ନବଙ୍କ ଆତ୍ମା କାନ୍ଦୁଛି,ଆଉ କହୁଛି ମୋହ ମାୟା ସଂସାରରେ କେହି ନୁହେଁ କାହାର |

Naba

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ନବ ଦାସ ର ଆତ୍ମା କହୁଛି ମୁଁ ମରିବାକୁ 12 ଦିନ ହୋଇ ଗାଲାଣି । ତଥାପି ମୁଁ ଆଜି କାନ୍ଦୁଛି । ମୁଁ ମରିଛି ବୋଲି ମୋର ଟିକେ ବି ଦୁଃଖ ନାହିଁ । ହେଲେ ଦୁଃଖ କିଛି ଅଲଗା ଅଛି । ଚାହୁଁ ଚାହୁଁ ମୋର ମରିବାକୁ 12 ଦିନ ହୋଇଗଲା ମୋର ସୁଧି କ୍ରିୟା ସରିଲା ହେଲେ ମୋ କ୍ରିୟା କର୍ମ ରେ ବି ରାଜନୀତି ପସିଗଲା । ମୋ ଶ୍ରଦ୍ଧାଞଳୀ ରେ ଶ୍ରଦ୍ଧା କରାଗଲା ସତ ହେଲେ କେହି ମତେ ଶ୍ରଦ୍ଧାରେ ଶ୍ରଦ୍ଧା କଲେ ବୋଲି ଲାଗିଲାନି ।

କେହି ଜଣେ ମତେ ହୃଦୟ ରୁ ଶ୍ରଦ୍ଧାଞଳୀ ଦେଲେ ନାହିଁ ନାଁ ଥିଲା ଭାବ ବିହ୍ୱଳ ପରିବେଶ ନାଁ ମତେ ଥିଲା ହରେଇବାର ଦୁଃଖ ମୋ ଶୋକ ଶଭାରେ ମୋ ପାଇଁ କେହିବି ଶୋକ କରୁଛନ୍ତି ବୋଲି ମତେ ଟିକେ ବି ଲାଗିଲାନି । ମୁଁ ସେହି ଏରିଆର ମୁରବି ଥିଲି ହେଲେ ମୁରବି ନାହାଁନ୍ତି ବୋଲି କେହିବି ଅନୁଭବ କଲେନି ବଞ୍ଚିଥିବା ବେଳେ ଏତେ ଏତେ ଲୋକଙ୍କୁ ମୁଁ ସାହାଯ୍ୟ କରିଛି ହେଲେ ମୁଁ ମରିଯିବା ପରେ ସେହି ମାନେ ମତେ ଭୁଲିଗଲେ ।

Naba Das

ମୋ ପାଖ ଲୋକ ମାନେ ବି ମୋ ହାତ ଛାଡି ଦେଲେ । ମୁଁ ଆଉ ନାହିଁ ବୋଲି ମତେ ନେଇ ରାଜନୀତି କଲେ । ମୁଁ ପାପ କରିଛି ସେ କଥା ମୁଁ ଜାଣିଛି ହେଲେ ଅନେକ ପରିବାର ପୋଷିଛି । ଏବେ ଉପରେ ଥାଇ ଦେଖୁଛି ସେହି ମାନେ ମୋ ଶବ୍ଧ କୁ ଖାଇ ଯିବାକୁ ଚେଷ୍ଟା କରୁଛନ୍ତି । ଆଜିବି କାନ୍ଦୁଛି କେବଳ ଦେଖେଇ ହେବା ପାଇଁ । ଯିଏବି ଦୁଃଖ କରୁଛି କେବଳ ନାଁ ନେବା ପାଇଁ ସେହିଥି ପାଇଁ ମୁଁ ନବ ଦାସ କହୁଛି ।

ମୁଁ କେବଳ ଦୁଃଖରେ ଅଛି ମୁଁ ଏ ସମାଜ କୁ ଗୋଟେ କଥା କହି ରଖିବାକୁ ଚାହିଁବି ଜିବନ ରେ କେବେ ଧନ ପଛରେ ଧାଇଁବନି ନହେଲେ ପୁଳା ପୁଆ ଧନ ଥିବ ହେଲେ ଭୋଗ କରିବାକୁ ଜିବନ ନଥିବ । କେବେବି କ୍ଷେମାତା ପାଇଁ ସଂମ୍ପର୍କ କୁ ଭୁଲିଯିବନି ନାଇଁତ ମରିବା ପରେ କେହି ଜଣେ ବି କାନ୍ଦିବେନି ।

naba

ଏହି ଟଙ୍କା ପଇଲା ଜମି ବାଡି ବ୍ୟାଙ୍କ ବାଲାନ୍ସ କେହିବି ସାଙ୍ଗରେ ଯିବେନି ଯିବତ କେବଳ ସେହି ଗୋଟେ ଜିନିଷ ପୂର୍ଣ୍ଣ୍ୟ ତେଣୁ ହେ ମଣିଷ ପାରୁଛ ତ ଲୋକ ମାନଙ୍କୁ ଭଲ ପାଅ ଲୋକ ମାନଙ୍କ ସେବା କରି ପୂର୍ଣ୍ଣ୍ୟ ଅର୍ଜନ କର । ଜାହା ମୁଁ କରି ନପାରି ଆଜି ମୁଁ କାନ୍ଦୁଛି । ଏବେ ଆସୁଛି ମୁଁ ନବଦାସ ର ଆତ୍ମା କହୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *