହୁଏ ନାହିଁ । ବର୍ତ୍ତମାନ ଏହିପରି କିଛି ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଗଙ୍ଗାଜଳ ପରି ପବିତ୍ର ଅଟନ୍ତି । ଆପଣଙ୍କ ଗୋଚରାର୍ଥେ ଜଣାଇଦେଉଛୁ, ନିମ୍ନ ଅକ୍ଷରର ନାଆ ଥିବା ଝିଅମାନେ ଅତି ପବିତ୍ର ଅଟନ୍ତି ।

ଆସନ୍ତୁ ବର୍ତ୍ତମାନ ଏହି ବିଷୟରେ ବିସ୍ତାରରେ ଆଲୋଚନା କରିବା :

B :- B ଅକ୍ଷର ନାମ ଥିବା ଝିଅ, କୁହାଯାଏ ଏହି ଅକ୍ଷରରେ ଆରମ୍ଭ ନାମକ ଝିଅମାନେ ଶାନ୍ତ ସ୍ଵଭାଵ ହୋଇଥାନ୍ତି । ଏହି ଝିଅମାନେ ନିଜ ଜୀବନସାଥିକୁ ପ୍ରତ୍ୟେକ କ୍ଷେତ୍ରରେ ସହାୟତା କରିଥାନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ହାତ ଛାଡ଼ନ୍ତି ନାହିଁ ଏବଂ ଏମାନଙ୍କ ବ୍ୟବହାର ଅତ୍ୟନ୍ତ ଭଲ । ସେଥିପାଇଁ ଏମାନଙ୍କୁ ପବିତ୍ର କୁହାଯାଏ ।

N :- N ଅକ୍ଷରରେ ନାମ ଥିବା ଝିଅମାନଙ୍କ ସ୍ଵଭାଵ ଅତି ପ୍ରଖର । ଏହି ଅକ୍ଷର ନାମକ ଝିଅମାନେ ନିଜ ପରିବାର ଓ ସ୍ୱାମୀର ବହୁତ ଯତ୍ନ ନିଅନ୍ତି । ଏହିମାନେ ଏପରି କିଛି କାର୍ଯ୍ୟ କରନ୍ତି ନାହିଁ ଯାହା ପରିବାର ପାଇଁ ଅପମାନ ହେବ । ଏହି ଝିଅମାନଙ୍କ ସ୍ଵାଭାବ ଅତି ଭଲ, ଏଥିପାଇଁ ଏମାନଙ୍କୁ ପବିତ୍ର ବୋଲି ମାନି ନିଆଯାଇଥାଏ ।

P :- P ଏହି ଅକ୍ଷର ନାମକ ଝିଅମାନେ ସମ୍ପର୍କକୁ ଯୋଡ଼ି ରଖିବାରେ ଖୁବ୍ ପାରଦର୍ଶିତା ହାସଲ କରିଥାନ୍ତି । ଏହି ଝିଅମାନେ ସମସ୍ତଙ୍କ ଭାବନାକୁ ଧ୍ୟାନ ଦିଅନ୍ତି । ଜଣେ ତାହା ଠାରୁ ସାନ ହେଉ ବା ବଡ ସେଥିପାଇଁ ଧ୍ୟାନ ଦିଅନ୍ତି ନାହିଁ । ସମସ୍ତଙ୍କୁ ଖ୍ହସୀ ଦେବା ଏମାନେ ଧର୍ମ ବୋଲି ଭାବିଥାନ୍ତି । କାହା ମନରେ କେବେ ମଧ୍ୟ ଦୁଃଖ ଦିଅନ୍ତି ନାହିଁ । ଏହି ଗୁଣ ପାଇଁ ଏହି ନାମକ ଝିଅମାନେ ପବିତ୍ର ଅଟନ୍ତି ।

V :- ଯେଉଁ ଝିଅମାନଙ୍କ ନାମ V ଅକ୍ଷରରେ ଆରମ୍ଭ ସେମାନଙ୍କୁ ମଧ୍ୟ ପବିତ୍ର କୁହାଯାଇଥାଏ । ଏହି ଝିଅମାନେ ଲଜ୍ଜ୍ୟାଶୀଳ ହୋଇଥାନ୍ତି । ଏହି ଝିଅମାନେ ନିଜ ପରିବାରର ସମ୍ମାନ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତି । ସିଧା କଥାରେ କହିଲେ ଏମାନେ ନିଜ ପରିବାରକୁ ଯେକୌଣସି ପ୍ରକାରେ ସୁଖୀ ରଖିବାକୁ ଚେଷ୍ଟା କରନ୍ତି ।

Y :- Y ଏହି ଅକ୍ଷର ନାମକ ଝିଅ ବହୁତ କମ ଅଛନ୍ତି । ଯେଉଁ ଝିଅମାନଙ୍କ ନାମ ଏହି ଅକ୍ଷରରେ ଆରମ୍ଭ, ସେମାନଙ୍କ ବ୍ୟବହାର ଅନ୍ୟ ପ୍ରତି ଅତି ଉତ୍ତମ । ଏହିମାନେ ଅତି ଖୁସୀରେ ସମସ୍ତଙ୍କ ସହ କଥା ହୁଅନ୍ତି । କେବେ କାହାକୁ ଅନାଦର କରନ୍ତି ନାହିଁ । ଏପରିକି ନିଜ ଜୀବନସାଥୀକୁ ସବୁବେଳେ ଖୁସିରେ ରଖନ୍ତି ।

ଯଦି ଆପଣଙ୍କ ନାମବି ଏହି ଅକ୍ଷରରେ ଆରମ୍ଭ, ତାହାହେଲେ ଆପଣଙ୍କ ପାଖରେ ମଧ୍ୟ ଏହି ସବୁ ଗୁଣ ରହିଛି ।