ନାଚୁ ନାଚୁ ଖସିଗଲା ପ୍ୟାଣ୍ଟ । ଭିଡିଓ ଭାଇରାଲ

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଅଭିନେତ୍ରୀ ସୋମାଲିନି ପରିଡା ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ତେବେ ବର୍ତମାନ ସମୟ ରେ ନିଜର ଜନ୍ମ ଦିନ ପାଳିବା ବେଳେ ଖସି ଜାଇଛି ପେଣ୍ଟ । ତେବେ ବନ୍ଧୁଗଣ ଓଡିଆ ହିରୋଇନ ସୋମାଲିନି ଙ୍କୁ ଆପଣ ମାନେ ବହୁତ ଭଲ କରି ଜାଣିଥିବେ । ତେବେ ସେ ଏକ ରିଆଲିଟି ସୋ ଜିତିବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ ।

ହେଲେ ବିବାହ ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ସଂମ୍ପର୍ଣ୍ଣ ଦୂରେଇ ଜାଇଛନ୍ତି । ଆଉ ସେ ଅଭିନୟ କରୁଥିବାର ନଜର ଆସୁନାହାଁନ୍ତି । ତେବେ ସେ ସ୍ୱାମୀ ଙ୍କ ସହିତ ସମୟ ବିତାଉଥିବାର ନଜର ଆସୁଛନ୍ତି ସୋମାଲିନି । ତେବେ ବନ୍ଧୁଗଣ ଗତ କାଲି ସରିଜାଇଛି ସୋମାଲିନି ଙ୍କ ଜନ୍ମ ଦିନ ଏହି ଜନ୍ମ ଦିନ କୁ ବହୁତ ଧୁମ୍ ଧାମ୍ ରେ ପାଳନ କରିଛନ୍ତି ସମାଲିନି ଏବଂ ତାଙ୍କର ସ୍ୱାମୀ ।

Somalin

ତେବେ ବନ୍ଧୁଗଣ ଜନ୍ମ ଦିନ ପାଳନ କରିବା ସମୟ ରେ ସୋମାଲିନି ବହୁତ ଖୁସୀ ରହିଥିବାର ନଜର ଆସିଥିଲେ । ତେବେ ବନ୍ଧୁଗଣ ସୋମାଲିନି ପରିଡା ଓଲିଉଡ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ଆଲବମ୍ ରେ କାମ କରିବା ସହିତ ବହୁତ ସାରା ସିରିଏଲ ରେ ମଧ୍ୟ ଅଭିନୟ କରିଥିବାର ନଜର ଆସିଛନ୍ତି । ତାଙ୍କର ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ।

ତେବେ ଗତ ବର୍ଷ ତାଙ୍କର ବାହାଘର ସରିଜାଇଛି । ଆଉ ଏହି ବାହାଘର ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ସଂମ୍ପର୍ଣ୍ଣ ଦୂରେଇ ଜାଇଛନ୍ତି । ତେବେ ବନ୍ଧୁଗଣ ସୋମାଲିନି ବର୍ତମାନ ସମୟ ରେ ନିଜ ସ୍ୱାମୀ ଙ୍କ ସହିତ ବିଦେଶ ରେ ରହୁଥିବା ବେଳେ ଆଉ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରୁଥିବାର ନଜର ଆସିନାହାଁନ୍ତି । ସୋମାଲିନି କହିଛନ୍ତି କି ସେ ଆଗାମୀ ଦିନ ମନଙ୍କରେ ପୁଣି ଥରେ ଓଲ୍ଉଡ କୁ ଫେରିବେ ।

ବର୍ତମାନ ସମୟ ରେ ସୋମାଲିନି ଙ୍କୁ 25 ବର୍ଷ ସମୟ ହୋଇଥିବା ବେଳେ ସେ 25 ତମ ଜନ୍ମ ଦିନରେ ବହୁତ ପରିମାଣ ରେ ଖୁସୀରେ ରହିଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୋମାଲିନି ପରିଡା କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ