ସାଇବର ଜାଲରେ ନବ ଦାସଙ୍କ ଝିଅ | ଆକାଉଣ୍ଟରୁ ଖାଲି ହୋଇଗଲା ନବଙ୍କ ସବୁ ସମ୍ପତ୍ତି

tfgyuji

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଇବର ଜାଲ ରେ ନବଦାସ ଙ୍କ ଝିଅ ଆକାଉଣ୍ଟ ରୁ ନେଇଗଲେଣି ଦେଢ ଲକ୍ଷ ଟଙ୍କା । ମାର୍ଚ୍ଚ 6 ରେ ଲକ୍ଷେ ଟଙ୍କା ପରେ 50 ହଜାର ଟଙ୍କା । ଠକେଇ ନେଇ ଥାନା ରେ ଲିଖିତ ଅଭିଯୋଗ କଲେ ଦିପାଳୀ ଦାସ । ସାଇବର କ୍ରାଇମ୍ ର ଶୀକାର ହୋଇଛନ୍ତି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଙ୍କ ଝିଅ ଦୀପାଳି ଦାସ । ତାଙ୍କ ଏକାଉଣ୍ଟ ରୁ ଦେଢ ଲକ୍ଷ ଟଙ୍କା କଟି ଜାଇଛି ।

ଏହି ନେଇ ଦୀପାଳି ସମ୍ବଲପୁର ର ଅଇଁଠା ପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନିଜର ଲିଖିତ ଅଭିଯୋଗ ରେ ସେ ଏହା ଦର୍ଶାଇଛନ୍ତି ଯେ ତାଙ୍କ ମୋବାଇଲ କୁ ଏକ ପ୍ରଥମେ ମେସେଜ୍ ଆସିଥିଲା ଯାହାକି ଏକ OTP ନମ୍ବର ଥିଲା । କିନ୍ତୁ ସେ ଏହି OTP କୁ କାହା ସହିକ ସେୟାର କରି ନାହାଁନ୍ତି । ପରେ କିନ୍ତୁ ଦୁଇଟି ଟ୍ରାଞାକ୍ସନ ରେ ପ୍ରଥମେ ଏକ ଲକ୍ଷ ଏବଂ ପରେ ପଚାଶ ହଜାର ଟଙ୍କା ଏକାଉଣ୍ଟ ରୁ କଟି ଜାଇଥିବା ନେଇ ଅଭିଯୋଗ କରିଛନ୍ତି ଦୀପାଳି ଦାସ ।

Dipali

ତେବେ ଟଙ୍କା କଟିବା ପରେ ତାଙ୍କ ମୋବାଇଲ କୁ ମେସେଜ୍ ଆସିଥିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ପରେ ବ୍ୟାଙ୍କ୍ ଏକାଉଣ୍ଟ ର ଲେଣ ଦେଣ ରିପୋର୍ଟ ଦେଖିବା ପରେ ଥାନା ରେ ଏତଲା ଦେଇଛନ୍ତି । ଯେଉଁଥିରେ ସେ ବ୍ୟାଙ୍କ୍ ଏକାଉଣ୍ଟ ର ଲେଣ ଦେଣ ରିପୋର୍ଟ କୁ ମଧ୍ୟ ଦେଇଛନ୍ତି । ପୋଲିସ ଦୀପାଳି ଙ୍କ ଏତଲା ଗ୍ରହଣ କରି ଘଟଣା ର ତଦନ୍ତ କରୁଛି ।

ସମ୍ବୁଲପୁର ମୋଦି ପଡା ହେଉଛି ଦୀପାଳି ଙ୍କ ପୈତୃକ ଘର । ଅଇଁଠା ପାଲି ରେ ତାଙ୍କର ICICI ବ୍ୟାଙ୍କ୍ ରେ ଏକ ଆକାଉଣ୍ଟ ରହିଛି । ଏବଂ ଏହି ଏକାଉଣ୍ଟ ରୁ ଦେଢ ଲକ୍ଷ ଟଙ୍କା କଟି ଜାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ OTP ସେୟାର ନ କରି ବି କେମିତି ଏକାଉଣ୍ଟ ରୁ ଟଙ୍କା କଟିଲା ସେହି ନେଇ ଏବେ ଉଠିଛି ପ୍ରଶ୍ନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ