ମୋ ସିନୟର ମୋ ଦେହ ଉପରେ ଖରାପ କମେଣ୍ଟ କରୁଛନ୍ତି ,ମୋତେ ଘରକୁ ଡାକୁଛନ୍ତି

senior

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ମହିଳା କର୍ମଚାରୀ ଯୌ-ନ ଶୋଷଣର ଶିକାର ହୋଇଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଜାଇଛି ଯୁବତୀ ଜଣକ ଏକ ସଂସ୍ଥାରେ କାମ କରୁଛନ୍ତି । ଏବଂ ତାଙ୍କ ସିନିୟର୍ ତାଙ୍କ ସହିତ ଅନେକ ଖରାପ୍ ବ୍ୟବହାର କରୁଛନ୍ତି । ତାଙ୍କୁ ଆଖି ଦେଖାଇ ତାଙ୍କ ସହ ଖରାପ୍ ସଂ-ମ୍ପର୍କ ରଖିବା ପାଇଁ ମଧ୍ୟ ବାଧ୍ୟ କରୁଛନ୍ତି । ଏମିତି ଜଣେ ମହିଳା ଚନ୍ଦ୍ରଶେଖରପୁର ରେ ଅଭିଯୋଗ ପରେ ବର୍ତମାନ ଏହି ଘଟଣା ସାମ୍ନା କୁ ଆସିଛି ।

ସେହି ବ୍ୟକ୍ତି ଜଣକ ଙ୍କ ନାମ ହେଉଛି ସୁନିଲ କୁମାର ମହାନ୍ତି । ସେ ଅନେକ ଥର ମହିଳା ଜଣକଙ୍କ ସହିତ ଖରାପ୍ ବ୍ୟବହାର କରିଛନ୍ତି । ଅନେକ ଅସଭ୍ୟ ଭାଷା ବ୍ୟବହାର କରି ତାଙ୍କ ସହ କଥା ବାର୍ତ୍ତା କରଛନ୍ତି । ମହିଳା ଜଣଙ୍କ ଶରୀର ଉପରେ ମଧ୍ୟ ଉକ୍ତ ବ୍ୟକ୍ତି ଜଣକ ସର୍ବଦା ଖରାପ୍ କମେଣ୍ଟ କରନ୍ତି ବୋଲି ସେ କହିଛନ୍ତି । ଦେହରେ ଆଉ କିଛି ନାହିଁ କେତେ ଜଣ ବୟଫ୍ରେଣ୍ଡ ଅଛନ୍ତି କେତେ ଜଣକ ସହିତ ସଂ-ମ୍ପର୍କ ରଖିଛ । ଏଭଳି କହିବା ସହ ଅନେକ ଥର ଘରକୁ ମଧ୍ୟ ଡାକିଥିବା ।

women 1

ମଝିରେ ମହିଳା ଜଣଙ୍କ ଦେହ ଭଲ ନଥିବା ସମୟରେ ଉକ୍ତ ବ୍ୟକ୍ତି ଜଣକ ଜବରଦସ୍ତି ନେଇ ତାଙ୍କୁ ମେଡିସିନ ଖୁଆଇଛନ୍ତି । ମହିଳା ଜଣକ ମଧ୍ୟ ଏସବୁ କଥା ଅନେକ ଥର କହିବାକୁ ଚେଷ୍ଟା କରିଛନ୍ତି । ହେଲେ ସେ ଜାଣିଥିଲେ ଯେ ଏସବୁ କଥା କହିଲେ ତାଙ୍କ ଡାଇରେକ୍ଟର ଙ୍କୁ କୌଣସି ପ୍ରକାରର ଫରକ୍ ପଡ଼ିବ ନାହିଁ । କାରଣ ତାଙ୍କ ଡାଇରେକ୍ଟର ସର୍ବଦା ଉକ୍ତ ବ୍ୟକ୍ତି ଜଣଙ୍କୁ ଖୁବ ସପୋର୍ଟ କରୁଛନ୍ତି ।

ଲୋକ ମାନେ ମଧ୍ୟ ତାଙ୍କ କେସ କୁ ଡିସ୍ ମିସ୍ କରିବା ପାଇଁ ଅନେକ ଧମକ ମଧ୍ୟ ଦେଇଛନ୍ତି । ଏଭଳି ନକଲେ ତାଙ୍କୁ ଅନେକ ପ୍ରକାରର ଧମକ ଦେଇ କହିଛନ୍ତି । ଆଉ ମହିଳା ଜଣକଙ୍କ ନାମରେ ଓଲଟା ଥାନାରେ କେସ ଦେଇଦେବେ ବୋଲି କହୁଛନ୍ତି । ଏବେ ମହିଳା ଜଣକ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *