ମୋ ସିନୟର ମୋ ଦେ-ହ ଉପରେ ଖରାପ କମେଣ୍ଟ କରୁଛନ୍ତି ,ମୋତେ ଘରକୁ ଡାକୁଛନ୍ତି

senior

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣେ ମହିଳା କର୍ମଚାରୀ ଯୌ-ନ ଶୋଷଣର ଶିକାର ହୋଇଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଜାଇଛି ଯୁବତୀ ଜଣକ ଏକ ସଂସ୍ଥାରେ କାମ କରୁଛନ୍ତି । ଏବଂ ତାଙ୍କ ସିନିୟର୍ ତାଙ୍କ ସହିତ ଅନେକ ଖରାପ୍ ବ୍ୟବହାର କରୁଛନ୍ତି । ତାଙ୍କୁ ଆଖି ଦେଖାଇ ତାଙ୍କ ସହ ଖରାପ୍ ସଂ-ମ୍ପର୍କ ରଖିବା ପାଇଁ ମଧ୍ୟ ବାଧ୍ୟ କରୁଛନ୍ତି ।

ଏମିତି ଜଣେ ମହିଳା ଚନ୍ଦ୍ରଶେଖରପୁର ରେ ଅଭିଯୋଗ ପରେ ବର୍ତମାନ ଏହି ଘଟଣା ସାମ୍ନା କୁ ଆସିଛି । ସେହି ବ୍ୟକ୍ତି ଜଣକ ଙ୍କ ନାମ ହେଉଛି ସୁନିଲ କୁମାର ମହାନ୍ତି । ସେ ଅନେକ ଥର ମହିଳା ଜଣକଙ୍କ ସହିତ ଖରାପ୍ ବ୍ୟବହାର କରିଛନ୍ତି । ଅନେକ ଅସଭ୍ୟ ଭାଷା ବ୍ୟବହାର କରି ତାଙ୍କ ସହ କଥା ବାର୍ତ୍ତା କରଛନ୍ତି । ମହିଳା ଜଣଙ୍କ ଶରୀର ଉପରେ ମଧ୍ୟ ଉକ୍ତ ବ୍ୟକ୍ତି ଜଣକ ସର୍ବଦା ଖରାପ୍ କମେଣ୍ଟ କରନ୍ତି ବୋଲି ସେ କହିଛନ୍ତି ।

women 1

ଦେହରେ ଆଉ କିଛି ନାହିଁ କେତେ ଜଣ ବୟଫ୍ରେଣ୍ଡ ଅଛନ୍ତି କେତେ ଜଣକ ସହିତ ସଂ-ମ୍ପର୍କ ରଖିଛ । ଏଭଳି କହିବା ସହ ଅନେକ ଥର ଘରକୁ ମଧ୍ୟ ଡାକିଥିବା । ମଝିରେ ମହିଳା ଜଣଙ୍କ ଦେହ ଭଲ ନଥିବା ସମୟରେ ଉକ୍ତ ବ୍ୟକ୍ତି ଜଣକ ଜବରଦସ୍ତି ନେଇ ତାଙ୍କୁ ମେଡିସିନ ଖୁଆଇଛନ୍ତି । ମହିଳା ଜଣକ ମଧ୍ୟ ଏସବୁ କଥା ଅନେକ ଥର କହିବାକୁ ଚେଷ୍ଟା କରିଛନ୍ତି । ହେଲେ ସେ ଜାଣିଥିଲେ ଯେ ଏସବୁ କଥା କହିଲେ ତାଙ୍କ ଡାଇରେକ୍ଟର ଙ୍କୁ କୌଣସି ପ୍ରକାରର ଫରକ୍ ପଡ଼ିବ ନାହିଁ । କାରଣ ତାଙ୍କ ଡାଇରେକ୍ଟର ସର୍ବଦା ଉକ୍ତ ବ୍ୟକ୍ତି ଜଣଙ୍କୁ ଖୁବ ସପୋର୍ଟ କରୁଛନ୍ତି ।

ଲୋକ ମାନେ ମଧ୍ୟ ତାଙ୍କ କେସ କୁ ଡିସ୍ ମିସ୍ କରିବା ପାଇଁ ଅନେକ ଧମକ ମଧ୍ୟ ଦେଇଛନ୍ତି । ଏଭଳି ନକଲେ ତାଙ୍କୁ ଅନେକ ପ୍ରକାରର ଧମକ ଦେଇ କହିଛନ୍ତି । ଆଉ ମହିଳା ଜଣକଙ୍କ ନାମରେ ଓଲଟା ଥାନାରେ କେସ ଦେଇଦେବେ ବୋଲି କହୁଛନ୍ତି । ଏବେ ମହିଳା ଜଣକ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ