ମୋ ପିଏସ୍‌ଓ ମୋତେ ଗୁଳି କରି ମା-ରିଦେବନି ତ…ଏବେ ମୋତେ ସବୁବେଳେ ଏହି ଡର ଲାଗୁଛି Gopal Das

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମତେ ଡର ଲାଗୁଛି । ମୁଁ ବି ମନ୍ତ୍ରୀ ନବ ଦାସ ଙ୍କ ପରି ଶୀକାର ହୋଇଯିବିନି ତ ମୋର ପିଓସୋ ମତେ ଗୁଳି କରି ମାରିଦେବନି ତ ? କାରଣ ନବଦାସ ଙ୍କ ପରି ମତେ ବି ପିଓସୋ ମିଳିଛି । ମୋ ପିଓସୋ ଗୋପାଳ ହୋଇଯିବନି ତ ଯିଏ ମୋ ସହିତ ପ୍ରତିଟି ସମୟ ରେ ରହୁଛି ମୋ ସବୁ ପ୍ଲାନ ମୋ ପିଓସୋ କୁ ମଧ୍ୟ ଜଣା । ସବୁ ପ୍ରଚାର ସମୟ ରେ ସେ ମୋ ଆଗରେ ଆଗରେ ଚାଲେ ଆଉ ମୋ ପିଓସୋ କୁ ନେଇ ମତେ ବହୁତ ଡର ଲାଗିଲାଣି ।

ହଁ ବନ୍ଧୁଗଣ ଏମିିତି କିଛି ପ୍ରତିକ୍ରିୟା ଦେଇଛନ୍ତି ନିଜେ ବିଧାୟକ ସମ୍ୟରଂଞୀନ ପଟ୍ଟନାୟକ । ତେବେ ବନ୍ଧୁଗଣ ସମ୍ୟରଂଞୀନ ପଟ୍ଟନାୟକ ବିଜେଡି ବିଧାୟକ କହିଛନ୍ତି କି ଓଡିଶା ଭଳି ରାଜ୍ୟରେ ଏହା ହେଲା ପ୍ରଥମ ଘଟଣା ଏହାକୁ ନେଇ ମୁଁ ଘୋର ଭାବେ ନିନ୍ଦା ମଧ୍ୟ କରେ । ମନ୍ତ୍ରୀ ନବଦାସ ଙ୍କୁ ଗୁଳି କରି ହ-ତ୍ୟା କରିବା ଘଟଣା କୁ ସହଜ ରେ ଗ୍ରହଣ କରି ପାରୁ ନାହିଁ ।

Samya Ranjan

ଏମିତି ଗୋଟେ ଦିନ ଆସିବ ମୋ ପିଓସୋ ମତେ ମାରିଦେବନି ତ କାରଣ ମତେ ବି ଗୋଟେ ପିଓସୋ ମିଳିଛି ମତେ ଏହି କଥା ଭାବି ଭାବି ମତେ ବି ଡର ଲାଗିଲାଣି । ନବଦାସ ଜଣେ ପାୱର ଫୁଲ ମନ୍ତ୍ରୀ ଥିଲେ ହେଲେ ମୁଁ ତ ଜଣେ କେବଳ ବିଧାୟକ ଜଣେ ପାୱରଫୁଲ ମନ୍ତ୍ରୀ ଙ୍କୁ ଜଣେ ASI ଗୁଳି କରି ହ-ତ୍ୟା କରିବା ଏକ ଆଶ୍ଚର୍ଯ୍ୟ କର ଘଟଣା ବୋଲି କହିଛନ୍ତି ବିଧାୟକ ସମ୍ୟରଂଞୀନ ପଟ୍ଟନାୟକ ।

ଆଜି କଟକ ରେ ସମ୍ୟରଂଞୀନ ପଟ୍ଟନାୟକ କହିଛନ୍ତି ଏହି ଘଟଣା କୁ ନେଇ ବହୁତ ଗସିପ୍ ହେଉଛି । ପୋଲିସ ବାବୁ ମାନେ ଏହାର ତଦନ୍ତ କରି ଏହାର ଅସଲ କାରଣ ଖୋଜିବା ଦରକାର । ପୋଲିସ ଯେତେ ଶୀଘ୍ର ଘଟଣା ପଦାକୁ ଆଣିବ ସେତେ ଶୀଘ୍ର ଏହି ଚର୍ଚ୍ଚା ସମାପ୍ତ ହେବ ବୋଲି ସମ୍ୟରଂଞୀନ ପଟ୍ଟନାୟକ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *